Loading...

299 Big Street, Govindpur, India

Open daily 10:00 AM to 10:00 PM

Aji Sanjaru Kahinki Your Astrology Guru Lyrics In Odia Font

Udit Narayan

Your Astrology Guru Lyrics

ଆଜି ସଞ୍ଜରୁ କାହିଁକି
ଆଖି ଓଦା ଲାଗୁଚି

Aji Sanjaru Kahinki Your Astrology Guru Lyrics In Odia Language


ଆଜି ସଞ୍ଜରୁ କାହିଁକି
ଆଖି ଓଦା ଲାଗୁଚି ହୁଁ ଓଦା ଓଦା ଲାଗୁଚି
ଆଜି ସଞ୍ଜରୁ କାହିଁକି ଆଖି ଓଦା ଲାଗୁଚି
ଆଜି ସଞ୍ଜରୁ କାହିଁକି ଆଖି ଓଦା ଲାଗୁଚି
ନିଜକୁ ପଚାରି ଉତ୍ତର ପାଇଲି
ନିଜକୁ ପଚାରି ଉତ୍ତର ପାଇଲି
କେହି ଜଣେ ମତେ ଆଜି ମନେ ପକଉଚି
ଆଜି ସଞ୍ଜରୁ କାହିଁକି
ଆଖି ଓଦା ଲାଗୁଚି ହାଁ ଓଦା ଓଦା ଲାଗୁଚି






ଶୀତୁଆ ଏ ସଞ୍ଜ ବାସେ ଅତର ଅତର
ହୃଦୟର ଗାଲିଚାରେ ଝରେ ମହୁ କାକର
ହୋ ଶୀତୁଆ ଏ ସଞ୍ଜ ବାସେ ଅତର ଅତର
ହୃଦୟର ଗାଲିଚାରେ ଝରେ ମହୁ କାକର
ଜହ୍ନକୁ ପଚାରି ଉତ୍ତର ପାଇଲି
ଜହ୍ନକୁ ପଚାରି ଉତ୍ତର ପାଇଲି
ଆପଣାର କେହି ଜଣେ ମନେ ପକଉଚି
ଆଜି ସଞ୍ଜରୁ କାହିଁକି
ଆଖି ଓଦା ଲାଗୁଚି ହାଁ ଓଦା ଓଦା ଲାଗୁଚି








ଚଗଲା ଏ ମନ ମୋର ଉଡେ଼ ଏଣେ ତେଣେ
ଲାଗେ ମତେ ପାଦଚିପି ଆସୁଚି କି ଜଣେ
ହେ ଚଗଲା ଏ ମନ ମୋର ଉଡେ଼ ଏଣେତେଣେ
ଲାଗେ ମତେ ପାଦଚିପି ଆସୁଚି କି ଜଣେ
ମନକୁ ପଚାରି ଉତ୍ତର ପାଇଲି
ମନକୁ ପଚାରି ଉତ୍ତର ପାଇଲି
ଆଜି ମୋର ପିଲାଦିନ ପ୍ରିୟା ଆସୁଅଛି
ଆଜି ସଞ୍ଜରୁ କାହିଁକି
ଆଖି ଓଦା ଲାଗୁଚି ହାଁ ଓଦା ଓଦା ଲାଗୁଚି
ହେ ହେ ହେ ହୁଁ ହୁଁ ହୁଁ ହୁଁ
ଲା ଲା ଲା ଲା ଲା ଲା
ହୁଁ.. ହୁଁ.. ହୁଁ..
ହେ ହେ ହେ…ଏ ହେ ହେ ହେ

Aji Sanjaru Kahinki Your Astrology Guru Lyrics In Odia Font





Aji Sanjaru Kanhinki
Akhi Oda Laguchi Hun Oda Oda Laguchi
Aji Sanjaru Kanhinki
Akhi Oda Laguchi
Aji Sanjaru Kanhinki
Akhi Oda Laguchi
Nijaku Pachari Utara Paili
Nijaku Pachari Utara Paili
Kehi Jane Mate Aji Mane Pakauchi
Aji Sanjaru Kanhinki
Akhi Oda Laguchi Hun Oda Oda Laguchi
Situa A Sanja Base Atara Atara
Hrudayara Galichare Jhare Mohu Kakara
Ho Situa A Sanja Base Atara Atara
Hrudayara Galichare Jhare Mohu Kakara
Jahnaku Pachari Utara Paili
Jahnaku Pachari Utara Paili
Apanara Kehi Jane Mane Pakauchi
Aji Sanjaru Kanhinki
Akhi Oda Laguchi Han
Oda Oda Laguchi
Chagala A Mana Mora Ude Ene Tene
Lage Mate Padachipi Asuchi Ki Jane
He Chagala A Mana Mora Ude Ene Tene
Lage Mate Padachipi Asuchi Ki Jane
Manaku Pachari Utara Paili
Manaku Pachari Utara Paili
Aji Mora Piladina Priya Asuachhi
Aji Sanjaru Kanhinki
Akhi Oda Laguchi Han
Oda Oda Laguchi
He He He Hun Hun Hun Hun
La La La La La La
Hun Hun Hun
He He He A He He He






Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00