Loading...

299 Big Street, Govindpur, India

Open daily 10:00 AM to 10:00 PM

Alo Gharamani Chal Your Astrology Guru Lyrics In Odia Font

Namita Agarwal

Your Astrology Guru Lyrics

ଆଲୋ ଘରମଣୀ ଘରମଣୀ
ଚାଲ ଯିବା ଫୁଲ ଆଣି

Alo Gharamani Chal Jiba Your Astrology Guru Lyrics In Odia Language

ଆଲୋ ଘରମଣୀ ଘରମଣୀ
ଆଲୋ ଘରମଣୀ ଘରମଣୀ
ଚାଲ ଯିବା ଫୁଲ ଆଣି
ଚାଲ ଯିବା ଫୁଲ ଆଣି
ଚାଲ ଯିବା ଫୁଲ ଆଣି
ଚାଲ ଯିବା ଫୁଲ ଆଣି
ଭୋଦୁଅ ମାସର ସବୁ ରବିବାର ଘରମଣୀ
ପୂଜୁଥିବି ଭାଲୁକୁଣି
ପୂଜୁଥିବି ଭାଲୁକୁଣି
ପୂଜୁଥିବି ଭାଲୁକୁଣି
ଆଲୋ ଘରମଣୀ ଘରମଣୀ
ଚାଲ ଯିବା ଫୁଲ ଆଣି
ଚାଲ ଯିବା ଫୁଲ ଆଣି



କୁଆଁରୀଙ୍କ ଠାକୁରାଣୀ ସେ ଖୁଦୁରୁକୁଣୀ
ଭାଦ୍ରବରେ ମନେ ପଡେ ଲୋ
ସେଇ କାହାଣୀ
କୁଆଁରୀଙ୍କ ଠାକୁରାଣୀ ସେ ଖୁଦୁରୁକୁଣୀ
ଭାଦ୍ରବରେ ମନେ ପଡେ ଲୋ
ସେଇ କାହାଣୀ
ନିଳେନ୍ଦ୍ରି ନାମେ ସାନ ବୋହୂ
ତଅପୋଇର ପ୍ରିୟ ସେହୁ
ଛଅ ବୋହୁ ଯେ ଏକ ହେଲେ
ଅଲିଅଳିକୁ ଦୁଃଖ ଦେଲେ
ଖୁଦ ଆଞ୍ଜୁଳାକୁ ଲୁହ ଆଞ୍ଜୁଳା ଲୋ ଘରମଣୀ
ପୂଜି ଥିଲା ଖୁଦରଙ୍କୁଣୀ
ପୂଜି ଥିଲା ଖୁଦରଙ୍କୁଣୀ
ପୂଜି ଥିଲା ଖୁଦରଙ୍କୁଣୀ
ପୂଜି ଥିଲା ଖୁଦରଙ୍କୁଣୀ
ଘରମଣୀ ଘରମଣୀ
ଚାଲ ଯିବା ଫୁଲ ଆଣି
ଚାଲ ଯିବା ଫୁଲ ଆଣି



ଦୁଃଖିନୀର ଦୁଃଖ ବୁଝନ୍ତି ଖୁଦୁରୁକୁଣୀ
ଭାଦ୍ରବରେ ମନେ ପଡେ ଲୋ
ସେଇ କାହାଣୀ
ଦୁଃଖିନୀର ଦୁଃଖ ବୁଝନ୍ତି ଖୁଦୁରୁକୁଣୀ
ଭାଦ୍ରବରେ ମନେ ପଡେ ଲୋ
ସେଇ କାହାଣୀ
ସାଧବେ ଗ୍ରାମେ ଫେରୁଥିଲେ
ବଣରେ କାନ୍ଦଣା ଶୁଣିଲେ
ଦେଖି ଚିହ୍ନିଲେ ତଅପୋଇ
ଭାଗ୍ୟ ନିନ୍ଦିଲେ ସାତ ଭାଇ
ହେଲା ବୋଲି ସିନା ମଙ୍ଗଳା କୃପା ଲୋ ଘରମଣୀ
ଭେଟ ହେଲେ ଭାଇ ଭଉଣୀ
ଭେଟ ହେଲେ ଭାଇ ଭଉଣୀ
ଭେଟ ହେଲେ ଭାଇ ଭଉଣୀ
ଭେଟ ହେଲେ ଭାଇ ଭଉଣୀ
ଭେଟ ହେଲେ ଭାଇ ଭଉଣୀ
ଭେଟ ହେଲେ ଭାଇ ଭଉଣୀ



Alo Gharamani Chal Jiba Fula Ani Your Astrology Guru Lyrics In Odia Font


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00