Loading...

299 Big Street, Govindpur, India

Open daily 10:00 AM to 10:00 PM

E sahara to bina Your Astrology Guru Lyrics in odia language

Kumar Sanu

Your Astrology Guru Lyrics

ଏ ସହର ତୋ ବିନା
ଭଲ ଲାଗେନା ଲାଗେନା

E sahara to bina Your Astrology Guru Lyrics in odia language

ହେ ହେ ହେ ଆହା ହା ଆଁ ହା ହା ହା
ଏ ସହର ତୋ ବିନା
ଭଲ ଲାଗେନା ଲାଗେନା
ଏ ସହର ତୋ ବିନା
ଭଲ ଲାଗେନା ଲାଗେନା
ହୋ ଜହ୍ନ ଉଠେ ଫୁଲ ଫୁଟେ
ଜହ୍ନ ଉଠେ ଫୁଲ ଫୁଟେ ନାହିଁ ଜୋଛନା
ଏ ସହର ତୋ ବିନା
ଭଲ ଲାଗେନା ଲାଗେନା
ସକାଳେ ଆସି ସଞ୍ଜରେ ବୁଲୁ
ସବୁ ରାତି ଜଳେ ମୋର
ସୁନା କଣ୍ଢେଇ ଦେଲୁ ଭଣ୍ଡେଇ
କେମିତିକା ମନ ତୋର
ହୋ ସକାଳେ ଆସି ସଞ୍ଜରେ ବୁଲୁ
ସବୁ ରାତି ଜଳେ ମୋର
ସୁନା କଣ୍ଢେଇ ଦେଲୁ ଭଣ୍ଡେଇ
କେମିତିକା ମନ ତୋର
ଏ ଜୀବନ ତୋ ବିନା
ଭଲ ଲାଗେନା ଲାଗେନା
ହୋ ଚଲା ବାଟେ କଣ୍ଟା ଫୁଟେ
ଚଲା ବାଟେ କଣ୍ଟା ଫୁଟେ ଖାଲି ଯାତନା
ଏ ସହର ତୋ ବିନା
ଭଲ ଲାଗେନା ଲାଗେନା
ବରଷା ସରେ ଫଗୁଣ ଫେରେ
ଫେରିଲୁନି କଥା ଦେଇ
କେମିତି ତତେ ଭୁଲିବି କହ
ଭୁଲିବାତ ଶିଖି ନାହିଁ
ଓ..ବରଷା ସରେ ଫଗୁଣ ଫେରେ
ଫେରିଲୁନି କଥା ଦେଇ
କେମିତି ତତେ ଭୁଲିବି କହ
ଭୁଲିବାତ ଶିଖି ନାହିଁ
ଏ ଫଗୁଣ ତୋ ବିନା
ଭଲ ଲାଗେନା ଲାଗେନା
ହୋ ରଙ୍ଗ ଉଡେ ମନ ଝୁରେ
ରଙ୍ଗ ଉଡେ ମନ ଝୁରେ ଖୋଜି ପାଏ ନା
ଏ ସହର ତୋ ବିନା
ଭଲ ଲାଗେନା ଲାଗେନା
ଏ ସହର ତୋ ବିନା
ଭଲ ଲାଗେନା ଲାଗେନା
ହୋ ଜହ୍ନ ଉଠେ ଫୁଲ ଫୁଟେ
ଜହ୍ନ ଉଠେ ଫୁଲ ଫୁଟେ ନାହିଁ ଜୋଛନା
ହେ ହେ ହେ ଆହା ହା ହା ହା

E sahara to bina Your Astrology Guru Lyrics in odia language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00