Your Astrology Guru Lyrics
ବଂଶୀରେ ପ୍ରେମରେ ତୋ ସାତ ସୁର ବନ୍ଧା
Bansire Premare To Your Astrology Guru Lyrics In Odia Language
ବଂଶୀରେ ପ୍ରେମରେ ତୋ ସାତ ସୁର ବନ୍ଧା
ବଂଶୀରେ ପ୍ରେମରେ ତୋ ସାତ ସୁର ବନ୍ଧା
ଯେଉଁ ସୁରେ ତୁ ବାଜିଲେ ଶୁଭେ ରାଧା ରାଧା
ଶୁଭେ ରାଧା ରାଧା
ଯେଉଁ ସୁରେ ତୁ ବାଜିଲେ ଶୁଭେ ରାଧା ରାଧା
ଶୁଭେ ରାଧା ରାଧା
ବଂଶୀରେ ପ୍ରେମରେ ତୋ ସାତ ସୁର ବନ୍ଧା
ବଂଶୀରେ ପ୍ରେମରେ ତୋ ସାତ ସୁର ବନ୍ଧା
ବାଉଁଶ ଖଣ୍ଡେ ତୁ ଏମିତି ପୀରତି କାହୁଁ ଶିଖିଲୁ
ବରଜନଗରେ କୁଳର ନାରୀକୁ କୁଳଟ କଲୁ
ବାଉଁଶ ଖଣ୍ଡେ ତୁ ଏମିତି ପୀରତି କାହୁଁ ଶିଖିଲୁ
ବରଜନଗରେ କୁଳର ନାରୀକୁ କୁଳଟ କଲୁ
ଯମୁନା କୂଳେ କଦମ୍ବ ମୂଳେ
ଯମୁନା କୂଳେ କଦମ୍ବ ମୂଳେ
ବୁଡାଇ ମାରିଲୁ ପୀରତିର ଜଳେ
ସୁରେ ସୁରେ ଡ଼ାକି ନେଇ ବୋଳି ଦେଲୁ ନିନ୍ଦା
ବଂଶୀରେ ପ୍ରେମରେ ତୋ ସାତ ସୁର ବନ୍ଧା
ବଂଶୀରେ ପ୍ରେମରେ ତୋ ସାତ ସୁର ବନ୍ଧା
ଏବେ ସେ କହେଁଇ ଗୋପପୁରେ ନାହିଁ ଶ୍ରୀକ୍ଷେତ୍ରେ ଅଛି
ପୀରତି କୁଞ୍ଜରୁ ଭକତି କୁଞ୍ଜକୁ ଚାଲି ଆସିଛି
ଏବେ ସେ କହେଁଇ ଗୋପପୁରେ ନାହିଁ ଶ୍ରୀକ୍ଷେତ୍ରେ ଅଛି
ପୀରତି କୁଂଜରୁ ଭକତି କୁଞ୍ଜକୁ ଚାଲି ଆସିଛି
ହାତଯେ ନାହିଁ ଧରିବା ପାଇଁ
ହାତଯେ ନାହିଁ ଧରିବା ପାଇଁ
ବଂଶୀରେ ଆଉ ତୁ ବାଜିବୁରେ କାହିଁ
କୋଟି କୋଟି ରାଧା ଏଠି ନାହିଁ ଟିକେ ନିନ୍ଦା
ବଂଶୀରେ ପ୍ରେମରେ ତୋ ସାତ ସୁର ବନ୍ଧା
ବଂଶୀରେ ପ୍ରେମରେ ତୋ ସାତ ସୁର ବନ୍ଧା
ଯେଉଁ ସୁରେ ତୁ ବାଜିଲେ ଶୁଭେ ରାଧା ରାଧା
ଶୁଭେ ରାଧା ରାଧା
ଯେଉଁ ସୁରେ ତୁ ବାଜିଲେ ଶୁଭେ ରାଧା ରାଧା
ଶୁଭେ ରାଧା ରାଧା
ବଂଶୀରେ ପ୍ରେମରେ ତୋ ସାତ ସୁର ବନ୍ଧା
ବଂଶୀରେ ପ୍ରେମରେ ତୋ ସାତ ସୁର ବନ୍ଧା
Bansire Premare To Sata Sura Bandha Your Astrology Guru Lyrics In Odia Language
Thank You