Table of Contents
Your Astrology Guru Lyrics
ତକିଆ ମୁଣ୍ଡ ତଳୁ କାଢି ଦେବ
Jadi Nida Nihati Lage Your Astrology Guru Lyrics In Odia Language
ଜଦି ନିଦ ନିହାତି ଲାଗେ ଅଧ ରାତିରେ
ତକିଆ ମୁଣ୍ଡ ତଳୁ କାଢି ଦବ
ନହେଲେ ନହେଲେ ମୋ କଥା ମନେ ପଡିବ
ଜଦି ମେଘ ନିହାତି ବରଷେ ଦି ପହରେ
ଜଦି ମେଘ ନିହାତି ବରଷେ ଦି ପହରେ
ଝରକା ଧିରେ ଆଉଜେଇ ଦବ
ଆରେ ନହେଲେ ନହେଲେ ମୋ କଥା ମନେ ପଡିବ
ମୋ କଥା ମନେ ପଡିବ
ଥିରି ଥିରି ସଞ୍ଜ ଢ଼ଳୁଥିବ
ଥିରି ଥିରି ଜହ୍ନ ଉଠୁଥିବ
ମିଠା ସପନର ପଥେ ପଥେ
ଚାଲି ଆସ ଭାରି ଭଲ ହବ
ହୋ ଦୂରୁ ଧାଇଁ ଧାଇଁ ଆସୁଥିବ
ବାହୁ ବନ୍ଧନରେ ବନ୍ଦୀ ହବ
ସାରା ସାରା ରାତି ଭଲ ହବ
ନିଦେ ନିଦେ ତମେ ପାଖେ ଥିବ
ଜଦି ନିହାତି ନଜର ପଡେ ଜହ୍ନ ଉପରେ
ହୁଁ…ଜଦି ନିହାତି ନଜର ପଡେ ଜହ୍ନ ଉପରେ
ଦେଖି ନଦେଖି ମୁହଁ ଫେରେଇ ନବ
ନହେଲେ ନହେଲେ ମୋ କଥା ଆରେ ମନେ ପଡିବ
ମୋ କଥା ମନେ ପଡିବ
ଆଖି ପତା ଜମା ଖୋଲିବନି
କାଳେ ଭଲ ସ୍ବପ୍ନ ଭାଙ୍ଗି ଯିବ
ହଉ ଅବା ପଛେ ମିଛେ ମିଛେ
ସପନେ ତ ନିଶ୍ଚେଁ ଦେଖା ହବ
ହୋ ଜହ୍ନ ହେଇ ଜୋସ୍ନା ବିଞ୍ଚୁଥିବ
ଫୁଲ ହେଇ ବାସ୍ନା ବାଣ୍ଟୁ ଥିବ
ଅଲେଖା ମୋ ମନ କାଗଜରେ
ତମ ନାଁ ଲେଖି ଦେଇଯିବ
ଜଦି କେବେ ବି ପାଅ ମୋ ଚିଠି ବହି ଭିତରେ
ହୁଁ ଜଦି କେବେ ବି ପାଅ ମୋ ଚିଠି ବହି ଭିତରେ
ନପଢି ଆଉ ଥରେ ଲୁଚେଇ ଦବ
ଆରେ ନହେଲେ ନହେଲେ ମୋ କଥା ମନେ ପଡିବ
ଜଦି ନିଦ ନିହାତି ଲାଗେ ଅଧ ରାତିରେ
ହୁଁ ଜଦି ନିଦ ନିହାତି ଲାଗେ ଅଧ ରାତିରେ
ତକିଆ ମୁଣ୍ଡ ତଳୁ କାଢି ଦବ
ନହେଲେ ନହେଲେ ମୋ କଥା ମନେ ପଡିବ
ଜଦି ମେଘ ନିହାତି ବରଷେ ଦି ପହରେ
ହୋ ଜଦି ମେଘ ନିହାତି ବରଷେ ଦି ପହରେ
ଝରକା ଧିରେ ଆଉଜେଇ ଦବ
ଆରେ ନହେଲେ ନହେଲେ ମୋ କଥା ମନେ ପଡିବ
ମନେ ପଡିବ
ମୋ କଥା ମନେ ପଡିବ
Jadi Nida Nihati Lage Your Astrology Guru Lyrics In Odia Font
Thank You