Loading...

299 Big Street, Govindpur, India

Open daily 10:00 AM to 10:00 PM

Aji Ete Kain Saja Hou Lo Your Astrology Guru Lyrics In Odia Font

Babul Supriyo

Your Astrology Guru Lyrics

ଆଜି ଏତେ କାଇଁ ସଜ ହୋଉ ଲୋ ସେତିକି ଥାଉ


Aji Ete Kain Saja Hou Lo Your Astrology Guru Lyrics In Odia Language

ଆଜି ଏତେ କାଇଁ ସଜ ହୋଉ ଲୋ ସେତିକି ଥାଉ
କାଇଁ ଲାଜେଇ ଲାଜେଇ ଚାହୁଁ ଲୋ ସେତିକି ଥାଉ
ଆଜି ଏତେ କାଇଁ ସଜ ହୋଉ ଲୋ ସେତିକି ଥାଉ
କାଇଁ ଲାଜେଇ ଲାଜେଇ ଚାହୁଁ ଲୋ ସେତିକି ଥାଉ
ଟିକିଲି ନାଉଚୁ ସୁନ୍ଦର ଦିଶୁଚୁ
ହେ ଟିକିଲି ନାଉଚୁ ସୁନ୍ଦର ଦିଶୁଚୁ
ସିନ୍ଦୁର ବୟସ ହୋଉ
ଥାଉ ଥାଉ ଥାଉ ଥାଉ ଲୋ
ଥାଉ ଥାଉ ଥାଉ ଥାଉ
ଥାଉ ଥାଉ ଥାଉ ଥାଉ ଲୋ
ଥାଉ ଥାଉ ଥାଉ ଥାଉ

ତୋ ଚାହାଣି ନୂଆକୁ ଓଢଣୀ ନୂଆ ଲୋ
ଶାରିଟେ ତୁ ନୂଆ ନୂଆ
ଆଇନା ଆଗରେ ସଜେଇ ହଉ ନା
ଆଲୋ ମୋ ସୁନା କନିଆ
ତୋ ଚାହାଣି ନୂଆକୁ ଓଢଣୀ ନୂଆ ଲୋ
ଶାରିଟେ ତୁ ନୂଆ ନୂଆ
ଆଇନା ଆଗରେ ସଜେଇ ହଉ ନା
ଆଲୋ ମୋ ସୁନା କନିଆ
ଅଳତା ନାଉଚୁ ପାଉଁଜି ପିନ୍ଧୁଚୁ
ହେ ଅଳତା ନାଉଚୁ ପାଉଁଜି ପିନ୍ଧୁଚୁ
ଝୁଣ୍ଟିଆ ବୟସ ହୋଉ
ଥାଉ ଥାଉ ଥାଉ ଥାଉ ଲୋ
ଥାଉ ଥାଉ ଥାଉ ଥାଉ
ଥାଉ ଥାଉ ଥାଉ ଥାଉ ଲୋ
ଥାଉ ଥାଉ ଥାଉ ଥାଉ

ଫଗୁଣ ଆଣିବ ତୋ ପାଇଁ ଅଭିର
ସିନ୍ଦୁର ଆଣିଚି ମୁଁ
ଶ୍ରାବଣ ଆଣିବ ତୋ ପାଇଁ ବରଷା
ଓଢଣୀ କିଣିବି ମୁଁ
ହେ ଫଗୁଣ ଆଣିବ ତୋ ପାଇଁ ଅଭିର
ସିନ୍ଦୁର ଆଣିଚି ମୁଁ
ଶ୍ରାବଣ ଆଣିବ ତୋ ପାଇଁ ବରଷା
ଓଢଣୀ କିଣିବି ମୁଁ
ଘାଗରା ପିନ୍ଧୁଚୁ ଚୁନି ଉଡଉଚୁ
ହେ ଘାଗରା ପିନ୍ଧୁଚୁ ଚୁନି ଉଡଉଚୁ
ପଣତ ବୟସ ହୋଉ
ଥାଉ ଥାଉ ଥାଉ ଥାଉ ଲୋ
ଥାଉ ଥାଉ ଥାଉ ଥାଉ
ଥାଉ ଥାଉ ଥାଉ ଥାଉ ଲୋ
ଥାଉ ଥାଉ ଥାଉ ଥାଉ

ଆଜି ଏତେ କାଇଁ ସଜ ହୋଉ ଲୋ ସେତିକି ଥାଉ
କାଇଁ ଲାଜେଇ ଲାଜେଇ ଚାହୁଁ ଲୋ ସେତିକି ଥାଉ
ଟିକିଲି ନାଉଚୁ ସୁନ୍ଦର ଦିଶୁଚୁ
ଟିକିଲି ନାଉଚୁ ସୁନ୍ଦର ଦିଶୁଚୁ
ସିନ୍ଦୁର ବୟସ ହୋଉ
ଥାଉ ଥାଉ ଥାଉ ଥାଉ ଲୋ
ଥାଉ ଥାଉ ଥାଉ ଥାଉ


Aji Ete Kain Saja Hou Lo Your Astrology Guru Lyrics In Odia Font

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00