Table of Contents
Your Astrology Guru Lyrics
ବର ଖୋଜା ସରିଚି
Priya Mora Kahuchi Ta Your Astrology Guru Lyrics In Odia Language
ବର ଖୋଜା ସରିଚି
ପ୍ରିୟା ମୋର କହୁଚି ତା
ବର ଖୋଜା ସରିଚି
ସିଏ କାଳେ ମୋର ନୁହଁ
ରେ ହୃଦୟ ମୁଁ କଣ କରିବି କହ
ରେ ହୃଦୟ ମୁଁ କଣ କରିବି କହ
ପ୍ରିୟା ମୋର କହୁଚି ତା
ମୁଦି ପିନ୍ଧା ସରିଚି
ପ୍ରିୟା ମୋର କହୁଚି ତା
ମୁଦି ପିନ୍ଧା ସରିଚି
ସିଏ କାଳେ ମୋର ନୁହଁ
ରେ ହୃଦୟ ମୁଁ କଣ କରିବି କହ
ରେ ହୃଦୟ ମୁଁ କଣ କରିବି କହ
ତା ବାହାଘରକୁ କହ ଯିବିକି ନାହିଁ
ଉପହାର ତାକୁ କିଛି ଦେବିକି ନାହିଁ
ହଁ ତା ବାହାଘରକୁ କହ ଯିବିକି ନାହିଁ
ଉପହାର ତାକୁ କିଛି ଦେବିକି ନାହିଁ
କେମିତି ମୁଁ ଜଣେଇବି ଅଭିନନ୍ଦନ
ଏ କଥା ଭାବିଲେ ଆଖି ହୁଏ ଶ୍ରାବଣ
ପ୍ରିୟା ମୋର କହୁଚି ତା
ବେଦି ବନ୍ଧା ସରିଚି
ପ୍ରିୟା ମୋର କହୁଚି ତା
ବେଦି ବନ୍ଧା ସରିଚି
ମୁଁ କାଳେ ତାର ନୁହଁ
ରେ ହୃଦୟ ମୁଁ କଣ କରିବି କହ
ରେ ହୃଦୟ ମୁଁ କଣ କରିବି କହ
ମୁଁ କାହିଁକି ମନ ଦେଲି ହୃଦୟ ଦେଲି
ପ୍ରେମରେ ପଡି ମୁଁ ଆଜି ନାଚାର ହେଲି
ହୋ ମୁଁ କାହିଁକି ମନ ଦେଲି ହୃଦୟ ଦେଲି
ପ୍ରେମରେ ପଡି ମୁଁ ଆଜି ନାଚାର ହେଲି
କେମିତି ଦେଖିବି ତାକୁ ବଧୂ ବେଶରେ
ତା ବର ଆସିବ କାଲି ରାତି ପାହିଲେ
ପ୍ରିୟା ମୋର କହୁଚି ତା
ଶଙ୍ଖା କିଣା ସରିଚି
ପ୍ରିୟା ମୋର କହୁଚି ତା
ଶଙ୍ଖା କିଣା ସରିଚି
ମୁଁ କାଳେ ତାର ନୁହଁ
ରେ ହୃଦୟ ମୁଁ କଣ କରିବି କହ
ରେ ହୃଦୟ ମୁଁ କଣ କରିବି କହ
ରେ ହୃଦୟ ମୁଁ କଣ କରିବି କହ
ରେ ହୃଦୟ ମୁଁ କଣ କରିବି କହ
Priya Mora Kahuchi Ta Your Astrology Guru Lyrics In Odia Font
Thank You