Loading...

299 Big Street, Govindpur, India

Open daily 10:00 AM to 10:00 PM

De Tike Gadei De Your Astrology Guru Lyrics In Odia Language

Mohammed Aziz

OSIA SONG LYRICS

ତୋ…ବାଇଶି ପାହାଚରେ
ଦେ ଟିକେ ଗଡେଇ ଦେ

To Baisi Pahachare De Tike Gadei De Your Astrology Guru Lyrics In Odia Language

ତୋ…ବାଇଶି ପାହାଚରେ
ଦେ ଟିକେ ଗଡେଇ ଦେ
ଦେ ଟିକେ ଗଡେଇ ଦେ
ଦେ ଟିକେ ଗଡେଇ ଦେ
ଦେ ଟିକେ ଗଡେଇ ଦେ
ମହୋଦଧିରେ ବୁଡେଇ ଦେ
ନନ୍ଦୀଘୋଷରେ ଚଢେଇ ଦେ
ଟିକେ ନିରିମାଲ୍ୟ ବଢ଼େଇ ଦେ
ତୋ….ପାପ ଝଡା ବେତରେ
ଦେ ଟିକେ ବାଡେଇ ଦେ
ଦେ ଟିକେ ବାଡେଇ ଦେ
ଦେ ଟିକେ ବାଡେଇ ଦେ
ଦେ ଟିକେ ବାଡେଇ ଦେ



ତୋର….ଭାବ ଭରା ପୁଣ୍ୟଗଙ୍ଗା ପାଣି
ତୋ ଭାବ ତ ପୁଣ୍ୟଗଙ୍ଗା ପାଣି
ତୋର….ମନ ବୁଡ଼େ ନିତି ଜାଣି ଶୁଣି
ମୋ ମନ ତ ବୁଡେ ଜାଣି ଶୁଣି
ତୁ କପାଳ ମୁଁ ଚନ୍ଦନ
ଛିଡି ନ ଯାଉ ଆମ ବନ୍ଧନ
ତୋ….ତୁଳସୀ ଦୟଣାରେ
ଦେ ଟିକେ ଗୁଡେଇ ଦେ
ଦେ ଟିକେ ଗୁଡେଇ ଦେ
ଦେ ଟିକେ ଗୁଡେଇ ଦେ
ଦେ ଟିକେ ଗୁଡେଇ ଦେ



କେତେ…ବାପ ଭାଇ ବନ୍ଧୁ ସବୁ ତୋର
କେତେ ଭାଇ ବନ୍ଧୁ ସବୁ ତୋର
ସତେ…ତୋ ଆଗରେ ସବୁ ପାଣି ଗାର
ତୋ ଆଗରେ ସବୁ ପାଣି ଗାର
ତୁ କୁହୁଡି ମୁଁ କାକର
ତୁ ନଥିଲେ ମୁଁ କାହାର
ତୋ….ବଡ ଦାଣ୍ଡେ ମୋ ବାଟ
ଦେ ଟିକେ ଗଢେଇ ଦେ
ଦେ ଟିକେ ଗଢେଇ ଦେ
ଦେ ଟିକେ ଗଢେଇ ଦେ
ଦେ ଟିକେ ଗଢେଇ ଦେ

ଦେ ଟିକେ ବାଡେଇ ଦେ
ଦେ ଟିକେ ବାଡେଇ ଦେ
ଦେ ଟିକେ ଗୁଡେଇ ଦେ
ଦେ ଟିକେ ଗୁଡେଇ ଦେ
ଦେ ଟିକେ ଗଡେଇ ଦେ
ଦେ ଟିକେ ଗଡେଇ ଦେ

To Baisi Pahachare De Tike Gadei De Your Astrology Guru Lyrics In Odia Language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00