Table of Contents
Your Astrology Guru Lyrics
ବର୍ଷା ପଡ଼ିଲାଣି କେମିତି ଯିବା
Barsa Padilani Kemiti Jiba Your Astrology Guru Lyrics In Odia Language
ବର୍ଷା ପଡ଼ିଲାଣି କେମିତି ଯିବା
ଝିଅ
ଯିବା କଥା ଆମେ ପରେ ଭାବିବା
ଏମିତି ପାଗରେ ହେଇଛୁ ଦେଖା
ପୁଅ
ତମେ ବି ଏକା କୁ ମୁଁ ବି ଏକା
ଝିଅ
ତିନ୍ତି ତିନ୍ତି ଚାଲ ମଜା କରିବା
ପୁଅ
ବର୍ଷା
ଝିଅ
ହୋ ହୋ ବର୍ଷା
ପୁଅ
ବର୍ଷା ପଡ଼ିଲାଣି କେମିତି ଯିବା
ଝିଅ
ଯିବା କଥା ଆମେ ପରେ ଭାବିବା
ପୁଅ
ଲା ଲା ଲା ଲା ହୋ..
ଝିଅ
ଲା ଲା ଲା ଲା ହୋ…
ପୁଅ
ସାଧବ ବୋହୁ ଲୋ ସାଧବ ବୋହୁ
ଝଡ ବରଷାରେ କୁଆଡେ ଯାଉ
ଝିଅ
ମୋ ସାଧବ ଯାଇଛି ନଇ ସେପାରି
ବେଳ ଗଡ଼ିଲାଣି ଆସିନି ଫେରି
ପୁଅ
ଆ ସାଧବକୁ ନେଇ ଆସିବା
ଝିଅ
ବର୍ଷା
ପୁଅ
ଓ ହୋ ବର୍ଷା
ଝିଅ
ଏ ହେ ବର୍ଷା ପଡ଼ିଲାଣି କେମିତି ଯିବା
ପୁଅ
ଯିବା କଥା ଆମେ ପରେ ଭାବିବା
ପୁଅ
ଲା ଲା ଲା ଲା ହୋ ହୋ ହୋ
ଝିଅ
ଓ ଓ ଓ ଆ ଆ ଆ
ପୁଅ
କାଖରେ ଧରି ଏ ସୁନା କଳସି
କୁଆଡେ ଯାଉ ଲୋ ଷୋଳ ବୟସି
ଝିଅ
ପାଣି ବାହାନାରେ ଆସିଛି ଖସି
ତୋ ପାଇଁ ସାଜିଛି ମୁଁ ବାରମାସୀ
ପୁଅ
ଆ ବାରମାସୀ ପଳେଇ ଯିବା
ବର୍ଷା
ଝିଅ
ଓ ହୋ ବର୍ଷା
ପୁଅ
ଉଁ ହୁଁ ବର୍ଷା ଛଡିଲାଣି ଚାଲ ଫେରିବା
ଝିଅ
ଓଦା ଲୁଗାରେ କେମିତି ଯିବା
ଲୁଗା ଶୁଖିଗଲେ ଆମେ ଫେରିବା
ପୁଅ
ବେଶି ଡେରି ହେଲେ ଧରା ପଡିବା
ଝିଅ
ଧରା ପଡିଗଲେ ମିଛ କହିବା
ପୁଅ
ବର୍ଷା
ଝିଅ
ଓ ହୋ ବର୍ଷା
ପୁଅ
ଉଁ ହୁଁ ବର୍ଷା ଛଡିଲାଣି ଚାଲ ଫେରିବା
ଝିଅ
ବର୍ଷା ଛଡିଲାଣି ଚାଲ ଫେରିବା
ପୁଅ
ଲା ଲା ଲା ଲା ହୋ ହୋ ହୋ
ଝିଅ
ହୋ ହୋ ହୋ ଆ ଆ
ପୁଅ-ଓ-ଝିଅ
ହୁଁ ହୁଁ ହୁଁ ହୁଁ ହୁଁ
Barsa Padilani Kemiti Jiba Your Astrology Guru Lyrics In English Font
Pua
Barsha Padilani Kemiti Jiba
Jhia
Jiba Katha Ame Pare Bhabiba
Amiti Pagare Heichhu Dekha
Pua
Tame Bi Eka Ku Mu Bi Eka
Jhia
Tinti Tinti Chala Maja Kariba
Pua
Barsha
Jhia
Ho Ho Barsha
Pua
Barsha Padilani Kemiti Jiba
Jhia
Jiba Katha Ame Pare Bhabiba
Pua
La La La La Ho
Jhia
La La La La Ho
Pua
Sadhaba Bohu Lo Sadhaba Bohu
Jhada Barasare Kuade Jau
Jhia
Mo Sadhaba Jaichhi Nai Separi
Bela Gadilani Asini Feri
Pua
Aa Sadhabaku Nei Asiba
Jhia
Barsha
Pua
O Ho Barsha
Jhia
A He Barsha Padilani Kemiti Jiba
Pua
Jiba Katha Ame Pare Bhabiba
Pua
La La La La Ho Ho Ho
Jhia
O O O Aa Aa Aa
Pua
Kakhare Dhari A Suna Kalasi
Kuade Jau Lo sola Bayasi
Jhia
Pani Bahanare Asichhi Khasi
To Pai Sajichhi Mu Baramasi
Pua
A Baramasi Palei Jiba
Barsha
Jhia
O Ho Barsha
Pua
U Hu Barsha Chhadilani Chala Feriba
Jhia
Oda Luga Re Kemiti Jiba
Luga Sukhigale Ame Feriba
Pua
Besi Deri Hele Dhara Padiba
Jhia
Dhara Padigale Michha Kahiba
Pua
Barsha
Jhia
O Ho Barsha
Pua
U Hu Barsha Chhadilani Chala Feriba
Jhia
Barsha Chhadilani Chala Feriba
Pua
La La La La Ho Ho Ho
Jhia
Ho Ho Ho Aa Aa
Pua-O-Jhia
Hu Hu Hu Hu Hu
Thank You