Table of Contents
Your Astrology Guru Lyrics
ସୁନା କଣ୍ଢେଇ ମୋ ସୁନା କଣ୍ଢେଇ
Kandhei Lo Suna Kandhei Your Astrology Guru Lyrics In Odia Language
ସୁନା କଣ୍ଢେଇ ମୋ ସୁନା କଣ୍ଢେଇ
(( ଜୀବନରେ କେବେ ଭାବି ମୁ ନଥିଲି
ଏମିତିକା ଧୋକା ଦବୁ
ସପନରେ କେବେ ଦେଖି ମୁ ନଥିଲି
ହାତ ଛାଡି ଚାଲିଯିବୁ )))
ତୁ କୁଆଡେ ଗଲୁ ଲୋ
ତୁ କା ସାଥେ ଗଲୁ ଲୋ
ତୁ କେମିତି ଗଲୁ ଲୋ
ମତେ କନ୍ଦେଇ ହାଁ ମତେ କନ୍ଦେଇ
କଣ୍ଢେଇ କଣ୍ଢେଇ କଣ୍ଢେଇ ଲୋ
ସୁନା କଣ୍ଢେଇ ମୋ ସୁନା କଣ୍ଢେଇ
ପକ୍ଷୀରାଜ ଘୋଡା ଚଢି
କିଏ ଲୋ ସେ ଆସିଲା
ପାଟରାଣୀ କରି ତତେ ସାଥେ ନେଇଗଲା
ଝାଟି ମାଟି ମୋ କୁଡ଼ିଆ
ମୋ ଲୁହରେ ଭାସିଲା
ରଜନୀ ଗନ୍ଧାରେ ତୋର ରାତି ଲୋ ପହିଲା
ରଜନୀ ଗନ୍ଧାରେ ତୋର ରାତି ଲୋ ପହିଲା
ତୁ ଛଳନା କରିଲୁ ତୁ ବାହାନା କରିଲୁ
ତୁ ସିନ୍ଦୂର ନାଇଲୁ
ମତେ ଭଣ୍ଡେଇ ଲୋ ମତେ ଭଣ୍ଡେଇ
କଣ୍ଢେଇ କଣ୍ଢେଇ କଣ୍ଢେଇ ଲୋ
ସୁନା କଣ୍ଢେଇ ମୋ ସୁନା କଣ୍ଢେଇ
ତୋ ହସ ତୋ ଖୁସି ମଧୁ ଜାମିନୀର
ମୋର ତ ସବୁ ରାତି ଝଡ ବତାଶରେ
ହୋ ଭଲ ପାଇ ତତେ କୋଉ ଅପରାଧ କରିଲି
ଥରୁଟିଏ ବୁଝିଲୁକି ମଲି ଅବା ବଞ୍ଚିଲି
ଥରୁଟିଏ ବୁଝିଲୁକି ମଲି ଅବା ବଞ୍ଚିଲି
ତୁ ସ୍ୱାମୀ ପାଇଗଲୁ ତୁ ସୁହାଗିନୀ ହେଲୁ
ତୁ ସଂସାର କରିଲୁ
ମତେ ଜଳେଇ ହାଁ ମତେ ଜଳେଇ
କଣ୍ଢେଇ କଣ୍ଢେଇ କଣ୍ଢେଇ ଲୋ
ସୁନା କଣ୍ଢେଇ ମୋ ସୁନା କଣ୍ଢେଇ
(( ଜୀବନରେ କେବେ ଭାବି ମୁ ନଥିଲି
ଏମିତିକା ଧୋକା ଦବୁ
ସପନରେ କେବେ ଦେଖି ମୁ ନଥିଲି
ହାତ ଛାଡି ଚାଲିଯିବୁ )))
Kandhei Lo Suna Kandhei Your Astrology Guru Lyrics In Odia Language
Thank you