Loading...

299 Big Street, Govindpur, India

Open daily 10:00 AM to 10:00 PM

Mu Ta Thili Ekutia Your Astrology Guru Lyrics In Odia Language

Suresh Wadekar

Your Astrology Guru Lyrics

ମୁ ତ ଥିଲି ଏକୁଟିଆ ବାଆଁରା ପକ୍ଷୀ
ବାଆଁରା ପକ୍ଷୀ

Mu Ta Thili Ekutia Banra Pakhi Your Astrology Guru Lyrics In Odia Language

ମୁ ତ ଥିଲି ଏକୁଟିଆ ବାଆଁରା ପକ୍ଷୀ
ବାଆଁରା ପକ୍ଷୀ
ମୁ ତ ଥିଲି ଏକୁଟିଆ ବାଆଁରା ପକ୍ଷୀ
ବାଆଁରା ପକ୍ଷୀ
ତମେ ପଞ୍ଜୁରୀ ଦେଲ ତମେ ଶିକୁଳି ଦେଲ
ତମେ ଆଧାର ଦେଲ ମତେ ପାଖକୁ ଡାକି
ମୁ ତ ଥିଲି ଏକୁଟିଆ ବାଆଁରା ପକ୍ଷୀ
ବାଆଁରା ପକ୍ଷୀ


ତମ ଡାକରେ ଥିଲା ଏତେ ମହୁଲି ନିଶା
ଏତେ ମହୁଲି ନିଶା
ମୁ ତ ଉଡିବା ଛାଡି ଆସି ମାନିଲି ପୋଷା
ହାଏ ମାନିଲି ପୋଷା
ତମେ କନ୍ଦେଇ ଦେଲ ତମେ ହସେଇ ଦେଲ
ତମେ ଭସେଇ ଦେଲ ମତେ ଭଉଁରୀ ଦେଖି
ମୁ ତ ଥିଲି ଏକୁଟିଆ ବାଆଁରା ପକ୍ଷୀ
ବାଆଁରା ପକ୍ଷୀ


ଏଇ ଦୁନିଆରେ ଥିଲା ପରା ଏତେ ଠିକଣା
ଏତେ ଠିକଣା
ତମେ ଖୋଜିନେଲ ଖେଳିବାକୁ ଏଇ ଅଗଣା
କିଆଁ ଏଇ ଅଗଣା
ତମେ ସଜେଇ ଦେଲ ତମେ ବୁଜେଇ ଦେଲ
ତମେ ଭିଜେଇ ଦେଲ ମୋର ଦୁଇଟି ଆଖି
ମୁ ତ ଥିଲି ଏକୁଟିଆ ବାଆଁରା ପକ୍ଷୀ
ବାଆଁରା ପକ୍ଷୀ

ମୁ ତ ଥିଲି ଏକୁଟିଆ ବାଆଁରା ପକ୍ଷୀ
ବାଆଁରା ପକ୍ଷୀ
ତମେ ପଞ୍ଜୁରୀ ଦେଲ ତମେ ଶିକୁଳି ଦେଲ
ତମେ ଆଧାର ଦେଲ ମତେ ପାଖକୁ ଡାକି
ମୁ ତ ଥିଲି ଏକୁଟିଆ ବାଆଁରା ପକ୍ଷୀ
ବାଆଁରା ପକ୍ଷୀ
ମୁ ତ ଥିଲି ଏକୁଟିଆ ବାଆଁରା ପକ୍ଷୀ
ବାଆଁରା ପକ୍ଷୀ

Mu Ta Thili Ekutia Banra Pakhi Your Astrology Guru Lyrics In English Language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00