Table of Contents
Your Astrology Guru Lyrics
ସପନ ସବୁ ଭାଙ୍ଗିଗଲା ହେଲିରେ ଚୁନା
kie dakiba mate au Your Astrology Guru Lyrics in odia language
ସପନ ସବୁ ଭାଙ୍ଗିଗଲା ହେଲିରେ ଚୁନା
କିଏ ଡ଼ାକିବ ମତେ ଆଉ ମୋ ଧନ ସୁନା
ସପନ ସବୁ ଭାଙ୍ଗିଗଲା ହେଲିରେ ଚୁନା
ବିଶ୍ୱାସରେ ବିଷ ମୋର ଦେଇ ତୁ ଯାଆ ନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ଲୋଡ଼ା ନାହିଁ ରାଣୀ ସୁଖ ରାଜାର ଉଆସ
ଝାଟି ମାଟି କୁଡ଼ିଆରେ ତୋ ହାତ ପରଶ
ଲୋଡ଼ା ନାହିଁ ରାଣୀ ସୁଖ ରାଜାର ଉଆସ
ଝାଟି ମାଟି କୁଡ଼ିଆରେ ତୋ ହାତ ପରଶ
ମୋ ଅଭିଳାଷ ଆଜି କଲା ମତେ ଶେଷ
ଲୁହ ଦରିଆରେ ବୁଡି ଗଲା ମୋ ସର୍ବସ୍ବ
କହିଦବୁ ଯଦି କେବେ ମୁଁ ହୃଦୟ ହୀନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ଡେଉଁଚି ମୋ ବାଁ ଆଖି ଆସିବୁ ସତେ କି
ସବୁ ଦୋଷ କ୍ଷମା କରି ଡାକିବୁ ମତେ କି
ହଁ ଡେଉଁଚି ମୋ ବାଁ ଆଖି ଆସିବୁ ସତେ କି
ସବୁ ଦୋଷ କ୍ଷମା କରି ଡାକିବୁ ମତେ କି
ତୋବିନା ଏ ଜୀବନଟା ମରୁ ମରୀଚିକା
ତୋ ସୁଖ ଫେରେଇ ଦେଇ ଚାଲିଯିବି ଏକା
ଚାଲିଗଲେ ଚାଲିଯିବି କହିବୁନି ତୁ ଆ
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
kie dakiba mate au mo dhana suna Your Astrology Guru Lyrics in odia language
Thank You