Your Astrology Guru Lyrics
ଘର ଡିହ ତୋଟା ଜମି ବିଲ ବାଡ଼ି
ବିକି ମୁଁ ଚାଲିଲି ଶ୍ରୀକ୍ଷେତ୍ର ପୁରି
ghara diha tota jami bila badi Your Astrology Guru Lyrics in odia language
ଘର ଡିହ ତୋଟା ଜମି ବିଲ ବାଡ଼ି
ଘର ଡିହ ତୋଟା ଜମି ବିଲ ବାଡ଼ି
ବିକି ମୁଁ ଚାଲିଲି ଶ୍ରୀକ୍ଷେତ୍ର ପୁରି
ବିକି ମୁଁ ଚାଲିଲି ଶ୍ରୀକ୍ଷେତ୍ର ପୁରି
ଘର ଡିହ ତୋଟା ଜମି ବିଲ ବାଡ଼ି
ଘର ଡିହ ତୋଟା ଜମି ବିଲ ବାଡ଼ି
ବିକି ମୁଁ ଚାଲିଲି ଶ୍ରୀକ୍ଷେତ୍ର ପୁରି
ବିକି ମୁଁ ଚାଲିଲି ଶ୍ରୀକ୍ଷେତ୍ର ପୁରି
ବଡ ଦେଉଳ ପାଖରେ କୁଡ଼ିଆଟେ କରି
ବଡ ଦେଉଳ ପାଖରେ କୁଡ଼ିଆଟେ କରି
ରହିବି ଶାନ୍ତିରେ ନିଶ୍ୱାସ ମାରି
ରହିବି ଶାନ୍ତିରେ ନିଶ୍ୱାସ ମାରି
ମହୋଦଧି କୂଳେ ଛୋଟ ଘରଟିଏ ହବ
ସାଧୁ ସନ୍ଥ ମଠ ଫୁଲ ବଗିଚା ଥିବ
ଦେଉଳକୁ ଯାଇ କରିବି ଦରଶନ
ବାଇଶି ପାହାଚେ ଗାଇବି ମୁଁ ଭଜନ
ବେଢାରେ ବୁଲିବି ଦେଖୁଥିବି ନେତ
ପାଇବି ଦି ମୁଠା ମୁଁ ଅବଢ଼ା ଭାତ
ବରଷକ ବାର ମାସ ବଡ଼ଦାଣ୍ଡେ ଥିବି
ବରଷକ ବାର ମାସ ବଡ଼ଦାଣ୍ଡେ ଥିବି
କାଳିଆକୁ ଛାଡି ଯିବିନି ଫେରି
ରହିବି ଶାନ୍ତିରେ ନିଶ୍ୱାସ ମାରି
ଜୀବନରେ କେତେ ଫଗୁଣ ଆସିଚି
ପତ୍ର ଝଡା କେତେ ଶ୍ରାବଣ ଦେଖିଚି
ତଳ ଉପର ଉଠା ପକା ଖେଳ ଖେଳିଚି
ସୁନା ହରିଣୀ ପଛେ ଧାଇଁ ବାଟ ଭୁଲିଚି
ରହିଲା ଅଣ ପଛେ ଟିକି ଜୀବନ
ସଞ୍ଚିବି ଖଡିରେ ମୋ କାଳିଆ ଧନ
ପ୍ରାଣ ଜଦି ଛାଡିଯାଏ ସ୍ୱର୍ଗ ଦ୍ୱାର ଯିବି
ପ୍ରାଣ ଜଦି ଛାଡିଯାଏ ସ୍ୱର୍ଗ ଦ୍ୱାର ଯିବି
ମରିବି ଶାନ୍ତିରେ ଧରମ କରି
ମରିବି ଶାନ୍ତିରେ ଧରମ କରି
ଘର ଡିହ ତୋଟା ଜମି ବିଲ ବାଡ଼ି
ଘର ଡିହ ତୋଟା ଜମି ବିଲ ବାଡ଼ି
ବିକି ମୁ ଚାଲିଲି ଶ୍ରୀକ୍ଷେତ୍ର ପୁରି
ବିକି ମୁ ଚାଲିଲି ଶ୍ରୀକ୍ଷେତ୍ର ପୁରି
ବଡ ଦେଉଳ ପାଖରେ କୁଡ଼ିଆଟେ କରି
ବଡ ଦେଉଳ ପାଖରେ କୁଡ଼ିଆଟେ କରି
ରହିବି ଶାନ୍ତିରେ ନିଶ୍ୱାସ ମାରି
ରହିବି ଶାନ୍ତିରେ ନିଶ୍ୱାସ ମାରି
କାଳିଆକୁ ଛାଡି ଯିବିନି ଫେରି
ମରିବି ଶାନ୍ତିରେ ଧରମ କରି
ମରିବି ଶାନ୍ତିରେ ଧରମ କରି
ghara diha tota jami badi Your Astrology Guru Lyrics in odia language
Thank You