Loading...

299 Big Street, Govindpur, India

Open daily 10:00 AM to 10:00 PM

Bada Thakura He Bada Thakura Your Astrology Guru Lyrics In Odia Language

Bhikari bala

Your Astrology Guru Lyrics

ବଡ ଠାକୁର ହେ ବଡ ଠାକୁର
ପଚାରିବ ତମ ସାନ ଭାଇକି

Bada Thakura He Bada Thakura Your Astrology Guru Lyrics In Odia Language

ବଡ ଠାକୁର ହେ ବଡ ଠାକୁର
ବଡ ଠାକୁର ହେ ବଡ ଠାକୁର
ପଚାରିବ ତମ ସାନ ଭାଇକି
ପଚାରିବ ତମ ସାନ ଭାଇକି
ହସିଲେ ହସୁଚି ଋଷିଲେ ଋଷୁଚି
ହସିଲେ ହସୁଚି ଋଷିଲେ ଋଷୁଚି
ଏଇ ଖେଳ ତାର କାହା ପାଇଁକି
ବଡ ଠାକୁର ହେ ବଡ ଠାକୁର
ବଡ ଠାକୁର ହେ ବଡ ଠାକୁର



ସଜ ତୁଳସୀରେ ନିତି ସଜ ହୁଏ
ଝଡା ତୁଳସୀକୁ ଆମକୁ ବଢାଏ
ଭାର ଭାର ଫୁଲେ ଲାଗି ହେଉଥାଏ
ବାସି ହଣ୍ଡା ମାଳ ଆମକୁ ବଢାଏ
ରାଧାଙ୍କୁ ଦେଖିଚି ଲକ୍ଷ୍ମୀଙ୍କୁ ଦେଖୁଚି
ରାଧାଙ୍କୁ ଦେଖିଚି ଲକ୍ଷ୍ମୀଙ୍କୁ ଦେଖୁଚି
ଏଇ ଭୋଳା ମୁହଁ କାହା ପାଇଁକି
ବଡ ଠାକୁର ହେ ବଡ ଠାକୁର
ବଡ ଠାକୁର ହେ ବଡ ଠାକୁର



ଭଳି ଭଳି ପାଟ ପତନି ଦେଖ ପିନ୍ଧୁଚି
ଚିରି ଦେଇ ସେଇ କପଡା ସିଏ ଦଉଚି
ଚନ୍ଦନ କର୍ପୁର ଆଳତି ଘେନୁଚି
ପୋଡା କଳା ଆମ ମଥାକୁ ଦଉଚି
ରାମ ହୋଇଥିଲା କୃଷ୍ଣ ହୋଇଥିଲା
ରାମ ହୋଇଥିଲା କୃଷ୍ଣ ହୋଇଥିଲା
ଦାରୁ ରୂପ ଏବେ କାହା ପାଇଁକି
ବଡ ଠାକୁର ହେ ବଡ ଠାକୁର
ବଡ ଠାକୁର ହେ ବଡ ଠାକୁର
ପଚାରିବ ତମ ସାନ ଭାଇକି
ପଚାରିବ ତମ ସାନ ଭାଇକି
ହସିଲେ ହସୁଚି ଋଷିଲେ ଋଷୁଚି
ହସିଲେ ହସୁଚି ଋଷିଲେ ଋଷୁଚି
ଏଇ ଖେଳ ତାର କାହା ପାଇଁକି
ବଡ ଠାକୁର ହେ ବଡ ଠାକୁର
ବଡ ଠାକୁର ହେ ବଡ ଠାକୁର
ବଡ ଠାକୁର ହେ ବଡ ଠାକୁର
ବଡ ଠାକୁର ହେ ବଡ ଠାକୁର


Bada Thakura He Bada Thakura Your Astrology Guru Lyrics In Odia Language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00