Table of Contents
Your Astrology Guru Lyrics
ନୀରବରେ ବସିବାକୁ
Bele Bele Ichha Hue Your Astrology Guru Lyrics In Odia Language
ନୀରବରେ ବସିବାକୁ
ବେଳେ ବେଳେ ଇଛା ହୁଏ
ମନ ଖୋଲି ହସିବାକୁ
ବେଳେ ବେଳେ ଇଛା ହୁଏ
ବେଳେ ବେଳେ ଇଛା ହୁଏ
ଅତୀତର ଆଇନାରେ
ନିଜ ମୁହଁ ଦେଖିବାକୁ
ବେଳେ ବେଳେ ଇଛା ହୁଏ
ନୀରବରେ ବସିବାକୁ
ହାଏ ବେଳେ ବେଳେ ଇଛା ହୁଏ
ମନ ଖୋଲି ହସିବାକୁ
ହୁଁ ବେଳେ ବେଳେ ଇଛା ହୁଏ
ପ୍ରଜାପତି ଧରିବାକୁ
ହେଲେ ଏଠି କେହି ନାହିଁ
ମୋ ସାଥିରେ ଖେଳିବାକୁ
ହୋ ବେଳେ ବେଳେ ଇଛା ହୁଏ
ବାଲି ଘର ତୋଳିବାକୁ
ହେଲେ ଆଜି କେହି ନାହିଁ
ସତ ଘର ତୋଳିବାକୁ
ବେଳେ ବେଳେ ଇଛା ହୁଏ
ବେଳେ ବେଳେ ଇଛା ହୁଏ
ଯେଉଁ ବାଟେ ଆସିଥିଲି
ସେଇ ବାଟେ ଫେରିବାକୁ
ବେଳେ ବେଳେ ଇଛା ହୁଏ
ନୀରବରେ ବସିବାକୁ
ହୋ ବେଳେ ବେଳେ ଇଛା ହୁଏ
ମନ ଖୋଲି ହସିବାକୁ
ହୁଁ ବେଳେ ବେଳେ ଇଛା ହୁଏ
ସପନରେ ହଜିବାକୁ
ହେଲେ ସେଇ ସପନରେ
କେହି ନାହିଁ ଆସିବାକୁ
ହୋ ବେଳେ ବେଳେ ଇଛା ହୁଏ
ମନ କଥା କହିବାକୁ
ହେଲେ ସେଇ ମନ କଥା
କେହି ନାହିଁ ଶୁଣିବାକୁ
ବେଳେ ବେଳେ ଇଛା ହୁଏ
ବେଳେ ବେଳେ ଇଛା ହୁଏ
ଯେଉଁ ହାତ ଛାଡ଼ିଥିଲି
ସେଇ ହାତ ଧରିବାକୁ
ବେଳେ ବେଳେ ଇଛା ହୁଏ
ନୀରବରେ ବସିବାକୁ
ହୋ ବେଳେ ବେଳେ ଇଛା ହୁଏ
ମନ ଖୋଲି ହସିବାକୁ
ହୋ ବେଳେ ବେଳେ ଇଛା ହୁଏ
ହୁଁ ବେଳେ ବେଳେ ଇଛା ହୁଏ
ଅତୀତର ଆଇନାରେ
ନିଜ ମୁହଁ ଦେଖିବାକୁ
ବେଳେ ବେଳେ ଇଛା ହୁଏ
ନୀରବରେ ବସିବାକୁ
ହୋ ବେଳେ ବେଳେ ଇଛା ହୁଏ
ମନ ଖୋଲି ହସିବାକୁ
Bele Bele Ichha Hue Your Astrology Guru Lyrics In Odia Font
Thank You