Your Astrology Guru Lyrics
ମୁ ତ ଥିଲି ଏକୁଟିଆ ବାଆଁରା ପକ୍ଷୀ
ବାଆଁରା ପକ୍ଷୀ
Mu Ta Thili Ekutia Banra Pakhi Your Astrology Guru Lyrics In Odia Language
ମୁ ତ ଥିଲି ଏକୁଟିଆ ବାଆଁରା ପକ୍ଷୀ
ବାଆଁରା ପକ୍ଷୀ
ମୁ ତ ଥିଲି ଏକୁଟିଆ ବାଆଁରା ପକ୍ଷୀ
ବାଆଁରା ପକ୍ଷୀ
ତମେ ପଞ୍ଜୁରୀ ଦେଲ ତମେ ଶିକୁଳି ଦେଲ
ତମେ ଆଧାର ଦେଲ ମତେ ପାଖକୁ ଡାକି
ମୁ ତ ଥିଲି ଏକୁଟିଆ ବାଆଁରା ପକ୍ଷୀ
ବାଆଁରା ପକ୍ଷୀ
ତମ ଡାକରେ ଥିଲା ଏତେ ମହୁଲି ନିଶା
ଏତେ ମହୁଲି ନିଶା
ମୁ ତ ଉଡିବା ଛାଡି ଆସି ମାନିଲି ପୋଷା
ହାଏ ମାନିଲି ପୋଷା
ତମେ କନ୍ଦେଇ ଦେଲ ତମେ ହସେଇ ଦେଲ
ତମେ ଭସେଇ ଦେଲ ମତେ ଭଉଁରୀ ଦେଖି
ମୁ ତ ଥିଲି ଏକୁଟିଆ ବାଆଁରା ପକ୍ଷୀ
ବାଆଁରା ପକ୍ଷୀ
ଏଇ ଦୁନିଆରେ ଥିଲା ପରା ଏତେ ଠିକଣା
ଏତେ ଠିକଣା
ତମେ ଖୋଜିନେଲ ଖେଳିବାକୁ ଏଇ ଅଗଣା
କିଆଁ ଏଇ ଅଗଣା
ତମେ ସଜେଇ ଦେଲ ତମେ ବୁଜେଇ ଦେଲ
ତମେ ଭିଜେଇ ଦେଲ ମୋର ଦୁଇଟି ଆଖି
ମୁ ତ ଥିଲି ଏକୁଟିଆ ବାଆଁରା ପକ୍ଷୀ
ବାଆଁରା ପକ୍ଷୀ
ମୁ ତ ଥିଲି ଏକୁଟିଆ ବାଆଁରା ପକ୍ଷୀ
ବାଆଁରା ପକ୍ଷୀ
ତମେ ପଞ୍ଜୁରୀ ଦେଲ ତମେ ଶିକୁଳି ଦେଲ
ତମେ ଆଧାର ଦେଲ ମତେ ପାଖକୁ ଡାକି
ମୁ ତ ଥିଲି ଏକୁଟିଆ ବାଆଁରା ପକ୍ଷୀ
ବାଆଁରା ପକ୍ଷୀ
ମୁ ତ ଥିଲି ଏକୁଟିଆ ବାଆଁରା ପକ୍ଷୀ
ବାଆଁରା ପକ୍ଷୀ
Mu Ta Thili Ekutia Banra Pakhi Your Astrology Guru Lyrics In English Language
Thank You