Loading...

299 Big Street, Govindpur, India

Open daily 10:00 AM to 10:00 PM

Bhala Paibare Emiti Hue Your Astrology Guru Lyrics In Odia Language

Ranjan Gaan

Your Astrology Guru Lyrics

ଭଲ ପାଇବାରେ ଏମିତି ହୁଏ

ଜାଣି ରଖିଥାରେ ବାବୁ

bhala paibare emiti hue Your Astrology Guru Lyrics in odia language

ଭଲ ପାଇବାରେ ଏମିତି ହୁଏ

ଜାଣି ରଖିଥାରେ ବାବୁ
କେବେ ହୁଏ ଦିନ କେବେ ହୁଏ ରାତି
କିଛି ଜାଣି ନ ପାରିବୁ
ଭଲ ପାଇବାରେ ଏମିତି ହୁଏ
ଜାଣି ରଖିଥାରେ ବାବୁ
କେବେ ହୁଏ ଦିନ କେବେ ହୁଏ ରାତି
କିଛି ଜାଣି ନ ପାରିବୁ
ଲାଗିବ ଦୁନିଆଁ ତତେ ନୂଆ ନୂଆ
ଲାଗିବ ଦୁନିଆଁ ତତେ ନୂଆ ନୂଆ
ପାଗଳ କହି ବୁଲିବେ
ତତେ ତୋ ସାଙ୍ଗ ସାଥି ସବୁ
ଭଲ ପାଇବାରେ ଏମିତି ହୁଏ
ଜାଣି ରଖିଥାରେ ବାବୁ
କେବେ ହୁଏ ଦିନ କେବେ ହୁଏ ରାତି
କିଛି ଜାଣି ନ ପାରିବୁ
ଜଣଙ୍କ ରାଗିବା ଆଉ ହସି ଦବା
ଏତେ ଯେ ଭଲ ଲାଗିବ
ପାଖରେ ବସାଇ ଦେଖିବାକୁ ତାକୁ
ମନ ଖାଲି କହୁ ଥିବ
ଜଣଙ୍କ ରାଗିବା ଆଉ ହସି ଦବା
ଏତେ ଯେ ଭଲ ଲାଗିବ
ପାଖରେ ବସାଇ ଦେଖିବାକୁ ତାକୁ
ମନ ଖାଲି କହୁ ଥିବ
ଭୋକ ଶୋଷ ସବୁ ତୁ ଭୁଲିଯିବୁ
ଭୋକ ଶୋଷ ସବୁ ତୁ ଭୁଲିଯିବୁ
ନାଁ ତୋର ପଚାରିଲେ
କେହି ନାଁ ତାର କହୁ ଥିବୁ
ଭଲ ପାଇବାରେ ଏମିତି ହୁଏ
ଜାଣି ରଖିଥାରେ ବାବୁ
କେବେ ହୁଏ ଦିନ କେବେ ହୁଏ ରାତି
କିଛି ଜାଣି ନ ପାରିବୁ
ପାପ ପୁଣ୍ୟ କିଛି ବୁଝେ ନାହିଁ ପ୍ରେମ
ମନରେ ଥାଏ ସବୁରି
ଅଜବ ମଣିଷ ଅଜବ ସମାଜ
ପ୍ରେମର ସାଜେ ବଇରୀ
ପାପ ପୁଣ୍ୟ କିଛି ବୁଝେ ନାହିଁ ପ୍ରେମ
ମନରେ ଥାଏ ସବୁରି
ଅଜବ ମଣିଷ ଅଜବ ସମାଜ
ପ୍ରେମର ସାଜେ ବଇରୀ
ଭଲ ପାଏ ଯିଏ ଜାଣେ ଏକା ସିଏ
ଭଲ ପାଏ ଯିଏ ଜାଣେ ଏକା ସିଏ
ପ୍ରେମ ଆଗେ ସୁନା ରୁପା
ହୀରା ଆଉ ମୋତି ଛୋଟ ସବୁ
ଭଲ ପାଇବାରେ ଏମିତି ହୁଏ
ଜାଣି ରଖିଥାରେ ବାବୁ
କେବେ ହୁଏ ଦିନ କେବେ ହୁଏ ରାତି
କିଛି ଜାଣି ନ ପାରିବୁ
ଲାଗିବ ଦୁନିଆଁ ତତେ ନୂଆ ନୂଆ
ଲାଗିବ ଦୁନିଆଁ ତତେ ନୂଆ ନୂଆ
ପାଗଳ କହି ବୁଲିବେ
ତତେ ତୋ ସାଙ୍ଗ ସାଥି ସବୁ
ଭଲ ପାଇବାରେ ଏମିତି ହୁଏ
ଜାଣି ରଖିଥାରେ ବାବୁ
କେବେ ହୁଏ ଦିନ କେବେ ହୁଏ ରାତି
କିଛି ଜାଣି ନ ପାରିବୁ
ଲା ଲା ଲା ଲା ଲା ଲା
ଲା ଲା ଲା ଲା ଲା ଲା

bhala paibare emiti hue Your Astrology Guru Lyrics in odia language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00