Loading...

299 Big Street, Govindpur, India

Open daily 10:00 AM to 10:00 PM

Akasha Tharu Besi Your Astrology Guru Lyrics In Odia Language

Kumar Bapi

Your Astrology Guru Lyrics

ଆକାଶ ଠାରୁ ବେଶି ତୁ ଉଦାର
ସାଗର ଠାରୁ ବେଶି ତୁ ଗଭୀର

Akasha Tharu Besi Tu Udara Your Astrology Guru Lyrics In Odia Language

ଆକାଶ ଠାରୁ ବେଶି ତୁ ଉଦାର
ସାଗର ଠାରୁ ବେଶି ତୁ ଗଭୀର
ଆକାଶ ଠାରୁ ବେଶି ତୁ ଉଦାର
ସାଗର ଠାରୁ ବେଶି ତୁ ଗଭୀର
ପୃଥିବୀ ଠାରୁ ବେଶି ଆପଣାର
ତୁହି ରେ ମୋର କଳା ଠାକୁର
ତୁହି ରେ ମୋର କଳା ଠାକୁର
ଆକାଶ ଠାରୁ ବେଶି ତୁ ଉଦାର
ସାଗର ଠାରୁ ବେଶି ତୁ ଗଭୀର


ଫୁଲ ଠାରୁ ତୋ ରୂପ ବେଶି ସୁନ୍ଦର
ମହୁ ଠାରୁ ତୋ ହସ ବେଶି ମଧୁର
ଫୁଲ ଠାରୁ ତୋ ରୂପ ବେଶି ସୁନ୍ଦର
ମହୁ ଠାରୁ ତୋ ହସ ବେଶି ମଧୁର
ଭଅଁର ଠାରୁ କଳା ତୋ ରଙ୍ଗ ଚକାଡୋଳା
ଇନ୍ଦ୍ରଧନୁରୁ ତୋ ରଙ୍ଗ ବାହାର
ତୁହି ରେ ମୋର କଳା ଠାକୁର
ତୁହି ରେ ମୋର କଳା ଠାକୁର
ଆକାଶ ଠାରୁ ବେଶି ତୁ ଉଦାର
ସାଗର ଠାରୁ ବେଶି ତୁ ଗଭୀର


ବର୍ଷା ଠାରୁ ତୋ କୃପା ବେଶି ବରଷେ
ମେଘ ଠାରୁ ତୋ ମାୟା ବେଶି ପରଶେ
ଓ..ବର୍ଷା ଠାରୁ ତୋ କୃପା ବେଶି ବରଷେ
ମେଘ ଠାରୁ ତୋ ମାୟା ବେଶି ପରଶେ
ବିଜୁଳି ଠାରୁ ବେଶି ତୋ ହସ ଯାଏ ଝଲସି
ପୁରୀକୁ ମତେ ଟାଣୁ ବାର ବାର
ତୁହି ରେ ମୋର କଳା ଠାକୁର
ତୁହି ରେ ମୋର କଳା ଠାକୁର

ଆକାଶ ଠାରୁ ବେଶି ତୁ ଉଦାର
ସାଗର ଠାରୁ ବେଶି ତୁ ଗଭୀର
ପୃଥିବୀ ଠାରୁ ବେଶି ଆପଣାର
ତୁହି ରେ ମୋର କଳା ଠାକୁର
ତୁହି ରେ ମୋର କଳା ଠାକୁର
ହଁ ତୁହି ରେ ମୋର କଳା ଠାକୁର
ତୁହି ରେ ମୋର କଳା ଠାକୁର

Akasha Tharu Besi Tu Udara Your Astrology Guru Lyrics In Odia Language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00