Loading...

299 Big Street, Govindpur, India

Open daily 10:00 AM to 10:00 PM

To Sinthire Au Kaha Your Astrology Guru Lyrics In Odia Font

Kumar Bapi

Your Astrology Guru Lyrics

ତୋ ସିନଥିରେ ଆଉ
କାହା ସିନ୍ଦୁର ଲଗେଇ ଦେବିନି

To Sinthire Au Kaha Your Astrology Guru Lyrics In Odia Language

ତୋ ସିନଥିରେ ଆଉ
କାହା ସିନ୍ଦୁର ଲଗେଇ ଦେବିନି
ତୋ ପାଦରେ ଆଉ
କାହା ଅଳତା ପିନ୍ଧେଇ ଦେବିନି
ତୋ ସିନଥିରେ ଆଉ
କାହା ସିନ୍ଦୁର ଲଗେଇ ଦେବିନି
ତୋ ପାଦରେ ଆଉ
କାହା ଅଳତା ପିନ୍ଧେଇ ଦେବିନି
ତୁ ଜଦି ମୋର ନୁହଁ
ତୁ ଜଦି ମୋର ନୁହଁ
ତୁ ଜଦି ମୋର ନୁହଁ
ତତେ ଲୋ ପ୍ରିୟା
ଆଉ କାହାର ହବାକୁ ଦେବିନି
ତତେ ଲୋ ପ୍ରିୟା
ଆଉ କାହାର ହବାକୁ ଦେବିନି
ତୋ ସିନଥିରେ ଆଉ
କାହା ସିନ୍ଦୁର ଲଗେଇ ଦେବିନି
ତୋ ପାଦରେ ଆଉ
କାହା ଅଳତା ପିନ୍ଧେଇ ଦେବିନି



ଆଉ କାହା ପାଇଁ ତୋ ଦୁଆରେ ପ୍ରିୟା
ବନ୍ଧେଇ ଦେବିନି ବେଦି
ଏମିତି କେମିତି ଭୁଲିଯିବି ତତେ
ଭଲ ମୁଁ ପାଉଛି ଜଦି
ହୋ ଆଉ କାହା ପାଇଁ ତୋ ଦୁଆରେ ପ୍ରିୟା
ବନ୍ଧେଇ ଦେବିନି ବେଦି
ଏମିତି କେମିତି ଭୁଲିଯିବି ତତେ
ଭଲ ମୁଁ ପାଉଛି ଜଦି
ତୋ ହାତରେ ଆଉ
କାହା ମେହେନ୍ଦି ଲଗେଇ ଦେବିନି
ତୋ ମଥାରେ ଆଉ
କାହା ଓଢଣା ପକେଇ ଦେବିନି
ତୁ ଜଦି ମୋର ନୁହଁ
ତୁ ଜଦି ମୋର ନୁହଁ
ତୁ ଜଦି ମୋର ନୁହଁ
ତତେ ଲୋ ପ୍ରିୟା
ଆଉ କାହାର ହବାକୁ ଦେବିନି
ତତେ ଲୋ ପ୍ରିୟା
ଆଉ କାହାର ହବାକୁ ଦେବିନି
ତୋ ସିନଥିରେ ଆଉ
କାହା ସିନ୍ଦୁର ଲଗେଇ ଦେବିନି
ତୋ ପାଦରେ ଆଉ
କାହା ଅଳତା ପିନ୍ଧେଇ ଦେବିନି



ତୋ ଦୁଆରୁ କେବେ ତୋ ଫୁଲ ସବାରୀ
ଉଠେଇ ଦେବିନି ପ୍ରିୟା
ତୁ ନ ମାନିଲେ ଏଇ ଦୁନିଆରେ
ଲଗେଇ ଦେବି ଲୋ ନିଆଁ
ହଁ ତୋ ଦୁଆରୁ କେବେ ତୋ ଫୁଲ ସବାରୀ
ଉଠେଇ ଦେବିନି ପ୍ରିୟା
ତୁ ନ ମାନିଲେ ଏଇ ଦୁନିଆରେ
ଲଗେଇ ଦେବି ଲୋ ନିଆଁ
ତୋ ଗଭାରେ ଆଉ
କାହା ଗଜରା ସଜେଇ ଦେବିନି
ତୋ ଆଖିରେ ଆଉ
କାହା ଚେହେରା ବସେଇ ଦେବିନି
ତୁ ଜଦି ମୋର ନୁହଁ
ତୁ ଜଦି ମୋର ନୁହଁ
ତୁ ଜଦି ମୋର ନୁହଁ
ତତେ ଲୋ ପ୍ରିୟା
ଆଉ କାହାର ହବାକୁ ଦେବିନି
ତତେ ଲୋ ପ୍ରିୟା
ଆଉ କାହାର ହବାକୁ ଦେବିନି
ତୋ ସିନଥିରେ ଆଉ
କାହା ସିନ୍ଦୁର ଲଗେଇ ଦେବିନି
ତୋ ପାଦରେ ଆଉ
କାହା ଅଳତା ପିନ୍ଧେଇ ଦେବିନି



To Sinthire Au Kaha Your Astrology Guru Lyrics In Odia Font


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00