Loading...

299 Big Street, Govindpur, India

Open daily 10:00 AM to 10:00 PM

Bada Thakure Ragichi Mu Your Astrology Guru Lyrics In Odia Language

Sricharan Mohanty

Your Astrology Guru Lyrics

ବଡ ଠାକୁରେ ବଡ ଠାକୁରେ
ରାଗିଚି ମୁଁ ତୁମ ଉପରେ

Bada Thakure Ragichi Mu Tuma Upare Your Astrology Guru Lyrics In Odia Language

ବଡ ଠାକୁରେ ବଡ ଠାକୁରେ
ବଡ ଠାକୁରେ ବଡ ଠାକୁରେ
ରାଗିଚି ମୁଁ ତୁମ ଉପରେ
ରାଗିଚି ମୁଁ ତୁମ ଉପରେ
ଗରିବ ବନ୍ଧୁକୁ ଭୁଲି ଗଲ ତମେ
ବଡ ଲୋକ ହେବା ପରେ
ଗରିବ ବନ୍ଧୁକୁ ଭୁଲି ଗଲ ତମେ
ବଡ ଲୋକ ହେବା ପରେ
ରାଗିଚି ମୁଁ ତୁମ ଉପରେ ଠାକୁରେ
ରାଗିଚି ମୁଁ ତୁମ ଉପରେ
ବଡ ଠାକୁରେ ବଡ ଠାକୁରେ
ବଡ ଠାକୁରେ ବଡ ଠାକୁରେ
ରାଗିଚି ମୁଁ ତୁମ ଉପରେ
ରାଗିଚି ମୁଁ ତୁମ ଉପରେ



ଗାମୁଛାରେ ବାନ୍ଧି ନେଇଥିଲି ଦିନେ
ଖାଇଲ ମୁଠାରୁ ଖୁଦ
ସେ କଥା ପାସୋରି ଯାଇଛ ହେ ହରି
ଖାଇକି ମହାପ୍ରସାଦ
ଗାମୁଛାରେ ବାନ୍ଧି ନେଇଥିଲି ଦିନେ
ଖାଇଲ ମୁଠାରୁ ଖୁଦ
ସେ କଥା ପାସୋରି ଯାଇଛ ହେ ହରି
ଖାଇକି ମହାପ୍ରସାଦ
କୁଡ଼ିଆ ବନ୍ଧୁକୁ ବଢିଆ ଠକିଲ
ରହି ବଡ ଦେଉଳରେ
କୁଡ଼ିଆ ବନ୍ଧୁକୁ ବଢିଆ ଠକିଲ
ରହି ବଡ ଦେଉଳରେ
ରାଗିଚି ମୁଁ ତୁମ ଉପରେ
ରାଗିଚି ମୁଁ ତୁମ ଉପରେ
ବଡ ଠାକୁରେ ବଡ ଠାକୁରେ
ବଡ ଠାକୁରେ ବଡ ଠାକୁରେ
ରାଗିଚି ମୁଁ ତୁମ ଉପରେ
ରାଗିଚି ମୁଁ ତୁମ ଉପରେ



ତମ ସାଥେ ବନ୍ଧୁ ଧୂଳି ଖେଳିଛି ମୁଁ
ବନରେ ଜଗିଛି ମୁଁ ଗାଈ
ପିଲା ଦିନ କଥା ତମର ଜମାରୁ
ମନେ ବୋଧେ ପଡୁ ନାହିଁ
ତମ ସାଥେ ବନ୍ଧୁ ଧୂଳି ଖେଳିଛି ମୁଁ
ବନରେ ଜଗିଛି ଗାଈ
ପିଲା ଦିନ କଥା ତମର ଜମାରୁ
ମନେ ବୋଧେ ପଡୁ ନାହିଁ
ଅଭାବୀ ବୋଲି ମୁଁ ଭାବ କାଟିଦେଲୁ
କିଛି ତ ମାଗିବା ଡରେ
ଅଭାବୀ ବୋଲି ମୁଁ ଭାବ କାଟିଦେଲୁ
କିଛି ତ ମାଗିବା ଡରେ
ରାଗିଚି ମୁଁ ତୁମ ଉପରେ
ରାଗିଚି ମୁଁ ତୁମ ଉପରେ
ବଡ ଠାକୁରେ ବଡ ଠାକୁରେ
ବଡ ଠାକୁରେ ବଡ ଠାକୁରେ
ରାଗିଚି ମୁଁ ତୁମ ଉପରେ ଠାକୁରେ
ରାଗିଚି ମୁଁ ତୁମ ଉପରେ

ଗରିବ ବନ୍ଧୁକୁ ଭୁଲି ଗଲ ତମେ
ବଡ ଲୋକ ହେବା ପରେ
ଗରିବ ବନ୍ଧୁକୁ ଭୁଲି ଗଲ ତମେ
ବଡ ଲୋକ ହେବା ପରେ
ରାଗିଚି ମୁଁ ତୁମ ଉପରେ ଠାକୁରେ
ରାଗିଚି ମୁଁ ତୁମ ଉପରେ
ବଡ ଠାକୁରେ ବଡ ଠାକୁରେ
ବଡ ଠାକୁରେ ବଡ ଠାକୁରେ
ରାଗିଚି ମୁଁ ତୁମ ଉପରେ
ରାଗିଚି ମୁଁ ତୁମ ଉପରେ
ରାଗିଚି ମୁଁ ତୁମ ଉପରେ
ରାଗିଚି ମୁଁ ତୁମ ଉପରେ


Bada Thakure Ragichi Mu Tuma Upare Your Astrology Guru Lyrics In Odia Language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00