Your Astrology Guru Lyrics
ଅନ୍ୟ ଏକ ବିଶ୍ଵରୂପ ଭିନ୍ନ ଏକ କୃଷ୍ଣ
Anya Eka Biswarupa Your Astrology Guru Lyrics In Odia Language
ଅନ୍ୟ ଏକ ବିଶ୍ଵରୂପ ଭିନ୍ନ ଏକ କୃଷ୍ଣ
ଅନ୍ୟ ଏକ ବିଶ୍ଵରୂପ ଭିନ୍ନ ଏକ କୃଷ୍ଣ
ଶ୍ରୀକ୍ଷେତ୍ରେ ଦର୍ଶନ କଲେ
ଶ୍ରୀକ୍ଷେତ୍ରେ ଦର୍ଶନ କଲେ ଜୀବନ ଧନ୍ୟ
ଅନ୍ୟ ଏକ ବିଶ୍ଵରୂପ ଭିନ୍ନ ଏକ କୃଷ୍ଣ
ଅନ୍ୟ ଏକ ବିଶ୍ଵରୂପ ଭିନ୍ନ ଏକ କୃଷ୍ଣ
କେଉଁ ଯୁଗେ କେହି କେବେ ଦେଖି ନାହିଁ
ଏମିତି ଏକ ମୂରତି
ହାତ ଅଧା ଅଧା ଗୋଡ ଅଧା ଅଧା
ହୋଇଚି ପୁଣି କେମିତି
ହୋ କେଉଁ ଯୁଗେ କେହି କେବେ ଦେଖି ନାହିଁ
ଏମିତି ଏକ ମୂରତି
ହାତ ଅଧା ଅଧା ଗୋଡ ଅଧା ଅଧା
ହୋଇଚି ପୁଣି କେମିତି
ତଥାପି ସେ ମନ ମୋହନ
ଉଆଁସ ଅନ୍ଧାରେ ସେତ
ଉଆଁସ ଅନ୍ଧାରେ ସେତ ପୁନେଇ ଜହ୍ନ
ଅନ୍ୟ ଏକ ବିଶ୍ଵରୂପ ଭିନ୍ନ ଏକ କୃଷ୍ଣ
ଅନ୍ୟ ଏକ ବିଶ୍ଵରୂପ ଭିନ୍ନ ଏକ କୃଷ୍ଣ
ଅବର୍ଣ୍ଣନୀୟ ସେ ଅଚିନ୍ତନୀୟ ସେ
ତୁଳନା ନାହିଁ ଯାହାର
ବିଚିତ୍ର ବର୍ଣ୍ଣା ସେ ବିରାଟ ରୂପ ସେ
କଳ୍ପନା ଶକ୍ତି ବାହାର
ଅବର୍ଣ୍ଣନୀୟ ସେ ଅଚିନ୍ତନୀୟ ସେ
ତୁଳନା ନାହିଁ ଯାହାର
ବିଚିତ୍ର ବର୍ଣ୍ଣା ସେ ବିରାଟ ରୂପ ସେ
କଳ୍ପନା ଶକ୍ତି ବାହାର
ଆହା କି ସେ ରୂପ ଲାବଣ୍ୟ
ଭାଗ୍ୟ ଥିଲେ ମିଳେ ସେହି
ଭାଗ୍ୟ ଥିଲେ ମିଳେ ସେହି ଦିବ୍ୟ ଦର୍ଶନ
ଅନ୍ୟ ଏକ ବିଶ୍ଵରୂପ ଭିନ୍ନ ଏକ କୃଷ୍ଣ
ଅନ୍ୟ ଏକ ବିଶ୍ଵରୂପ ଭିନ୍ନ ଏକ କୃଷ୍ଣ
ଶ୍ରୀକ୍ଷେତ୍ରେ ଦର୍ଶନ କଲେ
ଶ୍ରୀକ୍ଷେତ୍ରେ ଦର୍ଶନ କଲେ ଜୀବନ ଧନ୍ୟ
ଅନ୍ୟ ଏକ ବିଶ୍ଵରୂପ ଭିନ୍ନ ଏକ କୃଷ୍ଣ
ଅନ୍ୟ ଏକ ବିଶ୍ଵରୂପ ଭିନ୍ନ ଏକ କୃଷ୍ଣ
Anya Eka Biswarupa Your Astrology Guru Lyrics In Odia Language
Thank You