Table of Contents
Your Astrology Guru Lyrics
ଆଜି ଏତେ କାଇଁ ସଜ ହୋଉ ଲୋ ସେତିକି ଥାଉ
Aji Ete Kain Saja Hou Lo Your Astrology Guru Lyrics In Odia Language
କାଇଁ ଲାଜେଇ ଲାଜେଇ ଚାହୁଁ ଲୋ ସେତିକି ଥାଉ
ଆଜି ଏତେ କାଇଁ ସଜ ହୋଉ ଲୋ ସେତିକି ଥାଉ
କାଇଁ ଲାଜେଇ ଲାଜେଇ ଚାହୁଁ ଲୋ ସେତିକି ଥାଉ
ଟିକିଲି ନାଉଚୁ ସୁନ୍ଦର ଦିଶୁଚୁ
ହେ ଟିକିଲି ନାଉଚୁ ସୁନ୍ଦର ଦିଶୁଚୁ
ସିନ୍ଦୁର ବୟସ ହୋଉ
ଥାଉ ଥାଉ ଥାଉ ଥାଉ ଲୋ
ଥାଉ ଥାଉ ଥାଉ ଥାଉ
ଥାଉ ଥାଉ ଥାଉ ଥାଉ ଲୋ
ଥାଉ ଥାଉ ଥାଉ ଥାଉ
ତୋ ଚାହାଣି ନୂଆକୁ ଓଢଣୀ ନୂଆ ଲୋ
ଶାରିଟେ ତୁ ନୂଆ ନୂଆ
ଆଇନା ଆଗରେ ସଜେଇ ହଉ ନା
ଆଲୋ ମୋ ସୁନା କନିଆ
ତୋ ଚାହାଣି ନୂଆକୁ ଓଢଣୀ ନୂଆ ଲୋ
ଶାରିଟେ ତୁ ନୂଆ ନୂଆ
ଆଇନା ଆଗରେ ସଜେଇ ହଉ ନା
ଆଲୋ ମୋ ସୁନା କନିଆ
ଅଳତା ନାଉଚୁ ପାଉଁଜି ପିନ୍ଧୁଚୁ
ହେ ଅଳତା ନାଉଚୁ ପାଉଁଜି ପିନ୍ଧୁଚୁ
ଝୁଣ୍ଟିଆ ବୟସ ହୋଉ
ଥାଉ ଥାଉ ଥାଉ ଥାଉ ଲୋ
ଥାଉ ଥାଉ ଥାଉ ଥାଉ
ଥାଉ ଥାଉ ଥାଉ ଥାଉ ଲୋ
ଥାଉ ଥାଉ ଥାଉ ଥାଉ
ଫଗୁଣ ଆଣିବ ତୋ ପାଇଁ ଅଭିର
ସିନ୍ଦୁର ଆଣିଚି ମୁଁ
ଶ୍ରାବଣ ଆଣିବ ତୋ ପାଇଁ ବରଷା
ଓଢଣୀ କିଣିବି ମୁଁ
ହେ ଫଗୁଣ ଆଣିବ ତୋ ପାଇଁ ଅଭିର
ସିନ୍ଦୁର ଆଣିଚି ମୁଁ
ଶ୍ରାବଣ ଆଣିବ ତୋ ପାଇଁ ବରଷା
ଓଢଣୀ କିଣିବି ମୁଁ
ଘାଗରା ପିନ୍ଧୁଚୁ ଚୁନି ଉଡଉଚୁ
ହେ ଘାଗରା ପିନ୍ଧୁଚୁ ଚୁନି ଉଡଉଚୁ
ପଣତ ବୟସ ହୋଉ
ଥାଉ ଥାଉ ଥାଉ ଥାଉ ଲୋ
ଥାଉ ଥାଉ ଥାଉ ଥାଉ
ଥାଉ ଥାଉ ଥାଉ ଥାଉ ଲୋ
ଥାଉ ଥାଉ ଥାଉ ଥାଉ
ଆଜି ଏତେ କାଇଁ ସଜ ହୋଉ ଲୋ ସେତିକି ଥାଉ
କାଇଁ ଲାଜେଇ ଲାଜେଇ ଚାହୁଁ ଲୋ ସେତିକି ଥାଉ
ଟିକିଲି ନାଉଚୁ ସୁନ୍ଦର ଦିଶୁଚୁ
ଟିକିଲି ନାଉଚୁ ସୁନ୍ଦର ଦିଶୁଚୁ
ସିନ୍ଦୁର ବୟସ ହୋଉ
ଥାଉ ଥାଉ ଥାଉ ଥାଉ ଲୋ
ଥାଉ ଥାଉ ଥାଉ ଥାଉ
Aji Ete Kain Saja Hou Lo Your Astrology Guru Lyrics In Odia Font
Thank You