Loading...

299 Big Street, Govindpur, India

Open daily 10:00 AM to 10:00 PM

Lekhideli Chhati Chiri Your Astrology Guru Lyrics In Odia Language

Your Astrology Guru Lyrics

ଲେଖିଦେଲି ଛାତି ଚିରି ରକତର କାଳି ଧରି
ପ୍ରିୟାରେ ତୋ ନାଆଁ ତୋ ଗାଁ ଠିକଣା

Lekhideli Chhati Chiri Your Astrology Guru Lyrics In Odia Language

ପୁଅ
ଲେଖିଦେଲି ଛାତି ଚିରି ରକତର କାଳି ଧରି
ପ୍ରିୟାରେ ତୋ ନାଆଁ ତୋ ଗାଁ ଠିକଣା
ଝିଅ
ଲେଖିଦେଲି ଛାତି ଚିରି ରକତର କାଳି ଧରି
ସାଥିରେ ତୋ ନାଆଁ ତୋ ଗାଁ ଠିକଣା
ପୁଅ
ତୁ ରହିଚୁ ମୋ ଭିତରେ
ମୁ ରହିଚି ତୋ ଭିତରେ
ଯିବିନି କହିଲେ ଯା ଯାଆ
ଝିଅ
ଲେଖିଦେଲି ଛାତି ଚିରି ରକତର କାଳି ଧରି
ସାଥିରେ ତୋ ନାଆଁ ତୋ ଗାଁ ଠିକଣା
ପୁଅ
ହୋ ପ୍ରିୟାରେ ତୋ ନାଆଁ ତୋ ଗାଁ ଠିକଣା



ପୁଅ
ମୋ ବାଟରେ ମୁ ଥିଲି ଥକା ବାଟୋଇ
ତୋ ଓଢଣୀ ତଳେ ମତେ ଦେଲୁ ଶୁଆଇ
ଖରାରେ ଥିଲି ମୁ ଦେଲୁ ତୁ ଛାଇ
ଝିଅ
ମୋ ଗାଁରେ ମୁ ଥିଲି ଏକା କୁଆଁରୀ
ତୋ ନାଆଁରେ ସଜ କଲି ଫୁଲ ସଵାରୀ
କହିଲୁ ନବୁ ତୁ ମୋ ହାତ ଧରି
ପୁଅ
ତୋ ହାତରେ ମୋ ହାତଟି
ମୋ ହାତରେ ତୋ ହାତଟି
ଛନ୍ଦି ହେଇଗଲା ଛାଁ ଛାଆଁ
ଝିଅ
ଲେଖିଦେଲି ଛାତି ଚିରି ରକତର କାଳି ଧରି
ସାଥିରେ ତୋ ନାଆଁ ତୋ ଗାଁ ଠିକଣା
ପୁଅ
ହୋ ପ୍ରିୟାରେ ତୋ ନାଆଁ ତୋ ଗାଁ ଠିକଣା



ପୁଅ
ହେ ହେ ହେ ହେ ହେ ହେ ହେ ହେ ହେ
ହେ ହେ ହେ ହେ ହେ ହେ ହେ ହେ ହେ
ଝିଅ
ମୋ ଆଖିରେ ତୋ ଛବି ତୋ ଚେହେରା
ସେ ଚେହେରା ମତେ ଆଜି ଲାଗେ ନିଆଁରା
ରଖିବି ସାଇତି ଜୀବନ ସାରା
ପୁଅ
ମୋ ଓଠରେ ତୋ କଥା ତୋ କାହାଣି
ସେ କାହାଣି ଏତେ ମିଠା ନ ଥିଲି ଜାଣି
ଜାଣିବା ଆଗରୁ ଧରିଲୁ ଟାଣି
ଝିଅ
ତୁ ଟାଣିଲୁ ତୋ ପାଖକୁ
ମୁ ଟାଣିଲି ମୋ ପାଖକୁ
ମୋ ପାଖେ ଏମିତି ଥା ଥାଆ
ପୁଅ
ଲେଖିଦେଲି ଛାତି ଚିରି ରକତର କାଳି ଧରି
ପ୍ରିୟାରେ ତୋ ନାଆଁ ତୋ ଗାଁ ଠିକଣା
ଝିଅ
ଆ….ସାଥିରେ ତୋ ନାଆଁ ତୋ ଗାଁ ଠିକଣା

Lekhideli Chhati Chiri Rakatara Kali Dhari Your Astrology Guru Lyrics In Odia Language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00