Table of Contents
Your Astrology Guru Lyrics
ତୁ ଏତେ ଭଲ ହେଲୁ କାଇଁ
Tu Ete Bhala Helu Kain Your Astrology Guru Lyrics In Odia Language
ତୁ ଏତେ ଭଲ ହେଲୁ କାଇଁ
ତୁ ଏତେ ଭଲ ହେଲୁ କାଇଁ
ତତେ ଭଲ ପାଇବାକୁ ସାତ ଜନମ ବି
ମୋ ପାଇଁ ପଡିବ ଉଣା
ଝିଅ
ତୁ ଏତେ ଭଲ ହେଲୁ କାଇଁ
ତୁ ଏତେ ଭଲ ହେଲୁ କାଇଁ
ତତେ ଭଲ ପାଇବାକୁ ସାତ ଜନମ ବି
ମୋ ପାଇଁ ପଡିବ ଉଣା
ପୁଅ
ତତେ ଦେଖି ଦେଲେ ଲାଗେ
ଦେଖୁଛି ମୋର ଖୁଦାକୁ
ହଁ ସେଥିପାଇଁ ତତେ ଡର ଲାଗେ ଛୁଇଁବାକୁ
ନିଶ୍ୱାସ ନେଲେ ତୁ ବଞ୍ଚୁଚିରେ ମୁଁ ସାଜଣା
ଝିଅ
ପଥର ହେଇ ମୁଁ ପଡ଼ିଥିଲି
ତୋ ଛୁଆଁରେ ମତେ ମୁଁ ବନିଗଲି
ପୁଅ
ପରିଟେ ହେଇଯେ କାଲି ଡ୍ରିମରେ ଥିଲା
ଆଇ ଲଭ ୟୁ ଆଜି ସେ କହିଦେଲା
ଝିଅ
ତୁ ମୋ ପାଇଁ ଆଜି ହେଇଛୁ ଏତେ ଜରୁରୀ
ଲାଗେ ମୋ ଜୀବନେ ସାଜି ସାରିଛୁ ତୁ କମଜୋରି
କୋଟିଏ ଜନ୍ମରୁ ପୁଣ୍ୟ ଫଳ ତୁ ରାଞ୍ଜଣା
ପୁଅ
ଏତେ ଯେ ପ୍ରେମ ମୋ ଭାଗ୍ୟରେ ଥିଲା
ବିଶ୍ୱାସ ହୁଏନା ଏ କେମିତି ହେଲା
ଝିଅ
ତାରାଟେ ମାଗି ପାଇଛି ଆକାଶ
ଲଭ ସେକ ମୋର ନାହି ଅବଶୋଷ
ପୁଅ
ଏବେ ସବୁଦିନ ହୋଲି ରାତି ଲାଗୁଛି ଦିୱାଲୀ
ତୋର କଥା ସବୁ କାନେ ଶୁଭୁଚି ହେଇ କବାଲି
ତତେ ମୁଁ ପାଇ ପାଇଚି ସବୁ ଜାଲିମା
Tu Ete Bhala Helu Kain Your Astrology Guru Lyrics In Odia Font
Thank You