Loading...

299 Big Street, Govindpur, India

Open daily 10:00 AM to 10:00 PM

Chhota Ae Hrudayaku Your Astrology Guru Lyrics In Odia Font

Ira Mohanty Udit Narayan

Your Astrology Guru Lyrics

ଛୋଟ ଏଇ ହୃଦୟକୁ ରଖିଥିଲି ସାଇତି

Chhota Ae Hrudayaku Your Astrology Guru Lyrics In Odia Language

ଝିଅ
ଛୋଟ ଏଇ ହୃଦୟକୁ ରଖିଥିଲି ସାଇତି
ଛୋଟ ଏଇ ହୃଦୟକୁ ରଖିଥିଲି ସାଇତି
କହିବ କି କେତେ ବେଳ
କହିବ କି କେତେ ବେଳ
ଚୋରି କଲ କେମିତି
ପୁଅ
ମହକ ଚୋରାଇ ନିଏ ଚଇତାଳି ଯେମିତି
ନିଦକୁ ଚୋରାଇ ନିଏ ଜହ୍ନ ରାତି ଯେମିତି
ଜାଣିନ କି ଚୋରି ଚୋରି
ଜାଣିନ କି ଚୋରି ଚୋରି
ପ୍ରେମ ହୁଏ ଏମିତି
ଝିଅ
ଓ…ଛୋଟ ଏଇ ହୃଦୟକୁ ରଖିଥିଲି ସାଇତି
ଛୋଟ ଏଇ ହୃଦୟକୁ ରଖିଥିଲି ସାଇତି


ପୁଅ
ଏଇ ମୋ ଜୀବନ ଥିଲା
ନିଛାଟିଆ ଚଟି ଘର
ହୋ ତମେ ସେ ଘରକୁ ଦେଲ
ଫଗୁଣର ପ୍ରୀତି ଫୁଲ
ଝିଅ
ହୋ ଏଇ ମୋ ଜୀବନ ଥିଲା
ଏକୁଟିଆ ନଇ କୂଳ
ତମେ ତ କୂଳରେ ବସି
ବଂଶୀରେ ତୋଳିଲ ସୁର
ପୁଅ
ବଂଶୀକୁ ଅଧୀର କରେ ନଇ କୂଳ ଯେମିତି
ଗୀତକୁ ମଧୁର କରେ ସାତ ସୁର ଯେମିତି
ହୋ ଜାଣିନ କି ସେଇ ସୁର
ଜାଣିନ କି ସେଇ ସୁର
ମିଠା ଲାଗେ ଏମିତି
ଝିଅ
ହୋ ଛୋଟ ଏଇ ହୃଦୟକୁ ରଖିଥିଲି ସାଇତି
ଛୋଟ ଏଇ ହୃଦୟକୁ ରଖିଥିଲି ସାଇତି


ଝିଅ
ତୁମରି ଆସିବା ଜାଣି
ଅଝଟିଆ ହେଲା ରାତି
ତୁମେ ସେ ରାତିକୁ ଦେଲ
ସୁନା ଝରା କିଛି ସ୍ମୁତି
ପୁଅ
ହୋ ତୁମରି ଆସିବା ପରେ
ଅମାନିଆ ହେଲା ମନ
ହାଏ ତୁମେ ସେ ମନକୁ ଦେଲ
ମଧୁ ଝରା କିଛି ସ୍ବପ୍ନ
ଝିଅ
ସ୍ବପ୍ନକୁ ରଙ୍ଗେଈ ଦିଏ ଇନ୍ଦ୍ରଧନୁ ଯେମିତି
ବନକୁ ସଜେଇ ଦିଏ ପ୍ରଜାପତି ଯେମିତି
ହୋ ଜାଣିଗଲି ପ୍ରେମ ହେଲେ
ଜାଣିଗଲି ପ୍ରେମ ହେଲେ
ହେଇଯାଏ ଏମିତି
ଛୋଟ ଏଇ ହୃଦୟକୁ ରଖିଥିଲି ସାଇତି
ଛୋଟ ଏଇ ହୃଦୟକୁ ରଖିଥିଲି ସାଇତି

Chhota Ae Hrudayaku Your Astrology Guru Lyrics In Odia Font


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00