Loading...

299 Big Street, Govindpur, India

Open daily 10:00 AM to 10:00 PM

Kahinki Delu Mate Your Astrology Guru Lyrics In Odia Language

Human Sagar

Your Astrology Guru Lyrics

କାହିଁକି ଦେଲୁ ମତେ ଧୋକା
କେମିତି ଜିଇଁବି ମୁଁ ଏକା

kahinki delu mate dhoka Your Astrology Guru Lyrics in odia language


ହୋ…ଓ ହୋ…ଓ ହୋ…ଓ

କାହିଁକି ଦେଲୁ ମତେ ଧୋକା
କେମିତି ଜିଇଁବି ମୁଁ ଏକା
କାହିଁକି ଛାଡ଼ିଗଲୁ ମତେ ହାଏ
ତତେ ଖୋଜୁଚି ମୁଁ କେତେ
ତୋ ବିନା କିଛି ଭଲ ଲାଗେନା
ତୋ ବିନା ଆଉ କିଛି ଚାହେଁନା
ତୋ ବିନା କିଛି ଭଲ ଲାଗେନା
ତୋ ବିନା ଆଉ କିଛି ଚାହେଁନା
କେମିତି ବଞ୍ଚିବି କହଲୋ ଧନ
ତୁ ଦେହ ହେଲେ ମୁଁ ଜୀବନ
ତୁ ଛାତି ହେଲେ ମୁଁ ସ୍ପନ୍ଦନ
ତୁ ଦେହ ହେଲେ ମୁଁ ଜୀବନ
ତୁ ଛାତି ହେଲେ ମୁଁ ସ୍ପନ୍ଦନ







ତୋ ପାଇଁ ଦେଖିଥିଲି
ମୁଁ କେତେ ଯେ ସପନ
ତୋ ବିନା ଚାଲୁ ନାହିଁ
ଏ ଛାତିର ସ୍ପନ୍ଦନ
ପାଖେ ନାହୁଁ ବୋଲି ଆଜି
ସବୁ ଲାଗେ ଫିକା ଫିକା
ତୋ ବିନା କେମିତିରେ
ବଞ୍ଚିବି ମୁଁ ଏକା ଏକା
ତୋ ବିନା ସ୍ବପ୍ନ ମୁ ଯେ ଦେଖେନା
ତୋ ବିନା ରାତି ମୋର ପାହେନା
ତୋ ବିନା ସ୍ବପ୍ନ ମୁ ଯେ ଦେଖେନା
ତୋ ବିନା ରାତି ମୋର ପାହେନା
କେମିତି କହିବି ତତେ ଲୋ ଧନ
ତୁ ଦେହ ହେଲେ ମୁଁ ଜୀବନ
ତୁ ଛାତି ହେଲେ ମୁଁ ସ୍ପନ୍ଦନ
ତୁ ଦେହ ହେଲେ ମୁଁ ଜୀବନ
ତୁ ଛାତି ହେଲେ ମୁଁ ସ୍ପନ୍ଦନ








ଛାତିର ସ୍ପନ୍ଦନରେ ମୁଁ ସାଇତି ରଖିଥିଲି
ତତେ ପାଇ ସବୁ କିଛି ଭୁଲି ମୁଁ ଯାଇଥିଲି
ନିଜଠାରୁ ବେଶି ତତେ ଭଲ ମୁଁ ପାଇଥିଲି
ନିଶ୍ୱାସ ମୋ କାଢିନେଲୁ ଜିଅନ୍ତା ଜଳିଗଲି
ତୁ ଥିଲୁ ମୋ ପ୍ରେମ ପୃଥିବୀ
ସାତ ଜନ୍ମ ତୋ ସାଥିରେ ଥିବି
ତୁ ଥିଲୁ ମୋ ପ୍ରେମ ପୃଥିବୀ
ସାତ ଜନ୍ମ ତୋ ସାଥିରେ ଥିବି
କେମିତି ଭୁଲିବି କହଲୋ ଧନ
ତୁ ଦେହ ହେଲେ ମୁଁ ଜୀବନ
ତୁ ଛାତି ହେଲେ ମୁଁ ସ୍ପନ୍ଦନ
ତୁ ଦେହ ହେଲେ ମୁଁ ଜୀବନ
ତୁ ଛାତି ହେଲେ ମୁଁ ସ୍ପନ୍ଦନ
ହୋ…ଓ ହୋ…ଓ ହୋ…ଓ
ହୋ…ଓ ହୋ…ଓ ହୋ…ଓ
ହୋ…ଓ ହୋ…ଓ ହୋ…ଓ


kahinki delu mate dhoka Your Astrology Guru Lyrics in odia language






Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00