Loading...

299 Big Street, Govindpur, India

Open daily 10:00 AM to 10:00 PM

Asiba Asiba Jane Your Astrology Guru Lyrics In Odia Font

Your Astrology Guru Lyrics

ଆସିବ ଆସିବ ଜଣେ ଦିନେ ତ ଆସିବ

Asiba Asiba Jane Dineta Your Astrology Guru Lyrics In Odia Language


ଝିଅ
ଆସିବ ଆସିବ ଜଣେ ଦିନେ ତ ଆସିବ
ଆସିବ ଆସିବ ଜଣେ ଦିନେ ତ ଆସିବ
ମୁ ସିନା ଦେଖିବିନି ମୁ ସିନା ଜାଣିବିନି
କେବେ ତାର ମହକ ତ ବାସିବ
ଆସିବ ଆସିବ ଜଣେ ଦିନେ ତ ଆସିବ







ଝିଅ
ମୁ ସିନା ଦେଖିନି ହେଲେ ବହିଯାଏ ନଈ
ଫୁଲ ଫୁଟେ ଦିନେ ପୁଣି ପକ୍ଷୀ ଯାଏ ଗାଇ
ଆକାଶ ତଥାପି ନୀଳ ନିତି ଉଏଁ ଜହ୍ନ
ମୁ ସିନା ଦେଖିନି ନିଜେ ଦେଖିଚି ସପନ
ଆସିବ ଆସିବ ଜଣେ ଦିନେ ତ ଆସିବ
ଆସିବ ଆସିବ ଜଣେ ଦିନେ ତ ଆସିବ
ମୋ ମିଠା ସପନ ଯେତେ
ଫେରାଇ ଦେବ ସେ ମତେ
ମୋ ଲୁହରେ ହସ ବୋଳି ମିଶିବ
ଆସିବ ଆସିବ ଜଣେ ଦିନେ ତ ଆସିବ








ଝିଅ
ଶୁଖି ଆସେ ଧୀରେ ଧୀରେ ମୋ ଆଶାର ନଈ
ଜାଣେନା କା ପାଇଁ ଆଜି ବସିଚି ମୁଁ ଚାହିଁ
ଯାହା ଆଖିରେ ଦେଖିବି ମୁଁ ଏ ଦୁନିଆ ରୂପ
ଏଭଳି ମୋ ମନ ତଳେ ପୁଣି ଆଶା ଦୀପ
ପୁଅ
ଆସିଚି ଆସିଚି ଜଣେ ପିଆସି ଆସିଚି
ଆସିଚି ଆସିଚି ଜଣେ ପିଆସି ଆସିଚି
ଓଠରେ ତା ତୁମ ନାଁ ମନରେ ତା ତୁମ କଥା
ଆଖିରେ ତା ତୁମ ରୂପ ଭାସୁଚି
ଆସିଚି ଆସିଚି ଜଣେ ପିଆସି ଆସିଚି







ପୁଅ
ଆକାଶ ତଥାପି ନୀଳ ଝରୁଚି ବଉଳ
ତୁମରି ନରମ ନିଶା କରୁଚି ପାଗଳ
ମତେ ଥରେ ଛୁଅଁ ତମେ ପାରିବ ତ ଦେଖି
ଭଲ ପାଇବାରେ ଉଣା ନାହିଁ ତ ଏ ଆଖି
ପାଇଚି ପାଇଚି ହଁ ଭଲ ମୁଁ ପାଇଚି
ପାଇଚି ପାଇଚି ହଁ ଭଲ ମୁଁ ପାଇଚି
ଆକାଶରେ ତୋ ମନ ପବନରେ ତୋ ମନ
ମୋ ମନରେ ତୋ ମନ ଲେଖିଚି
ଆସିଚି ଆସିଚି ଜଣେ ପିଆସି ଆସିଚି

Asiba Asiba Jane Dineta Your Astrology Guru Lyrics In Odia Font




Jhia
Asiba Asiba Jane Dine Ta Asiba
Asiba Asiba Jane Dine Ta Asiba
Mu Sina Dekhibini Mu Sina Janibini
Kebe Tara Mahaka Ta Basiba
Asiba Asiba Jane Dine Ta Asiba
Jhia
Mu Sina Dekhini Hele Bahijae Nae
Fula Fute Dine Puni Pakhi Jae Gai
Akasa Tathapi Nila Niti Uen Janha
Mu Sina Dekhini Nije Dekhichi Sapana
Asiba Asiba Jane Dine Ta Asiba
Asiba Asiba Jane Dine Ta Asiba
Mo Mitha Sapana Jete
Ferai Deba Se Mate
Mo Luhare Hasa Boli Misiba
Asiba Asiba Jane Dine Ta Asiba
Jhia
Sukhi Ase Dhire Dhire Mo Ashara Nae
Janena Ka Pain Aji Basichi Mun Chanhi
Jaha Akhire Dekhibi Mun A Dunia Rupa
Abhali Mo Mana Tale Puni Asha Dipa
Pua
Asichi Asichi Jane Piasi Asichi
Asichi Asichi Jane Piasi Asichi
Othare Ta Tuma Naan Manare Ta Tuma Katha
Akhire Ta Tuma Rupa Bhasuchi
Asichi Asichi Jane Piasi Asichi
Pua
Akasa Tathapi Nila Jharuchhi Baula
Tumari Narama Nisa Karuchhi Pagala
Mate Thare Chuan Tame Pariba Ta Dekhi
Bhala Paibare Una Nahin Ta A Akhi
Paichi Paichi Han Bhala Mun Paichi
Paichi Paichi Han Bhala Mun Paichi
Akasare To Mana Pabanare To Mana
Mo Manare To Mana Lekhichi
Asichi Asichi Jane Piasi Asichi







Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00