Your Astrology Guru Lyrics
ଆଇନା କହେ ଇଏ ମୁହଁ ତୋ ନୁହେଁ
ବେଳ ଆସିଲେ ସବୁ ବଦଳି ଯାଏ
Aina Kahe Ea Muhan To Nuhe Your Astrology Guru Lyrics In Odia Language
ଆଇନା କହେ ଇଏ ମୁହଁ ତୋ ନୁହେଁ
ବେଳ ଆସିଲେ ସବୁ ବଦଳି ଯାଏ
ହଁ ଦିନ ତ ଯାଇଛି ରାତି ବି ଯାଇଛି
ରଙ୍ଗ ତୋଳି ମିଶି ରୂପ ବଦଳିଛି
ସମୟ ଜାଣିଛି ଏଠି କାହାର କିଏ
ଆଇନା କହେ ଇଏ ମୁହଁ ତୋ ନୁହେଁ
ରକତର ରଙ୍ଗ ଲିଭେନା
ମମତାର ଡୋରି ଛିଡେନା
ଦୁଇ ମନ ଗୋଟେ ଠିକଣା
ରକତର ରଙ୍ଗ ଲିଭେନା
ମମତାର ଡୋରି ଛିଡେନା
ଦୁଇ ମନ ଗୋଟେ ଠିକଣା
ଯିଏ ଯାହା ପାଇଁ ଜିଇଛି ମରିଛି
ସିଏ ତାକୁ କେବେ ଭୁଲି କି ପାରିଛି
ଅନ୍ଧାର ଭିତରେ ସିଏ ଆଲୁଅ ଦିଏ
ଆଇନା କହେ ଇଏ ମୁହଁ ତୋ ନୁହେଁ
କାହାଣୀର କଥା ସରେନା
କହିବାକୁ ଭାଷା ମିଳେନା
ତଥାପି ଏ ମନ ବୁଝେନା
କାହାଣୀର କଥା ସରେନା
କହିବାକୁ ଭାଷା ମିଳେନା
ତଥାପି ଏ ମନ ବୁଝେନା
ଯେଉଁ ସୁର ଥରେ ଛାତିକୁ ଛୁଇଁଛି
ଦୁଃଖରେ ସୁଖରେ ଓଠରୁ ଝରିଛି
ହୃଦୟରେ ରଖେ ତାକୁ ମରିବା ଯାଏଁ
ଆଇନା କହେ ଇଏ ମୁହଁ ତୋ ନୁହେଁ
ବେଳ ଆସିଲେ ସବୁ ବଦଳି ଯାଏ
Aina Kahe Ea Muhan To Nuhen Your Astrology Guru Lyrics In Odia Language
Thank You