Your Astrology Guru Lyrics
ଭଲ ପାଇବାରେ ଏମିତି ହୁଏ
ଜାଣି ରଖିଥାରେ ବାବୁ
bhala paibare emiti hue Your Astrology Guru Lyrics in odia language
ଭଲ ପାଇବାରେ ଏମିତି ହୁଏ
ଜାଣି ରଖିଥାରେ ବାବୁ
କେବେ ହୁଏ ଦିନ କେବେ ହୁଏ ରାତି
କିଛି ଜାଣି ନ ପାରିବୁ
ଭଲ ପାଇବାରେ ଏମିତି ହୁଏ
ଜାଣି ରଖିଥାରେ ବାବୁ
କେବେ ହୁଏ ଦିନ କେବେ ହୁଏ ରାତି
କିଛି ଜାଣି ନ ପାରିବୁ
ଲାଗିବ ଦୁନିଆଁ ତତେ ନୂଆ ନୂଆ
ଲାଗିବ ଦୁନିଆଁ ତତେ ନୂଆ ନୂଆ
ପାଗଳ କହି ବୁଲିବେ
ତତେ ତୋ ସାଙ୍ଗ ସାଥି ସବୁ
ଭଲ ପାଇବାରେ ଏମିତି ହୁଏ
ଜାଣି ରଖିଥାରେ ବାବୁ
କେବେ ହୁଏ ଦିନ କେବେ ହୁଏ ରାତି
କିଛି ଜାଣି ନ ପାରିବୁ
ଜଣଙ୍କ ରାଗିବା ଆଉ ହସି ଦବା
ଏତେ ଯେ ଭଲ ଲାଗିବ
ପାଖରେ ବସାଇ ଦେଖିବାକୁ ତାକୁ
ମନ ଖାଲି କହୁ ଥିବ
ଜଣଙ୍କ ରାଗିବା ଆଉ ହସି ଦବା
ଏତେ ଯେ ଭଲ ଲାଗିବ
ପାଖରେ ବସାଇ ଦେଖିବାକୁ ତାକୁ
ମନ ଖାଲି କହୁ ଥିବ
ଭୋକ ଶୋଷ ସବୁ ତୁ ଭୁଲିଯିବୁ
ଭୋକ ଶୋଷ ସବୁ ତୁ ଭୁଲିଯିବୁ
ନାଁ ତୋର ପଚାରିଲେ
କେହି ନାଁ ତାର କହୁ ଥିବୁ
ଭଲ ପାଇବାରେ ଏମିତି ହୁଏ
ଜାଣି ରଖିଥାରେ ବାବୁ
କେବେ ହୁଏ ଦିନ କେବେ ହୁଏ ରାତି
କିଛି ଜାଣି ନ ପାରିବୁ
ପାପ ପୁଣ୍ୟ କିଛି ବୁଝେ ନାହିଁ ପ୍ରେମ
ମନରେ ଥାଏ ସବୁରି
ଅଜବ ମଣିଷ ଅଜବ ସମାଜ
ପ୍ରେମର ସାଜେ ବଇରୀ
ପାପ ପୁଣ୍ୟ କିଛି ବୁଝେ ନାହିଁ ପ୍ରେମ
ମନରେ ଥାଏ ସବୁରି
ଅଜବ ମଣିଷ ଅଜବ ସମାଜ
ପ୍ରେମର ସାଜେ ବଇରୀ
ଭଲ ପାଏ ଯିଏ ଜାଣେ ଏକା ସିଏ
ଭଲ ପାଏ ଯିଏ ଜାଣେ ଏକା ସିଏ
ପ୍ରେମ ଆଗେ ସୁନା ରୁପା
ହୀରା ଆଉ ମୋତି ଛୋଟ ସବୁ
ଭଲ ପାଇବାରେ ଏମିତି ହୁଏ
ଜାଣି ରଖିଥାରେ ବାବୁ
କେବେ ହୁଏ ଦିନ କେବେ ହୁଏ ରାତି
କିଛି ଜାଣି ନ ପାରିବୁ
ଲାଗିବ ଦୁନିଆଁ ତତେ ନୂଆ ନୂଆ
ଲାଗିବ ଦୁନିଆଁ ତତେ ନୂଆ ନୂଆ
ପାଗଳ କହି ବୁଲିବେ
ତତେ ତୋ ସାଙ୍ଗ ସାଥି ସବୁ
ଭଲ ପାଇବାରେ ଏମିତି ହୁଏ
ଜାଣି ରଖିଥାରେ ବାବୁ
କେବେ ହୁଏ ଦିନ କେବେ ହୁଏ ରାତି
କିଛି ଜାଣି ନ ପାରିବୁ
ଲା ଲା ଲା ଲା ଲା ଲା
ଲା ଲା ଲା ଲା ଲା ଲା
bhala paibare emiti hue Your Astrology Guru Lyrics in odia language
Thank You