Table of Contents
Your Astrology Guru Lyrics
ମୁଁ ହେଲି ତୋର ତୁ ହେଲୁ ମୋର
Mu Heli Tora Your Astrology Guru Lyrics In Odia Language
ଅଜଣାତେ ଚୋରେଇଲୁ ମୋ ହୃଦୟ
ଅଜଣାତେ ଚୋରେଇଲୁ ମୋ ହୃଦୟ
ମୁଁ ହେଲି ତୋର ତୁ ହେଲୁ ମୋର
ହୋ ମୁଁ ହେଲି ତୋର ତୁ ହେଲୁ ମୋର
ଝିଅ
କିନିଆ କଲୁରେ ତତେ ମୁଁ ଦେଲିରେ ମୋ ହୃଦୟ
ମୁଁ ହେଲି ତୋର ତୁ ହେଲୁ ମୋର ଓ..
ପୁଅ
ମୁଁ ହେଲି ତୋର ତୁ ହେଲୁ ମୋର
ପୁଅ
ସାତ ରଙ୍ଗ ଇନ୍ଦ୍ରଧନୁ ଫିକା ଲାଗେ ତୋ ବିନା
ତୁ ଥିଲେ ସବୁ ଅଛି ଆଉ କିଛି ମୁଁ ଚାହେଁନା
ସାତ ରଙ୍ଗ ଇନ୍ଦ୍ରଧନୁ ଫିକା ଲାଗେ ତୋ ବିନା
ତୁ ଥିଲେ ସବୁ ଅଛି ଆଉ କିଛି ମୁଁ ଚାହେଁନା
ଝିଅ
ଲାଜରେ ମୁଁ ଗଲି ମରି ହେଲା ଯେବେ ତୋ ଦେଖା
ଦେଖା ହେଇ ଗଲା ପରେ ହେଲୁ ତୁ ମୋ ହାତ ରେଖା
ପୁଅ
ଜାଣେନା କାହିଁରେ ଦିୱାନା ହେଲାରେ ମୋ ହୃଦୟ
ମୁଁ ହେଲି ତୋର ତୁ ହେଲୁ ମୋର ହୋ…
ଝିଅ
ମୁଁ ହେଲି ତୋର ତୁ ହେଲୁ ମୋର
ଝିଅ
ମୋ ଆଖିର ପଲକରେ ରହିଚୁ ତୁ ସବୁବେଳେ
ଇଛା ହୁଏ ଦେଖିବାକୁ ସ୍ବପ୍ନ ଖାଲି ତୋ ସାଥିରେ
ହୋ ମୋ ଆଖିର ପଲକରେ ରହିଚି ତୁ ସବୁବେଳେ
ଇଛା ହୁଏ ଦେଖିବାକୁ ସ୍ବପ୍ନ ଖାଲି ତୋ ସାଥିରେ
ପୁଅ
ଖୋଜେ ତତେ ଏଇ ମନ କେତେ ରାତି କେତେ ଦିନ
ଯେତେ ଦେଖିଲେ ବି ତତେ ଅବୁଝା ଏଇ ମୋ ମନ
ଝିଅ
କେମିତି କହରେ ଚୋରେଇ ନେଲୁରେ ମୋ ହୃଦୟ
ମୁଁ ହେଲି ତୋର ତୁ ହେଲୁ ମୋର ଓ…
ମୁଁ ହେଲି ତୋର ତୁ ହେଲୁ ମୋର
ପୁଅ
ମୁଁ ହେଲି ତୋର ତୁ ହେଲୁ ମୋର ହୋ…
ମୁଁ ହେଲି ତୋର ତୁ ହେଲୁ ମୋର
Mu Heli Tora Tu Helu Mora Your Astrology Guru Lyrics In Odia Font
Thank You