Your Astrology Guru Lyrics
ହୃଦୟର ଏଇ ଶୂନ୍ୟତାକୁ
ଆଜି ପଚାରି ମୁଁ ଯେବେ ଶୁଣେ
hrudayara ei sunyataku Your Astrology Guru Lyrics in odia language
ହୃଦୟର ଏଇ ଶୂନ୍ୟତାକୁ
ଆଜି ପଚାରି ମୁଁ ଯେବେ ଶୁଣେ
ପ୍ରତାରଣା କିଏ କାହାକୁ ଦେଇଛି
ପ୍ରତିଧ୍ୱନି କହେ ତୁମେ ତୁମେ ତୁମେ
ହୃଦୟର ଏଇ ଶୂନ୍ୟତାକୁ
ଆଜି ପଚାରି ମୁଁ ଯେବେ ଶୁଣେ
ପ୍ରତାରଣା କିଏ କାହାକୁ ଦେଇଛି
ପ୍ରତିଧ୍ୱନି କହେ ତୁମେ ତୁମେ ତୁମେ
ତୁମେ ମୋ ମନର ସୀମା ରେଖା ଡେଇଁ
ସହଜେ ପାରିଛ ଯାଇ
ତୁମେ ମୋ ମନର ସୀମା ରେଖା ଡେଇଁ
ସହଜେ ପାରିଛ ଯାଇ
ହେଲେ ମୋ ପାଦଟି ତୁମ ସ୍ମୃତି ରେଖା
ଟପି ଯାଇ ପାରେ ନାହିଁ
ହେଲେ ମୋ ପାଦଟି ତୁମ ସ୍ମୃତି ରେଖା
ଟପି ଯାଇ ପାରେ ନାହିଁ
ଜାଣେନା କାହିଁ କି ମୋ ନିରବତାକୁ
ବିରହ ତୁମରି ନିତି ଚୁମେ
ପ୍ରତାରଣା କିଏ କାହାକୁ ଦେଇଛି
ପ୍ରତିଧ୍ୱନି କହେ ତୁମେ ତୁମେ ତୁମେ
ଥିଲା ସେ କିପରି ଭାବ ପ୍ରବଣତା
ହସୁଛି ମୁଁ ମନେ ମନେ
ଥିଲା ସେ କିପରି ଭାବ ପ୍ରବଣତା
ହସୁଛି ମୁଁ ମନେ ମନେ
ତୋଳିବାକୁ ଏକ କୁହୁଡିର ଘର
ବାହାରି ଥିଲି ମୁଁ ଦିନେ
ତୋଳିବାକୁ ଏକ କୁହୁଡିର ଘର
ବାହାରି ଥିଲି ମୁଁ ଦିନେ
ସେ କୁହୁଡି ଘର ଗଲା ଭାଙ୍ଗି ଯାର
ପ୍ରୀତିର ପ୍ରାଚୀର ଥିଲ ତୁମେ
ପ୍ରତାରଣା କିଏ କାହାକୁ ଦେଇଛି
ପ୍ରତିଧ୍ୱନି କହେ ତୁମେ ତୁମେ ତୁମେ
hrudayara ei sunyataku Your Astrology Guru Lyrics in odia language
Thank You