Loading...

299 Big Street, Govindpur, India

Open daily 10:00 AM to 10:00 PM

Tu Tu Tu Tu Tuhu Re Your Astrology Guru Lyrics In Odia Language

Sricharan Mohanty

Your Astrology Guru Lyrics

ତୁ ତୁ ତୁ ତୁ ତୁହୁ ରେ ମୋ ଅନ୍ଧ ଲଉଡ଼ି
ତୁ ତୁ ତୁ ତୁ ତୁହୁ ରେ ମୋ କଳା କଉଡ଼ି

Tu Tu Tu Tu Tuhu Re Your Astrology Guru Lyrics In Odia Language

ତୁ ତୁ ତୁ ତୁ ତୁହୁ ରେ ମୋ ଅନ୍ଧ ଲଉଡ଼ି
ତୁ ତୁ ତୁ ତୁ ତୁହୁ ରେ ମୋ କଳା କଉଡ଼ି
ତୁ ତୁ ତୁ ତୁ ତୁହୁ ରେ ମୋ ଅନ୍ଧ ଲଉଡ଼ି
ତୁ ତୁ ତୁ ତୁ ତୁହୁ ରେ ମୋ କଳା କଉଡ଼ି
ତୁ ଦବୁ ଯେବେ ତୁଣ୍ଡରେ ନିର୍ମାଲ୍ୟ
ତୁ ଦବୁ ଯେବେ ତୁଣ୍ଡରେ ନିର୍ମାଲ୍ୟ
ମୁଁ ଯିବି ଧନ ବାହୁଡ଼ି
ମତେ ବାନ୍ଧି ନବ……….
ମତେ ବାନ୍ଧିନବ ବାନ୍ଧିନବ ରେ ଯମ ଦଉଡି
ତୁ ତୁ ତୁ ତୁ ତୁହୁ ରେ ମୋ ଅନ୍ଧ ଲଉଡ଼ି
ତୁ ତୁ ତୁ ତୁ ତୁହୁ ରେ ମୋ କଳା କଉଡ଼ି



ତୁ ପରା ମୋର ରଙ୍କର ରତନ
ମୋ ଦୁଇ ଆଖିର ତାରା
ତୋ ମୁହଁ ଚାହିଁ ଜାଣିପାରି ନାହିଁ
ବରଷା କି ଶୀତ ଖରା
ତୁ ପରା ମୋର ରଙ୍କର ରତନ
ମୋ ଦୁଇ ଆଖିର ତାରା
ତୋ ମୁହଁ ଚାହିଁ ଜାଣିପାରି ନାହିଁ
ବରଷା କି ଶୀତ ଖରା
ତୁ ପଢୁଥିଲେ ଗୀତା ଭାଗବତ
ତୁ ପଢୁଥିଲେ ଗୀତା ଭାଗବତ
ମୁଁ ଯିବି ଧନ ବାହୁଡ଼ି
ମତେ ବାନ୍ଧି ନବ……..
ମତେ ବାନ୍ଧିନବ ବାନ୍ଧିନବ ରେ ଯମ ଦଉଡି
ତୁ ତୁ ତୁ ତୁ ତୁହୁ ରେ ମୋ ଅନ୍ଧ ଲଉଡ଼ି
ତୁ ତୁ ତୁ ତୁ ତୁହୁ ରେ ମୋ କଳା କଉଡ଼ି



ତୋ ପରି ପୁଅ ପାଇଚି ବୋଲିରେ
ଏ ଜୀବନ ମୋର ଧନ୍ୟ
ତୁ ଯଦି ମୋର ମୁହେଁ ନିଆଁ ଦବୁ
ଅରଜିବି କୋଟି ପୁଣ୍ୟ
ତୋ ପରି ପୁଅ ପାଇଚି ବୋଲିରେ
ଏ ଜୀବନ ମୋର ଧନ୍ୟ
ତୁ ଯଦି ମୋର ମୁହେଁ ନିଆଁ ଦବୁ
ଅରଜିବି କୋଟି ପୁଣ୍ୟ
ତୁ କାନ୍ଧେଇଲେ କୋକେଇକୁ ମୋର
ତୁ କାନ୍ଧେଇଲେ କୋକେଇକୁ ମୋର
ମୁଁ ଯିବି ଧନ ବାହୁଡ଼ି
ମତେ ବାନ୍ଧି ନବ……..
ମତେ ବାନ୍ଧିନବ ବାନ୍ଧିନବ ରେ ଯମ ଦଉଡି
ତୁ ତୁ ତୁ ତୁ ତୁହୁ ରେ ମୋ ଅନ୍ଧ ଲଉଡ଼ି
ତୁ ତୁ ତୁ ତୁ ତୁହୁ ରେ ମୋ କଳା କଉଡ଼ି

ତୁ ତୁ ତୁ ତୁ ତୁହୁ ରେ ମୋ ଅନ୍ଧ ଲଉଡ଼ି
ତୁ ତୁ ତୁ ତୁ ତୁହୁ ରେ ମୋ କଳା କଉଡ଼ି
ତୁ ଦବୁ ଯେବେ ତୁଣ୍ଡରେ ନିର୍ମାଲ୍ୟ
ତୁ ଦବୁ ଯେବେ ତୁଣ୍ଡରେ ନିର୍ମାଲ୍ୟ
ମୁଁ ଯିବି ଧନ ବାହୁଡ଼ି
ମତେ ବାନ୍ଧି ନବ……
ମତେ ବାନ୍ଧିନବ ବାନ୍ଧିନବ ରେ ଯମ ଦଉଡି
ହେ ମତେ ବାନ୍ଧିନବ ବାନ୍ଧିନବରେ ଯମ ଦଉଡି
ମତେ ବାନ୍ଧିନବ ବାନ୍ଧିନବରେ ଯମ ଦଉଡି

Tu Tu Tu Tu Tuhu Re Mo Andhalaudi Your Astrology Guru Lyrics In Odia Language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00