Loading...

299 Big Street, Govindpur, India

Open daily 10:00 AM to 10:00 PM

Satya Juge Maa Go Your Astrology Guru Lyrics In Odia Language

Arabinda Muduli

Your Astrology Guru Lyrics

ସତ୍ୟଯୁଗେ ମା ଗୋ ମହିଷାମର୍ଦିନୀ

ଅଗ୍ନିଶମ୍ବୁତା ମା ଅଷ୍ଟଭୁଜେ

satya juge maa go Your Astrology Guru Lyrics in odia language

ସତ୍ୟଯୁଗେ ମା ଗୋ…..

ସତ୍ୟଯୁଗେ ମା ଗୋ ମହିଷାମର୍ଦିନୀ

ଅଗ୍ନିଶମ୍ବୁତା ମା ଅଷ୍ଟଭୁଜେ
ଦୁର୍ଗେ ଦୁର୍ଗେ ଦୁର୍ଗେ ଚରଣ କମଳ ତୋ ବନ୍ଦେ
ଦୁର୍ଗେ ଦୁର୍ଗେ ଚରଣ କମଳ ତୋ ବନ୍ଦେ
ତୁହି ମହାମାୟୀ ତୁହି ଆଦ୍ୟାଶକ୍ତି
ତୁହି ମହାମାୟୀ ତୁହି ଆଦ୍ୟାଶକ୍ତି
ସର୍ବ ଶକ୍ତିର ଆଧାର ତୁଯେ
ଦୁର୍ଗେ ଦୁର୍ଗେ ଦୁର୍ଗେ ଚରଣ କମଳ ତୋ ବନ୍ଦେ
ଦୁର୍ଗେ ଦୁର୍ଗେ ଚରଣ କମଳ ତୋ ବନ୍ଦେ
ତ୍ରେତୟାରେ ତୋ ଚରଣ ପୂଜିଲେ ଶ୍ରୀରାମ
ହାରି ଦଶାନନ ସୀତା କଲେ ଉଧାରଣ
ତ୍ରେତୟାରେ ତୋ ଚରଣ ପୂଜିଲେ ଶ୍ରୀରାମ
ତ୍ରେତୟାରେ ତୋ ଚରଣ ପୂଜିଲେ ଶ୍ରୀରାମ
ହାରି ଦଶାନନ ସୀତା କଲେ ଉଧାରଣ
ଦ୍ଵାପରେ ବିଜୁଳି……
ଦ୍ଵାପରେ ବିଜୁଳି କନ୍ୟା ତୁ ବୋଲାଇ
ଦ୍ଵାପରେ ବିଜୁଳି କନ୍ୟା ତୁ ବୋଲାଇ
କଂସ ହାତୁ ଖସି ଗଲୁ ଗୋପେ
ଦୁର୍ଗେ ଦୁର୍ଗେ ଦୁର୍ଗେ ଚରଣ କମଳ ତୋ ବନ୍ଦେ
ଦୁର୍ଗେ ଦୁର୍ଗେ ଚରଣ କମଳ ତୋ ବନ୍ଦେ
କଳିଜୁଗେ ଦୟାମୟି କ୍ଷମାଶିଳା ରୂପେ
କଳିଜୁଗେ ଦୟାମୟି କ୍ଷମାଶିଳା ରୂପେ
ତାରିଣୀ ନାମରେ ବିଜେ ଘଟଗାଁ ବାଟେ
କଳିଜୁଗେ ଦୟାମୟି କ୍ଷମାଶିଳା ରୂପେ
କଳିଜୁଗେ ଦୟାମୟି କ୍ଷମାଶିଳା ରୂପେ
ତାରିଣୀ ନାମରେ ବିଜେ ଘଟଗାଁ ବାଟେ
ତାରିବା କାରଣେ……
ତାରିବା କାରଣେ ବସିଛୁ ମା ଲୋ
ତାରିବା କାରଣେ ବସିଛୁ ମା ଲୋ
ଜୁହାର କରୁଛି ତୋର ପଦେ
ବନ୍ଦେ ବନ୍ଦେ ବନ୍ଦେ ଚରଣ କମଳ ତୋ ବନ୍ଦେ
ଦୁର୍ଗେ ଦୁର୍ଗେ ଚରଣ କମଳ ତୋ ବନ୍ଦେ
ସତ୍ୟଯୁଗେ ମା ଗୋ…..
ସତ୍ୟଯୁଗେ ମା ଗୋ ମହିଷାମର୍ଦିନୀ
ଅଗ୍ନିଶମ୍ବୁତା ମା ଅଷ୍ଟଭୁଜେ
ଦୁର୍ଗେ ଦୁର୍ଗେ ଦୁର୍ଗେ ଚରଣ କମଳ ତୋ ବନ୍ଦେ
ଚରଣ କମଳ ତୋ ବନ୍ଦେ
ଚରଣ କମଳ ତୋ ବନ୍ଦେ

satya juge maa go mahisamardini Your Astrology Guru Lyrics in odia language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00