Your Astrology Guru Lyrics
ବେଙ୍ଗ କହେ ବେଙ୍ଗୁଲି ଲୋ କ୍ଷଣ କ୍ଷଣେ ଆନ
Benga Kahe Benguli Lo Your Astrology Guru Lyrics In Odia Language
ବେଙ୍ଗ କହେ ବେଙ୍ଗୁଲି ଲୋ କ୍ଷଣ କ୍ଷଣେ ଆନ
ବେଙ୍ଗ କହେ ବେଙ୍ଗୁଲି ଲୋ କ୍ଷଣ କ୍ଷଣେ ଆନ
ଜୀବନର କିଛି ଭରସା ନାହିଁ ଲୋ
ଜୀବନର କିଛି ଭରସା ନାହିଁ ଲୋ
ପାଣି ଫୋଟକାଠୁ ହୀନ
ବେଙ୍ଗ କହେ ବେଙ୍ଗୁଲି ଲୋ କ୍ଷଣ କ୍ଷଣେ ଆନ
ବେଙ୍ଗ କହେ ବେଙ୍ଗୁଲି ଲୋ କ୍ଷଣ କ୍ଷଣେ ଆନ
ଯୋଉ ମୁହଁ ତୋର ନଦେଖି ଘଡ଼ିଏ
ସ୍ତ୍ରୀ ପିଲା ମାଆ ବାଇ
ସ୍ତ୍ରୀ ପିଲା ମାଆ ବାଇ
ଯୋଉ ମୁହଁରେ ତୁ ଖାଇଛୁ କେତେରେ
ଦୁଧ ସର ଛେନା ଖଇ
ଦୁଧ ସର ଛେନା ଖଇ
ଦୁଧ ସର ଛେନା ଖଇ
କେଡେ ନିରିଦୟ କେଡେ ନିରିମମ
କେଡେ ନିରିଦୟ କେଡେ ନିରିମମ
କିଆ ଦେବେ ମୁହେଁ ମାଡି
ବେଙ୍ଗ କହେ ବେଙ୍ଗୁଲି ଲୋ କ୍ଷଣ କ୍ଷଣେ ଆନ
ବେଙ୍ଗ କହେ ବେଙ୍ଗୁଲି ଲୋ କ୍ଷଣ କ୍ଷଣେ ଆନ
ଧନ ଯଉବନ ରଙ୍ଗ ରୂପ ତୋର
ଅଢେଇ ଦିନିଆ ପରା
ଅଢେଇ ଦିନିଆ ପରା
ଖୁଦ ପରି ଫୁଟି ଚାଉଳେ ପଡିବ
ସଞ୍ଜ ହୋଇଗଲେ ପରା
ସଞ୍ଜ ହୋଇଗଲେ ପରା
ତୋ ପାପରେ କେହି ଭାଗୀ ହେବେ ନାହିଁ
ତୋ ପାପରେ କେହି ଭାଗୀ ହେବେ ନାହିଁ
ତୋ ସୁଖରେ ସବୁ ଭାଗୀ
ବେଙ୍ଗ କହେ ବେଙ୍ଗୁଲି ଲୋ କ୍ଷଣ କ୍ଷଣେ ଆନ
ବେଙ୍ଗ କହେ ବେଙ୍ଗୁଲି ଲୋ କ୍ଷଣ କ୍ଷଣେ ଆନ
ଆଜି ମଲେ ପରା କାଲିକି ଦି ଦିନ
ମଢ଼ା କହି ନେବେ ବୋହି
ମଢ଼ା କହି ନେବେ ବୋହି
ଛଅ ଖଣ୍ଡି କାଠ ଲୋଡ଼ାରେ ବାଇଆ
ବଡ ବିଚିତ୍ର ଏ ମହି
ବଡ ବିଚିତ୍ର ଏ ମହି
ଭୂତ କହି ତତେ ଡରିବେ ରାତିରେ
ଭୂତ କହି ତତେ ଡରିବେ ରାତିରେ
ଶୋଇବେ କବାଟ କିଳି
ବେଙ୍ଗ କହେ ବେଙ୍ଗୁଲି ଲୋ କ୍ଷଣ କ୍ଷଣେ ଆନ
ବେଙ୍ଗ କହେ ବେଙ୍ଗୁଲି ଲୋ କ୍ଷଣ କ୍ଷଣେ ଆନ
ଜୀବନର କିଛି ଭରସା ନାହିଁ ଲୋ
ଜୀବନର କିଛି ଭରସା ନାହିଁ ଲୋ
ପାଣି ଫୋଟକାଠୁ ହୀନ
ବେଙ୍ଗ କହେ ବେଙ୍ଗୁଲି ଲୋ କ୍ଷଣ କ୍ଷଣେ ଆନ
ବେଙ୍ଗ କହେ ବେଙ୍ଗୁଲି ଲୋ କ୍ଷଣ କ୍ଷଣେ ଆନ
ବେଙ୍ଗ କହେ ବେଙ୍ଗୁଲି ଲୋ କ୍ଷଣ କ୍ଷଣେ ଆନ
ବେଙ୍ଗ କହେ ବେଙ୍ଗୁଲି ଲୋ କ୍ଷଣ କ୍ଷଣେ ଆନ
Benga Kahe Benguli Io Your Astrology Guru Lyrics In Odia Language
ThankYou