Loading...

299 Big Street, Govindpur, India

Open daily 10:00 AM to 10:00 PM

E sahare thila jane Your Astrology Guru Lyrics in odia language

Suresh Wadekar

Your Astrology Guru Lyrics

ଏ ସହରେ ଥିଲା ଜଣେ ଯାଯାବର

A Sahare Thila Jane Jajabara Your Astrology Guru Lyrics In Odia Language

ଏ ସହରେ ଥିଲା ଜଣେ ଯାଯାବର
ଯାଯାବର

ଏ ସହରେ ଥିଲା ଜଣେ ଯାଯାବର
ଯାଯାବର ହୋ
ଏ ସହରେ ଥିଲା ଜଣେ ଯାଯାବର
ଯାଯାବର
ଗଢୁଥିଲା ଭାଙ୍ଗୁଥିଲା
ଗଢୁଥିଲା ଭାଙ୍ଗୁଥିଲା ବାଲି ଘର
ନା କେହି ହେଲେ ତାର
ନା ସେ ହେଲା କାହାର
ନା କେହି ହେଲେ ତାର
ନା ସେ ହେଲା କାହାର
ଏ ସହରେ ଥିଲା ଜଣେ ଯାଯାବର
ଯାଯାବର ହୋ
ଏ ସହରେ ଥିଲା ଜଣେ ଯାଯାବର
ଯାଯାବର



ପ୍ରଜାପତି ମନ ନେଇ ସେ ସାରା ଜୀବନ
କେତେବେଳେ ଛୁଁ ଥିଲା କାହାର ସପନ
ପଣତରେ ଗଣ୍ଠି ହୋଇ ରହିବନି ବୋଲି
ପ୍ରେମକୁ ସେ କଲା ନାହିଁ ପାଦର ଶିକୁଳି
ଫୁଲ ବଗିଚାରେ ସିନା ତୋଳିଥିଲା ଘର
ନା ଫୁଲ ହେଲା ତାର
ନା କଣ୍ଟା ହେଲା ତାର
ନା ଫୁଲ ହେଲା ତାର
ନା କଣ୍ଟା ହେଲା ତାର
ଏ ସହରେ ଥିଲା ଜଣେ ଯାଯାବର
ଯାଯାବର ହୋ
ଏ ସହରେ ଥିଲା ଜଣେ ଯାଯାବର
ଯାଯାବର



ପାଣିରେ ସେ ଲେଖୁଥିଲା ପ୍ରେମିକାର ନାମ
ଲଫାପାରେ ଚିଠି ହୋଇ ରହୁଥିଲା ପ୍ରେମ
ବାଟୋଇର ମନ ନେଇ ବାଟ ଚାଲୁଥିଲା
ଠିକଣାକୁ ବାଟ ଭାବି ଭୁଲି ଯାଉଥିଲା
ନିଜେ ସେ ନାୟକ ଥିଲା ନିଜ ନାଟକର
ନା ହସ ହେଲା ତାର
ନା ଲୁହ ହେଲା ତାର
ନା ହସ ହେଲା ତାର
ନା ଲୁହ ହେଲା ତାର
ଏ ସହରେ ଥିଲା ଜଣେ ଯାଯାବର
ଯାଯାବର ହୋ
ଏ ସହରେ ଥିଲା ଜଣେ ଯାଯାବର
ଯାଯାବର

ଗଢୁଥିଲା ଭାଙ୍ଗୁଥିଲା
ଗଢୁଥିଲା ଭାଙ୍ଗୁଥିଲା ବାଲି ଘର
ନା କେହି ହେଲେ ତାର
ନା ସେ ହେଲା କାହାର
ନା କେହି ହେଲେ ତାର
ନା ସେ ହେଲା କାହାର
ଏ ସହରେ ଥିଲା ଜଣେ ଯାଯାବର
ଯାଯାବର ହୋ
ଏ ସହରେ ଥିଲା ଜଣେ ଯାଯାବର
ଯାଯାବର ହୋ
ଯାଯାବର ଯାଯାବର ହୋ
ଯାଯାବର ଯାଯାବର

A Sahare Thila Jane Jajabara Your Astrology Guru Lyrics In Odia Language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00