Loading...

299 Big Street, Govindpur, India

Open daily 10:00 AM to 10:00 PM

Kala Thakura Your Astrology Guru Lyrics In Odia Language

Anuradha Paudwal

Your Astrology Guru Lyrics

କଳା ଠାକୁର ମୋ କଳା ଠାକୁର

Kala Thakura Mo Kala Thakura Your Astrology Guru Lyrics In Odia Language

କଳା ଠାକୁର ମୋ କଳା ଠାକୁର
କଳା ଠାକୁର ମୋ କଳା ଠାକୁର
ବାନ୍ଧିବି ତୋ ପାଇଁ ପାଦେ ଘୁଙ୍ଗୁର
ପାଦେ ଘୁଙ୍ଗୁର
ବାନ୍ଧିବି ତୋ ପାଇଁ ପାଦେ ଘୁଙ୍ଗୁର
ପାଦେ ଘୁଙ୍ଗୁର
କଳା ଠାକୁର ମୋ କଳା ଠାକୁର
କଳା ଠାକୁର ମୋ କଳା ଠାକୁର
ବାନ୍ଧିବି ତୋ ପାଇଁ ପାଦେ ଘୁଙ୍ଗୁର
ପାଦେ ଘୁଙ୍ଗୁର

ବାନ୍ଧିବି ତୋ ପାଇଁ ପାଦେ ଘୁଙ୍ଗୁର
ପାଦେ ଘୁଙ୍ଗୁର



ଗୋପୀ ଭଳି ନାଚିବି ମୁଁ କେତେ ଭଙ୍ଗୀରେ
ଶ୍ରୀ ଗୀତଗୋବିନ୍ଦ ଗାଇ ପ୍ରାଣ ସଙ୍ଗିରେ

ଗୋପୀ ଭଳି ନାଚିବି ମୁଁ କେତେ ଭଙ୍ଗୀରେ

ଶ୍ରୀ ଗୀତଗୋବିନ୍ଦ ଗାଇ ପ୍ରାଣ ସଙ୍ଗିରେ
ନିତି ଦେଖିବି ନିତି ଦେଖିବି ନୟନେ ତୋ
ମନ ଲୋଭ ବେଶ ବଡ ସିଂହାର
କଳା ଠାକୁର
ମନ ଲୋଭ ବେଶ ବଡ ସିଂହାର
କଳା ଠାକୁର
କଳା ଠାକୁର ମୋ କଳା ଠାକୁର
କଳା ଠାକୁର……


ତୁହି ତ ସରିଚୁ ପରା ରସିକ ପଣେ
ତୋ ପରି ମୁଁ ଦେଖି ନାହିଁ ରସିକ ଜଣେ
ତୁହି ତ ସରିଚୁ ପରା ରସିକ ପଣେ
ତୋ ପରି ମୁଁ ଦେଖି ନାହିଁ ରସିକ ଜଣେ
ପ୍ରେମ ଫାସରେ ପ୍ରେମ ଫାସରେ
ବାନ୍ଧିଦେ ମୋତେ
ନିତି ଚୁମିବି ତୋ ରଙ୍ଗ ଅଧର
କଳା ଠାକୁର
ନିତି ଚୁମିବି ତୋ ରଙ୍ଗ ଅଧର
କଳା ଠାକୁର

କଳା ଠାକୁର ମୋ କଳା ଠାକୁର
କଳା ଠାକୁର ମୋ କଳା ଠାକୁର
ବାନ୍ଧିବି ତୋ ପାଇଁ ପାଦେ ଘୁଙ୍ଗୁର
ପାଦେ ଘୁଙ୍ଗୁର
ବାନ୍ଧିବି ତୋ ପାଇଁ ପାଦେ ଘୁଙ୍ଗୁର
ପାଦେ ଘୁଙ୍ଗୁର
ବାନ୍ଧିବି ତୋ ପାଇଁ ପାଦେ ଘୁଙ୍ଗୁର
ପାଦେ ଘୁଙ୍ଗୁର

Kala Thakura Mo Kala Thakura Your Astrology Guru Lyrics In Odia Language


Thank You


Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00