Loading...

299 Big Street, Govindpur, India

Open daily 10:00 AM to 10:00 PM

Akhi Jete Katha Kahe Your Astrology Guru Lyrics In Odia Language

Ranjan Gaan

Your Astrology Guru Lyrics

ଆଖି ଯେତେ କଥା କହେ
ଓଠ କହି ପାରେ ନା

akhi jete katha kahe Your Astrology Guru Lyrics in odia language

ଆଖି ଯେତେ କଥା କହେ

ଓଠ କହି ପାରେ ନା
ଓଠ ମିଛ କହେ ହେଲେ
ଆଖି କେବେ ମିଛ କହେନା
ଆଖି ଯେତେ କଥା କହେ
ଓଠ କହି ପାରେ ନା
ଓଠ ମିଛ କହେ ହେଲେ
ଆଖି କେବେ ମିଛ କହେନା
ମନ କଥା ଯଦି କେହି
କହିବାକୁ କେବେ ଚାହେଁ
ଆଖିରେ ଦେଖିଲେ ତାର
ମନ କଥା ବୁଝି ହେବ ଛାଏଁ
ଆଖି ଏଇ ଆଖି
ଏଇ ଆଖିରୁ ପ୍ରେମର ଜନ୍ମ
ପ୍ରେମ ସେଇ ପ୍ରେମ
ପ୍ରେମ ଜୀବନର ଅନ୍ୟ ନାମ
ହୋ… ଆଖି ଏଇ ଆଖି
ଏଇ ଆଖିରୁ ପ୍ରେମର ଜନ୍ମ
ପ୍ରେମ ସେଇ ପ୍ରେମ
ପ୍ରେମ ଜୀବନର ଅନ୍ୟ ନାମ
ଆଖିରେ ନାଇଲେ କଜଳ
ପ୍ରିୟା ଦିଶେ ଯେ କେତେ ସୁନ୍ଦର
ଅଭିମାନରେ ସେ ଆଖିରୁ
ଝରେ ଲୁହ କେବେ ଧାର ଧାର
ଆଖିରେ ନାଇଲେ କଜଳ
ପ୍ରିୟା ଦିଶେ ଯେ କେତେ ସୁନ୍ଦର
ଅଭିମାନରେ ସେ ଆଖିରୁ
ଝରେ ଲୁହ କେବେ ଧାର ଧାର
ପ୍ରିୟାର ସେ ଦୁଇ ଆଖି
ଯେବେ ମୋ ଦୁଇ ଆଖିରେ ମିଶେ
ମନ ହୁଏ ପକ୍ଷୀ ପରି
ଉଡି ଯିବି କି ମୁଁ ଆକାଶେ
ଆଖି ଏଇ ଆଖି
ଏଇ ଆଖିରୁ ପ୍ରେମର ଜନ୍ମ
ପ୍ରେମ ସେଇ ପ୍ରେମ
ପ୍ରେମ ଜୀବନର ଅନ୍ୟ ନାମ
ହୋ….ଆଖି ଏଇ ଆଖି
ଏଇ ଆଖିରୁ ପ୍ରେମର ଜନ୍ମ
ପ୍ରେମ ସେଇ ପ୍ରେମ
ପ୍ରେମ ଜୀବନର ଅନ୍ୟ ନାମ
ଆଖିର ପଲକ ପଡିଲେ
ସ୍ବପ୍ନ ମଣିଷ ଦେଖେ ରାତିରେ
ଖୋଲା ଆଖିରେ ବି ମଣିଷ
କେବେ ହଜିଯାଏ ଭାବନାରେ
ଆଖିର ପଲକ ପଡିଲେ
ସ୍ବପ୍ନ ମଣିଷ ଦେଖେ ରାତିରେ
ଖୋଲା ଆଖିରେ ବି ମଣିଷ
କେବେ ହଜିଯାଏ ଭାବନାରେ
ଜୀବନରେ ସାଥିଟିଏ
ଖୋଜି ବୁଲୁଥାଏ ଏଇ ଆଖି
ଆଖି ଯେତେ ମୋର ଖର
ଆଖି ଯେତେ ମୋର ସାଖି
ଆଖି ଏଇ ଆଖି
ଏଇ ଆଖିରୁ ପ୍ରେମର ଜନ୍ମ
ପ୍ରେମ ସେଇ ପ୍ରେମ
ପ୍ରେମ ଜୀବନର ଅନ୍ୟ ନାମ
ହୋ….ଆଖି ଏଇ ଆଖି
ଏଇ ଆଖିରୁ ପ୍ରେମର ଜନ୍ମ
ପ୍ରେମ ସେଇ ପ୍ରେମ
ପ୍ରେମ ଜୀବନର ଅନ୍ୟ ନାମ
ଆଖି ଯେତେ କଥା କହେ
ଓଠ କହି ପାରେ ନା
ଓଠ ମିଛ କହେ ହେଲେ
ଆଖି କେବେ ମିଛ କହେନା
ମନ କଥା ଯଦି କେହି
କହିବାକୁ କେବେ ଚାହେଁ
ଆଖିରେ ଦେଖିଲେ ତାର
ମନ କଥା ବୁଝି ହେବ ଛାଏଁ
ଆଖି ଏଇ ଆଖି
ଏଇ ଆଖିରୁ ପ୍ରେମର ଜନ୍ମ
ପ୍ରେମ ସେଇ ପ୍ରେମ
ପ୍ରେମ ଜୀବନର ଅନ୍ୟ ନାମ
ହୋ….ଆଖି ଏଇ ଆଖି
ଏଇ ଆଖିରୁ ପ୍ରେମର ଜନ୍ମ
ପ୍ରେମ ସେଇ ପ୍ରେମ
ପ୍ରେମ ଜୀବନର ଅନ୍ୟ ନାମ

akhi jete katha kahe Your Astrology Guru Lyrics in odia language

Thank You
.

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00