Loading...

299 Big Street, Govindpur, India

Open daily 10:00 AM to 10:00 PM

Emitika Jhiate Tu Your Astrology Guru Lyrics In Odia Language

Human Sagar

Your Astrology Guru Lyrics

ଏମିତିକା ଝିଅଟେ ତୁ ହୃଦୟ ହୀନା

emitika jhiate tu hrudaya hina Your Astrology Guru Lyrics in odia language


ଏମିତିକା ଝିଅଟେ ତୁ ହୃଦୟ ହୀନା
ଭଲ ପାଇ ମନ ଭାଙ୍ଗି କଲୁ ତୁ ଚୁନା
ଏମିତିକା ଝିଅଟେ ତୁ ହୃଦୟ ହୀନା
ଭଲ ପାଇ ମନ ଭାଙ୍ଗି କଲୁ ତୁ ଚୁନା
ହସୁଥିଲା ଆମ ଦୁଇ ପ୍ରେମ ଦୁନିଆ
କହୁ ଥିଲୁ ତମ ବିନା ଜିଇଁ ହୁଏନା
କାହିଁକି ତୋ ମନ ଭୁଲି ଚାଲି ଗଲା
ବାଟ ଚାଲୁ ଚାଲୁ ହାତ ଛାଡି ଦେଲା
କେମିତି ବଞ୍ଚିବି ପ୍ରିୟା ତୋ ପ୍ରେମ ବିନା
ଏମିତିକା ଝିଅଟେ ତୁ ହୃଦୟ ହୀନା
ଭଲ ପାଇ ମନ ଭାଙ୍ଗି କଲୁ ତୁ ଚୁନା







ଛାଡି ଚାଲି ଗଲୁ ଦେଇ ହୃଦୟରେ ଦରଜ
ସୁଝିବାକୁ ଦେଲୁନି ତୋ ପ୍ରେମର କରଜ
ଉପରେ ଉପରେ ତୁ ଲୋ କଲୁ ମିଳାମିଶା
ପ୍ରେମରେ ଜହର ଢାଳି ଭାଙ୍ଗିଲୁ ମୋ ଆଶା
କହୁଥିଲୁ ଆମ ପ୍ରେମ ଚିର ଅମର
ଗୋଟେ ଜନମର ନୁହେଁ ସାତ ଜନ୍ମର
ଦେଖିଚୁକି ଥରେ ତୋ ଆଖି ଆଇନାରେ
ଭାବିଚୁକି କେବେ ତୋ ହୃଦୟ ଭିତରେ
ତୋ ପ୍ରେମ ବିନା ଆଉ କିଛି ଚାହେଁନା
ଏମିତିକା ଝିଅଟେ ତୁ ହୃଦୟ ହୀନା
ଭଲ ପାଇ ମନ ଭାଙ୍ଗି କଲୁ ତୁ ଚୁନା








କରିଦେଲୁ ମତେ ତୁ ଲୋ ହାତର କଣ୍ଢେଇ
ଛଳନାର ଖେଳ ଖେଳି ଦେଲୁ ମତେ ଭଣ୍ଡେଇ
ଓ…ପ୍ରତାରଣା କରି ପ୍ରିୟା ପାଇଲୁ କି ଖୁସି
ପବିତ୍ର ପ୍ରେମକୁ ମୋର ଦେଇଦେଲୁ ଫାଶୀ
ବୁଝିଚୁକି କେମିତି ମୁଁ କାଟୁଚି ଦିନ
ଯନ୍ତ୍ରଣାରେ ଛଟ ପଟ ହୁଏ ମୋ ମନ
ଭାବିଚୁକି କେବେ ପ୍ରେମ ହୁଏ ଥରେ
ଜିଇଁ ଥାଉ ଥାଉ ନିଇତି ମୁଁ ମରେ
ମୋ ପ୍ରେମକୁ କରି ଦେଲୁ ତୁ ଛଳନା
ଏମିତିକା ଝିଅଟେ ତୁ ହୃଦୟ ହୀନା
ଭଲ ପାଇ ମନ ଭାଙ୍ଗି କଲୁ ତୁ ଚୁନା
ଏମିତିକା ଝିଅଟେ ତୁ ହୃଦୟ ହୀନା
ଭଲ ପାଇ ମନ ଭାଙ୍ଗି କଲୁ ତୁ ଚୁନା


emitika jhiate tu hrudaya hina Your Astrology Guru Lyrics in odia language








Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00