Loading...

299 Big Street, Govindpur, India

Open daily 10:00 AM to 10:00 PM

Bainsi Bajila Radha Baharila Your Astrology Guru Lyrics In Odia Language

Suresh Wadekar

Your Astrology Guru Lyrics

ବଇଁଶୀ ବାଜିଲା ରାଧା ବାହାରିଲା
ଗୋପ ସାରା ହୁରି ପଡିଲା

Bainsi Bajila Radha Baharila Your Astrology Guru Lyrics In Odia Language

ବଇଁଶୀ ବାଜିଲା ରାଧା ବାହାରିଲା
ବଇଁଶୀ ବାଜିଲା ରାଧା ବାହାରିଲା
ଗୋପ ସାରା ହୁରି ପଡିଲା
ରାଧା ଗଲାଲୋ ଯମୁନା କୂଳେ
କାହ୍ନୁ ବସିଥିବ କଦମ୍ବ ମୂଳେ
ବଂଶୀ ବାଜୁଥିବ
ରାଧେ ରାଧେ ରାଧେ ରାଧେ
ବଇଁଶୀ ବାଜିଲା ରାଧା ବାହାରିଲା



ଗୋପ ସାରା ହେଲେ ଟୁପୁରୁ ଟାପର
କଥା ପଡିଗଲା ବଜାର ହାଟେ
ସରମରେ ରାଧା ଘରୁ ବାହାରୁନି
ଗୋପ ବାଳି ଆସି ଡାକନ୍ତି କେତେ
ଗୋପ ସାରା ହେଲେ ଟୁପୁରୁ ଟାପର
କଥା ପଡିଗଲା ବଜାର ହାଟେ
ସରମରେ ରାଧା ଘରୁ ବାହାରୁନି
ଗୋପ ବାଳି ଆସି ଡାକନ୍ତି କେତେ
ଅସଗୋ ରାଇ ଯିବା ଗାଧୋଇ
ବାଟେ ବସିଥିବ କଳା କହେଁଇ
ବଂଶୀ ବାଜୁଥିବ
ରାଧେ ରାଧେ ରାଧେ ରାଧେ
ବଇଁଶୀ ବାଜିଲା ରାଧା ବାହାରିଲା



ନିନ୍ଦା ଅପବାଦ ସହୁଚି ଲୋ ଯେତେ
ଛାତିକୁ ପଥର କରିବ କେତେ
ଝାଉଁଳି ପଡିଚି ଦୁଃଖୀ ରାଧା ଗୋରୀ
ମନ ମାରି ସିଏ ବସିଚି ସତେ
ନିନ୍ଦା ଅପବାଦ ସହୁଚି ଲୋ ଯେତେ
ଛାତିକୁ ପଥର କରିବ କେତେ
ଝାଉଁଳି ପଡିଚି ଦୁଃଖୀ ରାଧା ଗୋରୀ
ମନ ମାରି ସିଏ ବସିଚି ସତେ
କାନକୁ ପାରି ଶୁଣିଲା ଗୋରୀ
ଡାକୁଚି କି ତାକୁ କଳା କହେଁଇ
ବଂଶୀ ବାଜୁଛି କି
ରାଧେ ରାଧେ ରାଧେ ରାଧେ
ବଇଁଶୀ ବାଜିଲା ରାଧା ବାହାରିଲା
ବଇଁଶୀ ବାଜିଲା ରାଧା ବାହାରିଲା
ଗୋପ ସାରା ହୁରି ପଡିଲା
ରାଧା ଗଲାଲୋ ଯମୁନା କୂଳେ
କାହ୍ନୁ ବସିଥିବ କଦମ୍ବ ମୂଳେ
ବଂଶୀ ବାଜୁଥିବ
ରାଧେ ରାଧେ ରାଧେ ରାଧେ

Bainsi Bajila Radha Baharila Your Astrology Guru Lyrics In Odia Language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00