Your Astrology Guru Lyrics
ବଡ ଠାକୁର ହେ
ନୀଳ ଚକ୍ରେ ବାନା ଉଡୁଥାଉ
Bada Thakura He Nilachakre Bana Your Astrology Guru Lyrics In Odia Language
ବଡ ଠାକୁର ହେ…..
ବଡ ଠାକୁର ହେ…..
ନୀଳ ଚକ୍ରେ ବାନା ଉଡୁଥାଉ
ସେଇ ବାନା ଚାହିଁ ପିଣ୍ଡରୁ ପରାଣ
ସେଇ ବାନା ଚାହିଁ ପିଣ୍ଡରୁ ପରାଣ ଚାଲିଯାଉ
ନୀଳ ଚକ୍ରେ ବାନା ଉଡୁଥାଉ ଜଗନ୍ନାଥେ
ନୀଳ ଚକ୍ରେ ବାନା ଉଡୁଥାଉ
ବଡ ଠାକୁର ହେ…..
ବଡ ଠାକୁର ହେ…..
ନୀଳ ଚକ୍ରେ ବାନା ଉଡୁଥାଉ
ସେଇ ବାନା ଚାହିଁ ପିଣ୍ଡରୁ ପରାଣ
ସେଇ ବାନା ଚାହିଁ ପିଣ୍ଡରୁ ପରାଣ ଚାଲିଯାଉ
ନୀଳ ଚକ୍ରେ ବାନା ଉଡୁଥାଉ ଜଗନ୍ନାଥେ
ନୀଳ ଚକ୍ରେ ବାନା ଉଡୁଥାଉ
ଅନ୍ତରେ ତୁମକୁ ଜପେ ଦୀନବନ୍ଧୁ
ଗାଏ ସଦା ତୁମ ନାମ
ନୟନରେ ତୁମ ଛବି ନାଚୁ ଥାଉ
ଗୋଟିଏ ସ୍ପନ୍ଦନ ସମା
ଅନ୍ତରେ ତୁମକୁ ଜପେ ଦୀନବନ୍ଧୁ
ଗାଏ ସଦା ତୁମ ନାମ
ନୟନରେ ତୁମ ଛବି ନାଚୁ ଥାଉ
ଗୋଟିଏ ସ୍ପନ୍ଦନ ସମା
ଜଗା ସାଆନ୍ତେ ହୋ…..
ଜଗା ସାଆନ୍ତେ ହୋ ଶ୍ରୀକ୍ଷେତ୍ରରେ ଭିଡ ଲାଗିଯାଉ
ସେ ପୁଣ୍ୟ ଧାମରେ ପିଣ୍ଡରୁ ପରାଣ ଚାଲିଯାଉ
ସେଇ ବାନା ଚାହିଁ ପିଣ୍ଡରୁ ପରାଣ
ସେଇ ବାନା ଚାହିଁ ପିଣ୍ଡରୁ ପରାଣ ଚାଲିଯାଉ
ନୀଳ ଚକ୍ରେ ବାନା ଉଡୁଥାଉ ଜଗନ୍ନାଥେ
ନୀଳ ଚକ୍ରେ ବାନା ଉଡୁଥାଉ
ସଖା ସବୁଠାରୁ ହେଲେ ସାତ ପର
ଶ୍ରୀଚରଣେ ଆଶ୍ରା କରି
ଦିନେ ନାହିଁ ଦୁଃଖ ହେ ପଙ୍କଜମୁଖ
ଯାଉ ପଛେ ଦିନ ସରି
ସଖା ସବୁଠାରୁ ହେଲେ ସାତ ପର
ଶ୍ରୀଚରଣେ ଆଶ୍ରା କରି
ଦିନେ ନାହିଁ ଦୁଃଖ ହେ ପଙ୍କଜମୁଖ
ଯାଉ ପଛେ ଦିନ ସରି
ଚକା ଆଖି ଆହେ…..
ଚକା ଆଖି ଆହେ ବଡ଼ଦାଣ୍ଡେ ଚକ ଗଡୁଥାଉ
ଶରଧା ବାଲିରେ ପିଣ୍ଡରୁ ପରାଣ ଚାଲିଯାଉ
ସେଇ ବାନା ଚାହିଁ ପିଣ୍ଡରୁ ପରାଣ
ସେଇ ବାନା ଚାହିଁ ପିଣ୍ଡରୁ ପରାଣ ଚାଲିଯାଉ
ନୀଳ ଚକ୍ରେ ବାନା ଉଡୁଥାଉ ଜଗନ୍ନାଥେ
ନୀଳ ଚକ୍ରେ ବାନା ଉଡୁଥାଉ
ବଡ ଠାକୁର ହେ…..
ବଡ ଠାକୁର ହେ…..
ନୀଳ ଚକ୍ରେ ବାନା ଉଡୁଥାଉ
ସେଇ ବାନା ଚାହିଁ ପିଣ୍ଡରୁ ପରାଣ
ସେଇ ବାନା ଚାହିଁ ପିଣ୍ଡରୁ ପରାଣ ଚାଲିଯାଉ
ନୀଳ ଚକ୍ରେ ବାନା ଉଡୁଥାଉ ଜଗନ୍ନାଥେ
ନୀଳ ଚକ୍ରେ ବାନା ଉଡୁଥାଉ
ନୀଳ ଚକ୍ରେ ବାନା ଉଡୁଥାଉ ଜଗନ୍ନାଥେ
ନୀଳ ଚକ୍ରେ ବାନା ଉଡୁଥାଉ
ନୀଳ ଚକ୍ରେ ବାନା ଉଡୁଥାଉ ଜଗନ୍ନାଥେ
ନୀଳ ଚକ୍ରେ ବାନା ଉଡୁଥାଉ
ହେ ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ
ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ
ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ
ନୀଳ ଚକ୍ରେ ବାନା ଉଡୁଥାଉ ଜଗନ୍ନାଥେ
ନୀଳ ଚକ୍ରେ ବାନା ଉଡୁଥାଉ
ନୀଳ ଚକ୍ରେ ବାନା ଉଡୁଥାଉ ଜଗନ୍ନାଥେ
ନୀଳ ଚକ୍ରେ ବାନା ଉଡୁଥାଉ
Bada Thakura He Nilachakre Bana Uduthau Your Astrology Guru Lyrics In Odia Language
Thank You