Your Astrology Guru Lyrics
କଳା ଠାକୁର ମୋ କଳା ଠାକୁର
Kala Thakura Mo Kala Thakura Your Astrology Guru Lyrics In Odia Language
ବାନ୍ଧିବି ତୋ ପାଇଁ ପାଦେ ଘୁଙ୍ଗୁର
ପାଦେ ଘୁଙ୍ଗୁର




କଳା ଠାକୁର ମୋ କଳା ଠାକୁର
ବାନ୍ଧିବି ତୋ ପାଇଁ ପାଦେ ଘୁଙ୍ଗୁର
ପାଦେ ଘୁଙ୍ଗୁର
ଗୋପୀ ଭଳି ନାଚିବି ମୁଁ କେତେ ଭଙ୍ଗୀରେ
ଶ୍ରୀ ଗୀତଗୋବିନ୍ଦ ଗାଇ ପ୍ରାଣ ସଙ୍ଗିରେ
ଗୋପୀ ଭଳି ନାଚିବି ମୁଁ କେତେ ଭଙ୍ଗୀରେ
Thank You