Your Astrology Guru Lyrics
ଆଉ ରାତିରେ ନିଦ ହଉନି
Au ratire nida hauni Your Astrology Guru Lyrics
Male:-
ଆଉ ରାତିରେ ନିଦ ହଉନି
ଉଁ..ଆଉ ରାତିରେ ନିଦ ହଉନି
ଆଉ ଦିନରେ ବାଟ ଦିଶୁନି
Female:-
ହଁ ମତେ ବି ଭୋକ ଲାଗୁନି
ଆଉ ମନ ବି ଭଲ ରହୁନି
କହନା ଏମିତି କାହିଁକି ହଉଚି
କହନା ଏମିତି କାହିଁକି ହଉଚି
ବୁଝି ହଉନି
Male:-
ତତେ ଆଉ ମତେ ବୋଧେ
ପ୍ରେମ ହେଲାଣି
Female:-
ହୋ ତତେ ଆଉ ମତେ ବୋଧେ
ପ୍ରେମ ହେଲାଣି
Male:-
ସଞ୍ଜ ନଇଁ ଗଲା ପରେ
ତୋ ମୁହଁ ମନେ ପଡେ
ରାତି ଟିକେ ବେଶି ହେଲେ
ନିଦ ଯାଏ ଦୂରେ ଦୂରେ
ହୋ ସଞ୍ଜ ନଇଁ ଗଲା ପରେ
ତୋ ମୁହଁ ମନେ ପଡେ
ରାତି ଟିକେ ବେଶି ହେଲେ
ନିଦ ଯାଏ ଦୂରେ ଦୂରେ
Female:-
ଆଉ ପାଠରେ ମନ ରହୁନି
ଆଉ ଖାତାରେ ଗାର ପଡୁନି
Male:-
ହୋ କହନା ଏମିତି କାହିଁକି ହଉଚି
କହନା ଏମିତି କାହିଁକି ହଉଚି
ବୁଝି ହଉନି
Female:-
ହୋ ତତେ ଆଉ ମତେ ବୋଧେ
ପ୍ରେମ ହେଲାଣି
Male:-
ତତେ ଆଉ ମତେ ବୋଧେ
ପ୍ରେମ ହେଲାଣି
Female:-
ଭଲ ପାଇବାର ବାଟ
ତୁ ମତେ ଦେଖେଇଲୁ
ଥିଲି ଛୋଟ ଝରଣାଟେ
ନଦୀଟିଏ କରି ଦେଲୁ
ଭଲ ପାଇବାର ବାଟ
ତୁ ମତେ ଦେଖେଇଲୁ
ଥିଲି ଛୋଟ ଝରଣାଟେ
ନଦୀଟିଏ କରି ଦେଲୁ
Male:-
ଦିନେ ନ ଦେଖି ରହି ପାରୁନି
ପୁଣି ଦେଖିଲେ ସହି ହଉନି
Female:-
ହୋ କହନା ଏମିତି କାହିଁକି ହଉଚି
କହନା ଏମିତି କାହିଁକି ହଉଚି
ବୁଝି ହଉନି
Male:-
ତତେ ଆଉ ମତେ ବୋଧେ
ପ୍ରେମ ହେଲାଣି
Female:-
ତତେ ଆଉ ମତେ ବୋଧେ
ପ୍ରେମ ହେଲାଣି
Male:-
ତତେ ଆଉ ମତେ ବୋଧେ
ପ୍ରେମ ହେଲାଣି
Female:-
ହୋ ତତେ ଆଉ ମତେ ବୋଧେ
ପ୍ରେମ ହେଲାଣି
Au ratire nida hauni Your Astrology Guru Lyrics in odia language
Thank You