Your Astrology Guru Lyrics
ଛାପା ଛାପା ରାତି ଅଳପ ଅଛି ଲୋ
ମନ ଡ଼ାକିଲାଣି ତାରିଣୀ ମାଆ
chhapa chhapa rati Your Astrology Guru Lyrics in odia language
ଛାପା ଛାପା ରାତି ଅଳପ ଅଛି ଲୋ
ମନ ଡ଼ାକିଲାଣି ତାରିଣୀ ମାଆ
ଛାପା ଛାପା ରାତି ଅଳପ ଅଛି ଲୋ
ମନ ଡ଼ାକିଲାଣି ତାରିଣୀ ମାଆ
ମନ ଡ଼ାକିଲାଣି ତାରିଣୀ ମାଆ
ସୁନ୍ଦରୀ ବହୁ ଲୋ ଚାହିଁ ବସିଥା
ସୁନ୍ଦରୀ ବହୁ ଲୋ ଚାହିଁ ବସିଥା
ଆଣି ଦେଵି ଭଙ୍ଗା ନଡ଼ିଆ
ଛାପା ଛାପା ରାତି ଅଳପ ଅଛି ଲୋ
ମନ ଡ଼ାକିଲାଣି ତାରିଣୀ ମାଆ
ମନ ଡ଼ାକିଲାଣି ତାରିଣୀ ମାଆ
ସିନ୍ଦୂର ଫିଟିଲାରେ କୂଳ ବହୁ ଭୂଆସୁଣୀ
ମାଜଣା କରନ୍ତି ଗୋ କଳସୀରେ ପାଣି ଆଣି
ସିନ୍ଦୂର ଫିଟିଲାରେ କୂଳ ବହୁ ଭୂଆସୁଣୀ
ମାଜଣା କରନ୍ତି ଗୋ କଳସୀରେ ପାଣି ଆଣି
ଦେବ ସଳିତାକୁ ଜଳାଏ ମନ୍ଦିରେ
ଦେବ ସଳିତାକୁ ଜଳାଏ ମନ୍ଦିରେ
ବାଢି ଦେବେ ଭକ୍ତି କୋଡୁଆ
ଛାପା ଛାପା ରାତି ଅଳପ ଅଛି ଲୋ
ମନ ଡ଼ାକିଲାଣି ତାରିଣୀ ମାଆ
ମନ ଡ଼ାକିଲାଣି ତାରିଣୀ ମାଆ
ବହୁ ଦୁରୁ ଯାଏ ମାଆ ଅବୁଝା ପାଗଳା ତୋର
କୋଳେଇ ନେବୁ ଲୋ ତୁ କେହି ନାହିଁ ଆପଣାର
ବହୁ ଦୁରୁ ଯାଏ ମାଆ ଅବୁଝା ପାଗଳା ତୋର
କୋଳେଇ ନେବୁ ଲୋ ତୁ କେହି ନାହିଁ ଆପଣାର
ଛୋଟ ଆଶା ମୋର କରୁଣା କରି ଲୋ
ଛୋଟ ଆଶା ମୋର କରୁଣା କରି ଲୋ
ଦେବୁ ଖଣ୍ଡେ ଭଙ୍ଗା ନଡ଼ିଆ
ଛାପା ଛାପା ରାତି ଅଳପ ଅଛି ଲୋ
ମନ ଡ଼ାକିଲାଣି ତାରିଣୀ ମାଆ
ମନ ଡ଼ାକିଲାଣି ତାରିଣୀ ମାଆ
ସୁନ୍ଦରୀ ବହୁ ଲୋ ଚାହିଁ ବସିଥା
ସୁନ୍ଦରୀ ବହୁ ଲୋ ଚାହିଁ ବସିଥା
ଆଣି ଦେଵି ଭଙ୍ଗା ନଡ଼ିଆ
ଛାପା ଛାପା ରାତି ଅଳପ ଅଛି ଲୋ
ମନ ଡ଼ାକିଲାଣି ତାରିଣୀ ମାଆ
ମନ ଡ଼ାକିଲାଣି ତାରିଣୀ ମାଆ
ମନ ଡ଼ାକିଲାଣି ତାରିଣୀ ମାଆ
chhapa chhapa rati Your Astrology Guru Lyrics in odia language
Thank You