Loading...

299 Big Street, Govindpur, India

Open daily 10:00 AM to 10:00 PM

Baja He Krushna Keshab Your Astrology Guru Lyrics In Odia Font

Sourav Nayak

Your Astrology Guru Lyrics

ବଜା ହେ କୃଷ୍ଣ କେଶବ
ପଞ୍ଚଜନ୍ୟ ଶଙ୍ଖ

Baja He Krushna Keshab Your Astrology Guru Lyrics In Odia Font

ବଜା ହେ କୃଷ୍ଣ କେଶବ
ପଞ୍ଚଜନ୍ୟ ଶଙ୍ଖ
ଓଳିଏ ବାକି ଅଛି ମହାଭାରତ
ଓଳିଏ ବାକି ଅଛି ମହାଭାରତ
ବଜା ହେ କୃଷ୍ଣ କେଶବ
ପଞ୍ଚଜନ୍ୟ ଶଙ୍ଖ
ଓଳିଏ ବାକି ଅଛି ମହାଭାରତ
ଓଳିଏ ବାକି ଅଛି ମହାଭାରତ
ସରି ଯିବ କଳି ଯୁଗ…
ସରି ଯିବ କଳି ଯୁଗ…
ସରି ଯିବ ଏ ଆରତ…
ସରି ଯିବ ଏ ଆରତ…
ବଜା ହେ କୃଷ୍ଣ କେଶବ
ପଞ୍ଚଜନ୍ୟ ଶଙ୍ଖ
ଓଳିଏ ବାକି ଅଛି ମହାଭାରତ
ଓଳିଏ ବାକି ଅଛି ମହାଭାରତ


ତୁମେ ତ ସମୟ ତୁମେ ଅସମୟ
ତୁମେ ଯେ ପ୍ରଳୟ ସୃଷ୍ଟି
ତୁମେ ଯୁଗମୟ ତୁମେ ଯୁଗାନ୍ତର
ତୁମେ ଯେ ସତ୍ୟ ସାରଥୀ
ଧର୍ମ କ୍ଷେତ୍ର ଶଙ୍ଖ କ୍ଷେତ୍ର
ଧର୍ମ କ୍ଷେତ୍ର ଶଙ୍ଖ କ୍ଷେତ୍ର
କୁରୁକ୍ଷେତ୍ର ଏ ଭାରତ…
କୁରୁକ୍ଷେତ୍ର ଏ ଭାରତ…
ବଜା ହେ କୃଷ୍ଣ କେଶବ
ପଞ୍ଚଜନ୍ୟ ଶଙ୍ଖ
ଓଳିଏ ବାକି ଅଛି ମହାଭାରତ
ଓଳିଏ ବାକି ଅଛି ମହାଭାରତ


ତୁମେ ଜଗନ୍ନାଥ ଭଗବାନ କୃଷ୍ଣ
ତୁମେ ତ କଳିର କଳ୍କୀ
ଚକାଆଖି ଥାଇ ଭକତ ଆରତ
ତୁମେ କି ପାରୁନ ଦେଖି
ଦୁଷ୍ଟ ଟାଳି ସନ୍ଥ ପାଳି
ଦୁଷ୍ଟ ଟାଳି ସନ୍ଥ ପାଳି
ରକ୍ଷାକର ଏ ଜଗତ…
ରକ୍ଷାକର ଏ ଜଗତ…

ବଜା ହେ କୃଷ୍ଣ କେଶବ
ପଞ୍ଚଜନ୍ୟ ଶଙ୍ଖ
ଓଳିଏ ବାକି ଅଛି ମହାଭାରତ
ଓଳିଏ ବାକି ଅଛି ମହାଭାରତ
ସରି ଯିବ କଳି ଯୁଗ…
ସରି ଯିବ କଳି ଯୁଗ…
ସରି ଯିବ ଏ ଆରତ…
ସରି ଯିବ ଏ ଆରତ…
ବଜା ହେ କୃଷ୍ଣ କେଶବ
ପଞ୍ଚଜନ୍ୟ ଶଙ୍ଖ
ଓଳିଏ ବାକି ଅଛି ମହାଭାରତ
ଓଳିଏ ବାକି ଅଛି ମହାଭାରତ
ଓଳିଏ ବାକି ଅଛି ମହାଭାରତ
ଓଳିଏ ବାକି ଅଛି ମହାଭାରତ

Baja He Krushna Keshab Your Astrology Guru Lyrics In Odia Language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00