Loading...

299 Big Street, Govindpur, India

Open daily 10:00 AM to 10:00 PM

Au ratire nida hauni Your Astrology Guru Lyrics in odia language

Kumar Sanu

Your Astrology Guru Lyrics

ଆଉ ରାତିରେ ନିଦ ହଉନି

Au ratire nida hauni Your Astrology Guru Lyrics

Male:-
ଆଉ ରାତିରେ ନିଦ ହଉନି
ଉଁ..ଆଉ ରାତିରେ ନିଦ ହଉନି
ଆଉ ଦିନରେ ବାଟ ଦିଶୁନି
Female:-
ହଁ ମତେ ବି ଭୋକ ଲାଗୁନି
ଆଉ ମନ ବି ଭଲ ରହୁନି
କହନା ଏମିତି କାହିଁକି ହଉଚି
କହନା ଏମିତି କାହିଁକି ହଉଚି
ବୁଝି ହଉନି
Male:-
ତତେ ଆଉ ମତେ ବୋଧେ
ପ୍ରେମ ହେଲାଣି
Female:-
ହୋ ତତେ ଆଉ ମତେ ବୋଧେ
ପ୍ରେମ ହେଲାଣି
Male:-
ସଞ୍ଜ ନଇଁ ଗଲା ପରେ
ତୋ ମୁହଁ ମନେ ପଡେ
ରାତି ଟିକେ ବେଶି ହେଲେ
ନିଦ ଯାଏ ଦୂରେ ଦୂରେ
ହୋ ସଞ୍ଜ ନଇଁ ଗଲା ପରେ
ତୋ ମୁହଁ ମନେ ପଡେ
ରାତି ଟିକେ ବେଶି ହେଲେ
ନିଦ ଯାଏ ଦୂରେ ଦୂରେ
Female:-
ଆଉ ପାଠରେ ମନ ରହୁନି
ଆଉ ଖାତାରେ ଗାର ପଡୁନି
Male:-
ହୋ କହନା ଏମିତି କାହିଁକି ହଉଚି
କହନା ଏମିତି କାହିଁକି ହଉଚି
ବୁଝି ହଉନି
Female:-
ହୋ ତତେ ଆଉ ମତେ ବୋଧେ
ପ୍ରେମ ହେଲାଣି
Male:-
ତତେ ଆଉ ମତେ ବୋଧେ
ପ୍ରେମ ହେଲାଣି
Female:-
ଭଲ ପାଇବାର ବାଟ
ତୁ ମତେ ଦେଖେଇଲୁ
ଥିଲି ଛୋଟ ଝରଣାଟେ
ନଦୀଟିଏ କରି ଦେଲୁ
ଭଲ ପାଇବାର ବାଟ
ତୁ ମତେ ଦେଖେଇଲୁ
ଥିଲି ଛୋଟ ଝରଣାଟେ
ନଦୀଟିଏ କରି ଦେଲୁ
Male:-
ଦିନେ ନ ଦେଖି ରହି ପାରୁନି
ପୁଣି ଦେଖିଲେ ସହି ହଉନି
Female:-
ହୋ କହନା ଏମିତି କାହିଁକି ହଉଚି
କହନା ଏମିତି କାହିଁକି ହଉଚି
ବୁଝି ହଉନି
Male:-
ତତେ ଆଉ ମତେ ବୋଧେ
ପ୍ରେମ ହେଲାଣି
Female:-
ତତେ ଆଉ ମତେ ବୋଧେ
ପ୍ରେମ ହେଲାଣି
Male:-
ତତେ ଆଉ ମତେ ବୋଧେ
ପ୍ରେମ ହେଲାଣି
Female:-
ହୋ ତତେ ଆଉ ମତେ ବୋଧେ
ପ୍ରେମ ହେଲାଣି

Au ratire nida hauni Your Astrology Guru Lyrics in odia language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00