Your Astrology Guru Lyrics
ହଟିଆ ଠାକୁର ଆଉ କେତେ ନାଟ ଦେଖିବ
Hatia Thakura Au Kete Nata Dekhiba Your Astrology Guru Lyrics In Odia Language
ଠାକୁର ହେ….ଠାକୁର…ହେ….
ହଟିଆ ଠାକୁର ଆଉ କେତେ ନାଟ ଦେଖିବ
ହଟିଆ ଠାକୁର ଆଉ କେତେ ନାଟ ଦେଖିବ
ହଟିଆ ଠାକୁର ଆଉ
ଚଲାଇ ତାତି ବାଲିରେ
ଚଲାଇ ତାତି ବାଲିରେ
ହାଟ ମୋର ସାରିବ
ହଟିଆ ଠାକୁର ଆଉ କେତେ ନାଟ ଦେଖିବ
ହଟିଆ ଠାକୁର ଆଉ
ଗୁହାରି ମୋ ନ ଶୁଣ ଯେବେ
କାହା ଆଗେ ମୁ କହିବି ତେବେ
ଗୁହାରି ମୋ ନ ଶୁଣ ଯେବେ
କାହା ଆଗେ ମୁ କହିବି ତେବେ
ଦୀନବନ୍ଧୁ ନାମେ ସିନା
ଦୀନବନ୍ଧୁ ନାମେ ସିନା
ଦୀନବନ୍ଧୁ ନାମେ ସିନା
ଅପଯଶ ବାନା ଉଡ଼ିବ
ହଟିଆ ଠାକୁର ଆଉ କେତେ ନାଟ ଦେଖିବ
ହଟିଆ ଠାକୁର ଆଉ
କଲବଲ କରୁଛ ଏତେ
କି ସୁଖ ବା ପାଉଛ ସତେ
କଲବଲ କରୁଛ ଏତେ
କି ସୁଖ ବା ପାଉଛ ସତେ
ଦୁଃଖ ପରେ ଦୁଃଖ ଦାଉ
ଦୁଃଖ ପରେ ଦୁଃଖ ଦାଉ
କେତେ ଆଉ କିଏ ସହିବ
ହଟିଆ ଠାକୁର ଆଉ କେତେ ନାଟ ଦେଖିବ
ହଟିଆ ଠାକୁର ଆଉ
ସବୁ ଶୁଣୁଛ ଦେଖୁଛ
ମନେ ଥାଇ କି ନ ଜାଣୁଛ
ସବୁ ଶୁଣୁଛ ଦେଖୁଛ
ମନେ ଥାଇ କି ନ ଜାଣୁଛ
ଚେଇଁ ଶୋଇବା ଗୁଣଟି
ଚେଇଁ ଶୋଇବା ଗୁଣଟି
କେବେ ଆଉ ତୁମେ ଛାଡ଼ିବ
ହଟିଆ ଠାକୁର ଆଉ କେତେ ନାଟ ଦେଖିବ
ହଟିଆ ଠାକୁର ଆଉ
ଚଲାଇ ତାତି ବାଲିରେ
ହାଟ ମୋର ସାରିବ
ହଟିଆ ଠାକୁର ଆଉ
କେତେ ନାଟ ଦେଖିବ
ହଟିଆ ଠାକୁର ଆଉ
Hatia Thakura Au Kete Nata Dekhiba Your Astrology Guru Lyrics In Odia Language
Thank You