Loading...

299 Big Street, Govindpur, India

Open daily 10:00 AM to 10:00 PM

E Mana Mo Mana Your Astrology Guru Lyrics In Odia Language

Human Sagar

Your Astrology Guru Lyrics

ଏ ମନ ମୋ ମନ
ରେ ମନ ମୋ ମନ

e mana mo mana Your Astrology Guru Lyrics in odia language


ହୋ…ହୋ…ହୋ…ହୁଁ ହୁଁ ହୁଁ
ଏ ମନ ମୋ ମନ
ରେ ମନ ମୋ ମନ

ଏ ମନ ମୋ ମନ
ରେ ମନ ମୋ ମନ
କାଇଁ ଦିନରେ ଦେଖୁଚୁ ସୁନା ସପନ
ଏ ମନ ମୋ ମନ
ରେ ମନ ମୋ ମନ
କାଇଁ ଉଆସେ ଖୋଜୁଚୁ ପୁନେଇଁ ଜହ୍ନ
ଫେରିଗଲା ଯିଏ ଫେରିବାକୁ ଆଉ
ଫେରିଗଲା ଯିଏ ଫେରିବାକୁ ଆଉ
ନାହିଁ ତା ମନ…..
ଏ ମନ ମୋ ମନ
ରେ ମନ ମୋ ମନ
ଏ ମନ ମୋ ମନ
ରେ ମନ ମୋ ମନ









ଭାରି ସରଳିଆ ଭାରି ତୁ ନିରୀହ
ଲୁଚି ଲୁଚି କାଇଁ ପିଉଚୁ ଲୁହ
ହୋ ଭାରି ବେଇମାନି ଭାରି ସେ ନିର୍ଦୟ
ଭାଙ୍ଗି ଦେଇଗଲା ତୋ ହୃଦୟ
ଭୁଲି ଗଲା ଯିଏ ବୁଲି ଚାହିଁବାକୁ
ଭୁଲି ଗଲା ଯିଏ ବୁଲି ଚାହିଁବାକୁ
ନାହିଁ ତା ମନ…..
ଏ ମନ ମୋ ମନ
ରେ ମନ ମୋ ମନ
ଏ ମନ ମୋ ମନ
ରେ ମନ ମୋ ମନ







ହୋ…ହୋ…ହୋ…ହୋ…
କାହିଁକି ଏତେ ତୁ ପାଉଛୁରେ ଭଲ
ସିଏ କି ବୁଝିବ ତୋ ପ୍ରେମ ମୁଲ
ହୋ…ସ୍ୱାର୍ଥ ସରିଗଲେ କିଏବା କାହାର
ମଧୁଶାଳା ଏଠି ଏକା ମୋ ନିଜର
ଭୁଲିଯାରେ ତାକୁ ସ୍ୱାର୍ଥପର ସିଏ
ଭୁଲିଯାରେ ତାକୁ ସ୍ୱାର୍ଥପର ସିଏ
ହୃଦୟ ହୀନ…..
ଏ ମନ ମୋ ମନ
ରେ ମନ ମୋ ମନ
ଏ ମନ ମୋ ମନ
ରେ ମନ ମୋ ମନ


e mana mo mana Your Astrology Guru Lyrics in odia language







Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00