Table of Contents
Your Astrology Guru Lyrics
କେମିତି ଜିଇଁବି ମୁଁ ଏକା
kahinki delu mate dhoka Your Astrology Guru Lyrics in odia language
କାହିଁକି ଦେଲୁ ମତେ ଧୋକା
କେମିତି ଜିଇଁବି ମୁଁ ଏକା
କାହିଁକି ଛାଡ଼ିଗଲୁ ମତେ ହାଏ
ତତେ ଖୋଜୁଚି ମୁଁ କେତେ
ତୋ ବିନା କିଛି ଭଲ ଲାଗେନା
ତୋ ବିନା ଆଉ କିଛି ଚାହେଁନା
ତୋ ବିନା କିଛି ଭଲ ଲାଗେନା
ତୋ ବିନା ଆଉ କିଛି ଚାହେଁନା
କେମିତି ବଞ୍ଚିବି କହଲୋ ଧନ
ତୁ ଦେହ ହେଲେ ମୁଁ ଜୀବନ
ତୁ ଛାତି ହେଲେ ମୁଁ ସ୍ପନ୍ଦନ
ତୁ ଦେହ ହେଲେ ମୁଁ ଜୀବନ
ତୁ ଛାତି ହେଲେ ମୁଁ ସ୍ପନ୍ଦନ
ତୋ ପାଇଁ ଦେଖିଥିଲି
ମୁଁ କେତେ ଯେ ସପନ
ତୋ ବିନା ଚାଲୁ ନାହିଁ
ଏ ଛାତିର ସ୍ପନ୍ଦନ
ପାଖେ ନାହୁଁ ବୋଲି ଆଜି
ସବୁ ଲାଗେ ଫିକା ଫିକା
ତୋ ବିନା କେମିତିରେ
ବଞ୍ଚିବି ମୁଁ ଏକା ଏକା
ତୋ ବିନା ସ୍ବପ୍ନ ମୁ ଯେ ଦେଖେନା
ତୋ ବିନା ରାତି ମୋର ପାହେନା
ତୋ ବିନା ସ୍ବପ୍ନ ମୁ ଯେ ଦେଖେନା
ତୋ ବିନା ରାତି ମୋର ପାହେନା
କେମିତି କହିବି ତତେ ଲୋ ଧନ
ତୁ ଦେହ ହେଲେ ମୁଁ ଜୀବନ
ତୁ ଛାତି ହେଲେ ମୁଁ ସ୍ପନ୍ଦନ
ତୁ ଦେହ ହେଲେ ମୁଁ ଜୀବନ
ତୁ ଛାତି ହେଲେ ମୁଁ ସ୍ପନ୍ଦନ
ଛାତିର ସ୍ପନ୍ଦନରେ ମୁଁ ସାଇତି ରଖିଥିଲି
ତତେ ପାଇ ସବୁ କିଛି ଭୁଲି ମୁଁ ଯାଇଥିଲି
ନିଜଠାରୁ ବେଶି ତତେ ଭଲ ମୁଁ ପାଇଥିଲି
ନିଶ୍ୱାସ ମୋ କାଢିନେଲୁ ଜିଅନ୍ତା ଜଳିଗଲି
ତୁ ଥିଲୁ ମୋ ପ୍ରେମ ପୃଥିବୀ
ସାତ ଜନ୍ମ ତୋ ସାଥିରେ ଥିବି
ତୁ ଥିଲୁ ମୋ ପ୍ରେମ ପୃଥିବୀ
ସାତ ଜନ୍ମ ତୋ ସାଥିରେ ଥିବି
କେମିତି ଭୁଲିବି କହଲୋ ଧନ
ତୁ ଦେହ ହେଲେ ମୁଁ ଜୀବନ
ତୁ ଛାତି ହେଲେ ମୁଁ ସ୍ପନ୍ଦନ
ତୁ ଦେହ ହେଲେ ମୁଁ ଜୀବନ
ତୁ ଛାତି ହେଲେ ମୁଁ ସ୍ପନ୍ଦନ
ହୋ…ଓ ହୋ…ଓ ହୋ…ଓ
ହୋ…ଓ ହୋ…ଓ ହୋ…ଓ
ହୋ…ଓ ହୋ…ଓ ହୋ…ଓ
kahinki delu mate dhoka Your Astrology Guru Lyrics in odia language
Thank You