Loading...

299 Big Street, Govindpur, India

Open daily 10:00 AM to 10:00 PM

Bhabaku Nikata Sie Your Astrology Guru Lyrics In Odia Language

Bhikari bala

Your Astrology Guru Lyrics

ଭାବକୁ ନିକଟ ସିଏ ଅଭାବକୁ ଦୂର
ଭାବ ବିନୋଦିଆ ଭାବର ଠାକୁର

Bhabaku Nikata Sie Abhabaku Your Astrology Guru Lyrics In Odia Language

ଭାବକୁ ନିକଟ ସିଏ ଅଭାବକୁ ଦୂର
ଭାବ ବିନୋଦିଆ ଭାବର ଠାକୁର
ଭାବକୁ ନିକଟ ସିଏ ଅଭାବକୁ ଦୂର
ଭାବ ବିନୋଦିଆ ଭାବର ଠାକୁର
ସରଗ ତାହାର ସୁରୁଜ ତାହାର
ମରତ ତାହାର ପାତାଳ ତାହାର
ସରଗ ତାହାର ସୁରୁଜ ତାହାର
ମରତ ତାହାର ପାତାଳ ତାହାର
କେଉଁଠି ନ ଥାଏ ପୁଣି ସବୁଠି ତା ଘର
ଭାବକୁ ନିକଟ ସିଏ ଅଭାବକୁ ଦୂର
ଭାବ ବିନୋଦିଆ ଭାବର ଠାକୁର
ଭାବକୁ ନିକଟ ସିଏ ଅଭାବକୁ ଦୂର
ଭାବ ବିନୋଦିଆ ଭାବର ଠାକୁର



ବୃନ୍ଦାବନେ କୃଷ୍ଣ ସିଏ ଅଯୋଧ୍ୟାରେ ରାମ
ବୃନ୍ଦାବନେ କୃଷ୍ଣ ସିଏ ଅଯୋଧ୍ୟାରେ ରାମ
ବଦ୍ରିକାରେ ନାରାୟଣ ମଥୁରାରେ ଶ୍ୟାମ
ବଦ୍ରିକାରେ ନାରାୟଣ ମଥୁରାରେ ଶ୍ୟାମ
ସତ୍ୟରୁ ଦ୍ୱାପର ତ୍ରେତୟା ତାହାର
କଳିରେ ସାଜିଛି କାଳିଆ ଠାକୁର
ସତ୍ୟରୁ ଦ୍ୱାପର ତ୍ରେତୟା ତାହାର
କଳିରେ ସାଜିଛି କାଳିଆ ଠାକୁର
କେଉଁଠି ନ ଥାଏ ପୁଣି ସବୁଠି ତା ଘର
ଭାବକୁ ନିକଟ ସିଏ ଅଭାବକୁ ଦୂର
ଭାବ ବିନୋଦିଆ ଭାବର ଠାକୁର
ଭାବ ବିନୋଦିଆ ଭାବର ଠାକୁର



ଋଷୀର ସେ ଅଭିମାନ ଯୋଗୀର ସେ ଯୋଗ
ଋଷୀର ସେ ଅଭିମାନ ଯୋଗୀର ସେ ଯୋଗ
ମୁନୀର ମଉନ ଧ୍ୟାନ ଭୋଗୀର ସେ ଭୋଗ
ମୁନୀର ମଉନ ଧ୍ୟାନ ଭୋଗୀର ସେ ଭୋଗ
ସିଏ ଜଗତର ନୁହେଁ ସେ କାହାର
ତାର ହାତ ଗଢ଼ା ଏ ମାୟା ସଂସାର
ସିଏ ଜଗତର ନୁହେଁ ସେ କାହାର
ତାର ହାତ ଗଢ଼ା ଏ ମାୟା ସଂସାର
କେଉଁଠି ନ ଥାଏ ପୁଣି ସବୁଠି ତା ଘର
ଭାବକୁ ନିକଟ ସିଏ ଅଭାବକୁ ଦୂର
ଭାବ ବିନୋଦିଆ ଭାବର ଠାକୁର

ଭାବକୁ ନିକଟ ସିଏ ଅଭାବକୁ ଦୂର
ଭାବ ବିନୋଦିଆ ଭାବର ଠାକୁର
ସରଗ ତାହାର ସୁରୁଜ ତାହାର
ମରତ ତାହାର ପାତାଳ ତାହାର
ସରଗ ତାହାର ସୁରୁଜ ତାହାର
ମରତ ତାହାର ପାତାଳ ତାହାର
କେଉଁଠି ନ ଥାଏ ପୁଣି ସବୁଠି ତା ଘର
ଭାବକୁ ନିକଟ ସିଏ ଅଭାବକୁ ଦୂର
ଭାବ ବିନୋଦିଆ ଭାବର ଠାକୁର
ଭାବକୁ ନିକଟ ସିଏ ଅଭାବକୁ ଦୂର
ଭାବ ବିନୋଦିଆ ଭାବର ଠାକୁର
ଭାବ ବିନୋଦିଆ ଭାବର ଠାକୁର
ଭାବ ବିନୋଦିଆ ଭାବର ଠାକୁର


Bhabaku Nikata Sie Abhabaku Dura Your Astrology Guru Lyrics In Odia Language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00