Loading...

299 Big Street, Govindpur, India

Open daily 10:00 AM to 10:00 PM

Ama Ghare Uinchire Your Astrology Guru Lyrics In Odia Language

Suresh Wadekar

Your Astrology Guru Lyrics

ଆମ ଘରେ ଉଇଁଚିରେ ସରଗର ଶଶୀ
ସରଗର ଶଶୀ ଦେବ ମୁକୁତା ବରଷି

Ama Ghare Uinchire Your Astrology Guru Lyrics In Odia Language

ଆମ ଘରେ ଉଇଁଚିରେ ସରଗର ଶଶୀ
ଆମ ଘରେ ଉଇଁଚିରେ ସରଗର ଶଶୀ
ସରଗର ଶଶୀ ଦେବ ମୁକୁତା ବରଷି
ଆମ ଘରେ ଉଇଁଚିରେ ସରଗର ଶଶୀ



ତୋର ଏଇ ନୂଆ ନୂଆ କୁଆଁ କୁଆଁ କାନ୍ଦରେ
ଆମ ଏଇ ଛୋଟ ଘର ପୁରିଉଠେ ହସରେ
ତୋର ଏଇ ନୂଆ ନୂଆ କୁଆଁ କୁଆଁ କାନ୍ଦରେ
ଆମ ଏଇ ଛୋଟ ଘର ପୁରିଉଠେ ହସରେ
ପୁରିଉଠେ ହସରେ
ଆମ ଘରେ ଉଇଁଚିରେ ସରଗର ଶଶୀ
ଆମ ଘରେ ଉଇଁଚିରେ ସରଗର ଶଶୀ
ସରଗର ଶଶୀ ଦେବ ମୁକୁତା ବରଷି
ଆମ ଘରେ ଉଇଁଚିରେ ସରଗର ଶଶୀ



ଘୋଡା ଚଢି ବୁଲିବୁ ତୁ ରାଇଜରୁ ରାଇଜ
ଆମ ଘରେ ତତେ ନେଇ ଲାଗିଥିବ ମଉଜ
କାଲି ତୁହି ବଡ ହୋଇ ରଖିବୁ ତୋ ନାଆଁ ଟି
ଲୋକ ପଚାରିବେ ତୋର କିଏ ବାପା ମାଆ ଟି
କିଏ ବାପା ମାଆ ଟି
ଯେତେ ବଡ ହେଲେବି ତୁ ଦାଦି କୋଳେ ବସି
ଯେତେ ବଡ ହେଲେବି ତୁ ଦାଦି କୋଳେ ବସି
ସୁଖେ ଦୁଃଖେ ମୋର ତୁହି ରହିଥିବୁ ହସି
ଆମ ଘରେ ଉଇଁଚିରେ ସରଗର ଶଶୀ



ଭାଇ ମୋର ବରଗଛ ନୂଆ ବୋହୁ ଛାଈ
ସେ ଛାଈରେ ଖେଳୁଥିବା ଆମେ ପିଲା ହୋଇ
ଭାଇ ମୋର ଆକାଶ ତ ନୂଆ ବୋହୁ ଜହ୍ନ
ଏମିତି ରହିଥାଉ ସୁଖ ଚିରଦିନ
ଯେଉଁ ଘର ଅଗଣାରେ ହସୁଚି ତୁଳସୀ
ଯେଉଁ ଘର ଅଗଣାରେ ହସୁଚି ତୁଳସୀ
ସେଇ ଘର ଘର ନୁହେଁ ସରଗଠୁ ବେଶୀ
ଆମ ଘରେ ଉଇଁଚିରେ ସରଗର ଶଶୀ
ଆମ ଘରେ ଉଇଁଚିରେ ସରଗର ଶଶୀ

Ama Ghare Uinchire Saragara Sasi Your Astrology Guru Lyrics In Odia Language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00